Browsing Category
ବାଣିଜ୍ୟ
ଦେଶର ୮ଟି ବ୍ୟାଙ୍କ ଉପରେ RBI ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ଗ୍ରାହକମାନେ ନିଶ୍ଚିତ ଧ୍ୟାନ ଦିଅନ୍ତୁ
ନୂଆଦିଲ୍ଲୀ: ଅନେକ ସମୟରେ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଦେଶର ବ୍ୟାଙ୍କଗୁଡ଼ିକ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ ଦେଶର ୮ଟି ସରକାରୀ ବ୍ୟାଙ୍କ…
କେନ୍ଦ୍ର ସରକାର ପୁଣି ଦେଲେ ବଡ଼ ଉପହାର: ପୁଣି ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ସରକାର ଦେଇଛନ୍ତି ଏକ ବଡ଼ ଉପହାର । ପୁଣି ଥରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପାଇଛି । ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗତ…
ଛଟେଇ କରିବ ଶହ ଶହ ବର୍ଷର ଏକ ପୁରୁଣା ବ୍ୟାଙ୍କ : ଚାକିରି ହରାଇବେ ୨ ହଜାର କର୍ମଚାରୀ!
ନୂଆଦିଲ୍ଲୀ: ନିକଟରେ ଗୁଗଲ, ଆମାଜନ, ମାଇକ୍ରୋଶଫ୍ଟ ପରି ବିଶ୍ୱର ବହୁ ଟେକ କମ୍ପାନୀ ନିଜ କମ୍ପାନୀରୁ ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଆଗକୁ ମଧ୍ୟ କିଛି ବଡ଼ କମ୍ପାନୀ କିଛି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର…
GPay ଏବଂ Paytmରେ ମୋବାଇଲ୍ ରିଚାର୍ଜ କରିବା ଆଉ ମାଗଣା ନୁହେଁ, ଆପଣଙ୍କୁ ଏତିକି ଦେବାକୁ ପଡିବ ଅଧିକ ପ୍ଲାଟଫର୍ମ ଚାର୍ଜ
ନୂଆଦିଲ୍ଲୀ: ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ଆପ୍ ଭାରତରେ ବହୁଳ ଭାବରେ ବ୍ୟବହୃତ ହୁଏ। ଏଗୁଡ଼ିକ ହେଉଛି ଦେଶର ପ୍ରମୁଖ UPI ଆପ୍। ଏହି ଆପ୍ସ ମାଧ୍ୟମରେ ଲୋକମାନେ ଭଡା, ବିଲ୍ ପେମେଣ୍ଟ, ଗ୍ୟାସ୍, ଫ୍ଲାଇଟ୍, ବୀମା,…
ଆଗକୁ ଖାଲି ଛୁଟିର ବର୍ଷା: ହରତାଳ ଓ ଛୁଟି କାରଣରୁ ଡିସେମ୍ବର ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ନିଜର ପରିବାରକୁ ଅଧିକ ସମୟ ଦେବା ଓ ବ୍ୟକ୍ତିଗତ କାର୍ଯ୍ୟ କରିବା ପାଇଁ ଅଧିକ ଛୁଟିର ଆବଶ୍ୟକତା ପଡ଼ିଥାଏ । ଅନେକ ସମୟରେ ଛୁଟି ନ ମିଳିବା କାରଣରୁ ଅନେକ କର୍ମଚାରୀ ବିତସ୍ପୃହ ହୋଇପଡ଼ିଥାନ୍ତି । ତେବେ…
ବଡ଼ ଝଟକା: CNG ଦର ବୃଦ୍ଧି ପରେ ବଢ଼ିଲା ଗ୍ରାହକଙ୍କ ଚିନ୍ତା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବିଭିନ୍ନ ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ ଏହା ମଧ୍ୟରେ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜି ସକାଳୁ ଦିଲ୍ଲୀ ଓ ଏନସିଆରରେ ସିଏନଜି ଦର ବୃଦ୍ଧି କରାଯାଇଛି । ସିଏନଜି ଦର ୧ ଟଙ୍କା…
ଆମାଜନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି ହେବା କେତେଦୂର ଗ୍ରହଣୀୟ?
ଓଡିଶା ଭାସ୍କର; ପୁରୀ ଜଗନ୍ନାଥ ମନ୍ଦିର ବଡ଼ଦେଉଳ ବା ଶ୍ରୀମନ୍ଦିର ନାମରେ ସାରା ବିଶ୍ୱରେ ପରିଚିତ । ଯେଉଁ ମନ୍ଦିରକୁ ଏକ ରହସ୍ୟମୟ ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହାର ତୁଳସୀ, ନିର୍ମାଲ୍ୟ ଟିକିଏ ପାଇବା ଲାଗି କାହିଁ…
୬୦ ମିନିଟ ଭିତରେ ସମ୍ପୂର୍ଣ୍ଣ ସବସ୍କ୍ରିପ୍ସନ ହାସଲ କରିଛି ଟାଟା ଟେକ୍ନୋଲୋଜିର IPO
ନୂଆଦିଲ୍ଲୀ: ଆଜି ଟାଟା ଟେକ୍ନୋଲୋଜି IPO ସବସ୍କ୍ରିପ୍ସନ ପାଇଁ ଉପଲବ୍ଧ ହୋଇଛି । ତେବେ ସବସ୍କ୍ରାଇବ ପାଇଁ ଉପଲବ୍ଧ ହେବାର ମାତ୍ର ପ୍ରଥମ ଘଣ୍ଟା ଭିତରେ ହିଁ ଏହା ଏକ ରେକର୍ଡ ସୃଷ୍ଟି କରିଛି । ମାତ୍ର କିଛି ମିନିଟ୍…
ଏବେ ଏକ୍ସ ବା ଟ୍ୱିଟର ଜରିଆରେ ବି ସହଜରେ ମିଳିଯିବ ଚାକିରୀ, ମସ୍କ ଜାରି କଲେ ନୂଆ ଫିଚର
ନୂଆଦିଲ୍ଲୀ: ଯେବେଠାରୁ ଏଲନ ମସ୍କ ଏକ୍ସ ବା ଟ୍ୱିଟରର ଦାୟିତ୍ୱ ହାତକୁ ନେଲେଣି ସେବେଠାରୁ ସେ ଏଥିରେ ୟୁଜର୍ସଙ୍କ ଲାଗି ବହୁ ନୂଆ ଫିଚର ଆଣିବାରେ ଲାଗିଛନ୍ତି । ପୂର୍ବାପେକ୍ଷା ଏବେ ଟ୍ୱିଟର ବହୁତ ଅପଗ୍ରେଡ୍…
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କଲା ନୂଆ ନିୟମ: କ୍ଷୁଦ୍ର ସଞ୍ଚୟ ଯୋଜନାର ନିବେଶ ନିୟମ ଓ ସୁଧ ହାର ବଦଳିଲା
ନୂଆଦିଲ୍ଲୀ: ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଆରମ୍ଭ କରାଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ…