CHARIDHAM

ଏହି ଫଟୋରେ ଏକ ପକ୍ଷୀ ଲୁଚି ରହିଛି, ଆପଣ କହିପାରିବେ କି ପକ୍ଷୀଟି କେଉଁଠି ଅଛି? ଉତ୍ତର ଜାଣିବା ପାଇଁ ଆଗକୁ ପଢ଼ନ୍ତୁ

ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଫଟୋ ଆପଣଙ୍କ ସମ୍ମୁଖକୁ ଚାଲିଆସିଥାଏ, ଯାହାକୁ ଦେଖିବା ପରେ ସମସ୍ତେ କନଫ୍ୟୁଜ୍ ହୋଇଯାଇଥାନ୍ତି । ଏଠାରେ ଆପଣମାନଙ୍କୁ କେବଳ ଗୋଟିଏ ଗଛର ଫଟୋ ଦୃଶ୍ୟମାନ ହେଉଥିବ । ଯଦି ଆପଣମାନେ ଏପରି ଭାବୁଥାନ୍ତି, ତେବେ ତାହା ସମ୍ପୂର୍ଣ୍ଣ ଭୁଲ୍ । ଏହି ଗଛ ମଧ୍ୟରେ ଏକ ପକ୍ଷୀର ଫଟୋ ଲୁଚି ରହିଛି ।

ଆଜିକାଲି ଏପରି ଫଟୋ ଅତି ସାଧାରଣ ହୋଇଗଲାଣି । ବିଭିନ୍ନ ପ୍ରକାରର ଫଟୋରେ ମଣିଷ, ପଶୁ, ପକ୍ଷୀ, ଫଳ, ଫୁଲ ଆଦିର ଫଟୋ ଲୁଚି ରହିଥାଏ । ଜଣେ ଲୋକ ଯଦି ଭଲଭାବରେ ନିରୀକ୍ଷଣ ନ କରିବ, ତେବେ ଲୁଚି ରହିଥିବା ଫଟୋ ବିଷୟରେ ସେ ଜାଣିପାରିବ ନାହିଁ । ଆଜିକାଲି ଲୋକମାନେ ଏପରି ଫଟୋକୁ ଅଧିକ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି ।

ତେବେ ଏଠାରେ ପ୍ରଦର୍ଶିତ ବୃକ୍ଷର ଫଟୋରେ ଏକ ପକ୍ଷୀର ଫଟୋ ଲାଗି କରି ରହିଛି । କିଛି ଲୋକ ଅନେକ ସମୟ ଧରି ଚେଷ୍ଟା କରିବା ପରେ ବି ପକ୍ଷୀକୁ ଖୋଜି ପାଇପାରି ନଥିଲେ । ସେହିପରି ଆଉ କିଛି ଲୋକ ମାତ୍ର କେଇ ସେକେଣ୍ଡ ମଧ୍ୟରେ ପକ୍ଷୀର ସନ୍ଧାନ ପାଇ ପାରିଥିଲେ । ଉଭୟ ପକ୍ଷୀ ଓ ଗଛର ରଙ୍ଗ ସମାନ ହୋଇଥିବାରୁ ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା ।