Browsing Category

ବାଣିଜ୍ୟ

ଏଣିକି ସପ୍ତାହରେ ୫ ଦିନ ଖୋଲା ରହିବ ବ୍ୟାଙ୍କ, ବାକି ୨ ଦିନ କର୍ମଚାରୀଙ୍କ ପାଇଁ ଛୁଟି!

ଓଡ଼ିଶା ଭାସ୍କର: ଏଣିକି ଖୁବଶୀଘ୍ର ସପ୍ତାହର ୭ ମଧ୍ୟରୁ ୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କୁ ସପ୍ତାହରେ ମାତ୍ର ୫ ଦିନ କାମ କରିବାକୁ ହେବ। କାରଣ ଏନେଇ…

ଏହି ଦେଶରେ ବ୍ୟାନ ହେଲା ୟାମୀ ଗୌତମଙ୍କ “ଆର୍ଟିକିଲ ୩୭୦’, ହ୍ରିତିକ ରୋଶନଙ୍କ “ଫାଇଟର’ ସହ ମଧ୍ୟ ହୋଇଥିଲା ଏପରି

ନୂଆଦିଲ୍ଲୀ: ଆର୍ଟିକିଲ ୩୭୦ ଘରୋଇ ଏବଂ ବିଦେଶ ବକ୍ସ ଅଫିସରେ ସଫଳତା ହାସଲ କରିଛି । ଦର୍ଶକ ଏବଂ କ୍ରିଟିକ୍ସ ଉଭୟେ ହିଁ ଏହି ଫିଲ୍ମର ପ୍ରଶଂସା କରୁଛନ୍ତି । ୟାମୀ ଗୌତମଙ୍କ ଅଭିନୟକୁ ନେଇ ଫିଲ୍ମର ନିର୍ଦ୍ଦେଶନାକୁ…

Reliance-Disney Deal: ସ୍ୱାକ୍ଷର ହେଲା ଚୁକ୍ତିନାମା, ଏତିକି ଟଙ୍କା ବିନିଯୋଗ କରିବ ରିଲାଏନ୍ସ କମ୍ପାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଏକ ନୂତନ ଡିଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତୈଳରୁ ଆରମ୍ଭ କରି ଗ୍ରୀନ୍ ଏନର୍ଜୀ ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟକୁ କ୍ରମାଗତ ଭାବେ ବିସ୍ତାର…

ସମସ୍ତ ରାସନ କାର୍ଡଧାରୀଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ, ବଡ଼ ଘୋଷଣା କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ସମଗ୍ର ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆୟୁଷ୍ମାନ ଭାରତ ଯୋଜନା ଅଣାଯାଇଥିଲା ।…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିପାରେ ଦରମା

ନୂଆଦିଲ୍ଲୀ: ଏପ୍ରିଲ ଏବଂ ମେ ମାସରେ ଦେଶରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାର ଠିକ ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇପାରନ୍ତି । କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା…

ଏକ ଦଶନ୍ଧି ମଧ୍ୟରେ ପରିବାରର ମାସିକ ଖର୍ଚ୍ଚ ଦ୍ୱିଗୁଣିତ ହୋଇଛି : NSSO ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ଦ୍ୱାରା ହୋଇଥିବା ତାଜା ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୧-୧୨ ତୁଳନାରେ ୨୦୨୨-୨୩ ମସିହାରେ ଦେଶରେ ମୁଣ୍ଡପିଛା ଘରୋଇ ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଛି ।…

୨୦୦୦ ଟଙ୍କା ନୋଟ ଫେରାଇ ନେବାରେ ବ୍ୟାଙ୍କକୁ ମିଳିଲା ଫାଇଦା, RBI ସେୟାର କଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ବଜାରରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରାଯିବା ନିଷ୍ପତ୍ତିର ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ବ୍ୟାଙ୍କ ୧୯ ମେ ୨୦୨୩ରେ ୨ ହଜାର ଟଙ୍କା ନୋଟ ପ୍ରଚଳନକୁ ବନ୍ଦ କରିଥିଲା ।…

ଚାରି ମାସରେ Multibagger ହେଲା ଏଲଆଇସିର ସେୟାର, ନିବେଶକ ହେଲେ ମାଲାମାଲ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ସରକାରୀ ବୀମା କମ୍ପାନୀ ଏଲଆଇସିର ସେୟାରରେ ବୃଦ୍ଧି ହେବା ଦେଖିବାକୁ ମିଳିଛି । ଗତ ମାସଗୁଡିକରେ ଏଲଆଇସିର ସେୟାରଗୁଡିକ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ପ୍ରଥମ ଥର ସିଏମପି ପାଇଁ…

EPFO ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି: ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି ଓ ମିଡ-ଡେ ମିଲ କର୍ମଚାରୀଙ୍କୁ ଦିଅ EPF ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଅଙ୍ଗନବାଡ଼ି ଦିଦି, ଆଶା କର୍ମୀ ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଓ…

ହୋଲିରେ ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କ ବେତନରେ ୯ ହଜାର ଟଙ୍କା ବୃଦ୍ଧି ଘଟିବ, ମିଳିଲା ବଡ଼ ସଙ୍କେତ

ନୂଆଦିଲ୍ଳୀ: ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥାଏ । ଅଧିକାଂଶ ସମୟରେ ପ୍ରଥମ ଡିଏ ସଂଶୋଧନ ମାର୍ଚ୍ଚ ମାସରେ ସାର୍ବଜନିକ କରାଯାଇଥାଏ । ତେଣୁ…