Browsing Category

ବାଣିଜ୍ୟ

୯୧ ଟଙ୍କାର ପ୍ଲାନରେ ମିଳିବ ୯୦ ଦିନର ଭାଲିଡିଟି, ଜାଣନ୍ତୁ କେଉଁ ଟେଲିକମ୍ କମ୍ପାନୀ ଦେଉଛି ଏହି ଅଫର ?

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ ଏଜେନ୍ସି BSNL ଏହାର ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ପ୍ଲାନ୍ ଅଫର କରିଥାଏ । BSNL ପାଖରେ କମ୍ ଗ୍ରାହକ ଥିଲେ ମଧ୍ୟ ଏହା ଜିଓ, ଏୟାରଟେଲ ଏବଂ Vi ଭଳି କମ୍ପାନୀର ପ୍ଲାନକୁ କଡ଼ା ଟକ୍କର…

ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ: ଷୋଡ଼ଶ ଅର୍ଥକମିଶନ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନ୍‍ଗାରିୟା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଦେଶ ଯେଉଁ ଅଭିବୃଦ୍ଧି ହାରରେ…

ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ; ୨୮୩କୋଟିର ଲିକର, ୩୫୨କୋଟିର ବିୟର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ…

କର୍ଣ୍ଣାଟକ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ୧ କୋଟି ୧ ଲକ୍ଷ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ କାରଣରୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି ନିୟମରେ ଖିଲାପୀ କାରଣରୁ…

SEBI ବଦଳାଇଲା ଖାସ୍ ନିୟମ: ମ୍ୟୁଚୁଆଲ ଫଣ୍ଡ ନିବେଶକାରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ଲୋକମାନଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏକ ଖାସ୍ ନିୟମ ପରିବର୍ତ୍ତନ କରିଛି । ପୂର୍ବରୁ କିଛି ନିବେଶକ କେୱାଇସି…

(Video) ମାତ୍ର ୪୫ ଟଙ୍କା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା: ଜାଣି ରଖନ୍ତୁ LICର ଏହି ଦମଦାର ପଲିସି ବିଷୟରେ

ଓଡ଼ିଶା ଭାସ୍କର: ଚାକିରି ପରେ ଶାନ୍ତିରେ ଜୀବନ କାଟିବା ପାଇଁ ଅନେକ ଲୋକ ବିଭଭିନ୍ନ ପ୍ରକାରର ଯୋଜନାରେ ସାମିଲ ହୋଇଥାନ୍ତି । ବିଭିନ୍ନ ପ୍ରକାରର ବୀମାକୁ ଭରସା କରି ଟଙ୍କା ନିବେଶ କରିଥାନ୍ତି ଅଧିକାଂଶ ଲୋକେ । ତେବେ ଏହି…

୪ ଜୁନ୍ ପରେ କାମ କରିବନି Google Pay, ଆପ୍ ବ୍ୟବହାରକାରୀମାନେ ଜାଣିନିଅନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ: ଗୁଗୁଲର ଗୁଗୁଲ୍ ପେ ସେବା ଭାରତ ସମେତ ଅନେକ ଦେଶରେ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହୃତ ହୁଏ । ୨୦୨୨ ରେ ଗୁଗୁଲ୍ ୱାଲେଟ୍ ପ୍ରଚଳନ ପରେ ଜିପେ ବ୍ୟବହାରକାରୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଥିଲା ।…

ୱିପ୍ରୋର ସିଓଓ ଅମିତ ଚୌଧୁରୀ ଦେଲେ ଇସ୍ତଫା , ସଞ୍ଜୀବ ଜେନାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଆଇଟି ସେବା ସଂସ୍ଥା ୱିପ୍ରୋ ୧୭ ମଇରେ ଘୋଷଣା କରିଛି ଯେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଚୌଧୁରୀ ଇସ୍ତଫା ଦେଇଛନ୍ତି । ଚୌଧୁରୀଙ୍କ ଶେଷ ଦିନ ୩୧ ମଇ ହେବ ଓ ତାଙ୍କ ସ୍ଥାନରେ ସଞ୍ଜୀବ…

ସମସ୍ୟାରେ ଫସିଲା ଭାରତୀୟ ମସଲା ବ୍ରାଣ୍ଡ: ନେପାଳ ମଧ୍ୟ ଲଗାଇଲା ବ୍ୟାନ୍

ନୂଆଦିଲ୍ଲୀ : ଗତବର୍ଷ ଭାରତୀୟ ମସଲାକୁ ନେଇ ବିବାଦ ସୃଷ୍ଟି ହୋଇଛି ଯାହା ଥମିବାର ନାଁ ନେଉ ନାହିଁ । ସିଙ୍ଗାପୁର ଏବଂ ହଂକଂ ପରେ ବର୍ତ୍ତମାନ ନେପାଳରେ ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ MDH ମସଲା ବିକ୍ରି ଏବଂ…

ଏଲନ ମସ୍କଙ୍କ ବଡ ପରିବର୍ତ୍ତନ; ଡୋମେନ ବଦଳାଇ ଏକ୍ସ ଡଟ କମ କଲେ

ନୂଆଦିଲ୍ଲୀ: ବିଶ୍ୱର ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମ ପୂର୍ବରୁ ଟୁଇଟର ଭାବରେ ଏହା ବେଶ ଜଣାଶୁଣା । ଏହା ୱେବସାଇଟ ୟୁଆରଏଲ କୁ ଟୁଇଟର ଡଟ କମ ରୁ ଏକ୍ସ ଡଟ କମ କୁ ପରିବର୍ତ୍ତନ କରାଯାଇଛି । ଟେକ ବିଲିୟନେୟାର ଏଲୋନ…