ଗଜପତି: ଶରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଯୁବକ । ହୋମାଗାର୍ଡ ନିଯୁକ୍ତି ପାଇଁ ଚାଲିଥିଲା ଶରୀରିକ ପରୀକ୍ଷା ।
ମୃତ ଯୁବକ ରାମଗିରି ଥାନା ପରିସଲ ଗାଁର ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷାରେ ଆଉଜଣେ ଯୁବକ ଗୁରୁତର ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜରୁରୀ କାଳୀନ ସ୍ଥିତିରେ ତାଙ୍କ ଚିକିତ୍ସା ଜାରି ରହିଛି । ହୃଦଘାତ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।