Browsing Category

ବାଣିଜ୍ୟ

Alert from SBI: ଠକାମିର ୩ ଦିନ ଭିତରେ ସୂଚନା ଦିଅନ୍ତୁ, ନଚେତ୍ କ୍ଷତିରେ ପଡ଼ିବେ, ୫୦ କୋଟି ଗ୍ରାହକଙ୍କୁ ବ୍ୟାଙ୍କର ଚେତାବନୀ

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ବଢ଼ି ଚାଲିଥିବା ବେଳେ ସାଇବର ଫ୍ରଡଙ୍କ କାରନାମା ମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ସାମାନ୍ୟ ଭୁଲ୍ କାରଣରୁ ବ୍ୟାଙ୍କ ଗ୍ରାହକମାନେ ହଜାର ହଜାର ଟଙ୍କାର କ୍ଷତି…

କୋଟି କୋଟି ନିବେଶକ ଚିନ୍ତାରେ: ସୁବ୍ରତଙ୍କ ମୃତ୍ୟୁ ପରେ ନିବେଶ ଅର୍ଥ ମିଳିବ ନା ନାହିଁ, କ’ଣ କହୁଛି SEBIର ନିୟମ

ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟ ୭୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଦେଶ ବିଦେଶରୁ ବହୁ…

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ କଂଗ୍ରେସ ଦଙ୍ଗା ଏବଂ ଗୁଣ୍ଡାଗର୍ଦ୍ଦୀ ସ୍ୱାଭାବର

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦଙ୍ଗା ଏବଂ ଗୁଣ୍ଡାଗର୍ଦ୍ଦୀ କଂଗ୍ରେସର ସ୍ୱଭାବ ଅଟେ। ମଧ୍ୟପ୍ରଦେଶର…

ମାତ୍ର ୬୦ ଟଙ୍କାରେ କିଣନ୍ତୁ ୧ କିଲୋ ‘ଭାରତ ଡାଲି’, ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ଏହି ଯୋଜନା

ନୂଆଦିଲ୍ଲୀ: ଗତ କିଛି ମାସ ଧରି ମହଙ୍ଗା ମାଡ ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବରର ମୁଦ୍ରାସ୍ଫୀତି କିଛି ମାତ୍ରାରେ ଆରାମ ଦେଇଛି । ଜୁଲାଇରୁ ଲଗାତାର ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି…

ନଭେମ୍ବର ୧୫ରେ ହେବ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ, ଓଡ଼ିଶାର ସର୍ବାଧିକ ୧୯ଟି ଖଣି ଏଥିରେ ସାମିଲ

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ । ଏଥିରେ ଓଡିଶା ସମେତ ପାଂଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି । ଅନ୍ୟ…

ରାଜଧାନୀରେ ଦୁଇ ଗୁଣ ବଢିଲା ପାର୍କିଂ ମୂଲ୍ୟ, ୩୧ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ରହିବ ନିୟମ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବଢିଲା ଗାଡ଼ି ପାର୍କିଂ ମୂଲ୍ୟ । ପ୍ରଦୂଷଣ ବୃଦ୍ଧି ହେତୁ, ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ ପାର୍କିଂ ଚାର୍ଜକୁ ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି ଯାହା ନିଜସ୍ୱ କର୍ମଚାରୀଙ୍କ…

ଚୀନକୁ ଶକ୍ତ ଝଟକା ଦେଲା ନେପାଳ: ବ୍ୟାନ କଲା TikTok

ନୂଆଦିଲ୍ଲୀ: ନେପାଳର ପୁଷ୍ପା କମଲ ଦହଲ ସରକାର ଚୀନ୍ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାର ନେପାଳର ଯୋଗାଯୋଗ ମନ୍ତ୍ରୀ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ନେପାଳ ସରକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ…

ମୋବାଇଲ ହ୍ୟାକ୍ ହେଲେ କ’ଣ କରିବେ ? ଏହି ଟିପ୍ସ ମାଧ୍ୟମରେ ୧ ମିନିଟରେ ଠିକ୍ ହୋଇଯିବ ଫୋନ୍

ଆଜିର ସମୟରେ ଫୋନ୍ ହ୍ୟାକିଂ ହେଉଛି ସବୁଠାରୁ ବଡ ସମସ୍ୟା । ଯଦି କାହାର ଫୋନ୍ ହ୍ୟାକ୍ ହୁଏ, ତେବେ ସ୍କାମର କିଛି ମିନିଟରେ ତାଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିପାରେ । ସେଥିପାଇଁ ହ୍ୟାକରମାନେ ବିଭିନ୍ନ ପ୍ରକାରର…

IRDAI ବଦଳାଇଲା ସ୍ୱାସ୍ଥ୍ୟ ବୀମା ନିୟମ: ମେଡି କ୍ଲେମ୍ ପାଇଁ ମେଡିକାଲରେ ୨୪ ଘଣ୍ଟା ରହିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବୀମାକୁ ନେଇ ଜନସାଧାରଣ ଅନେକ ସମସ୍ୟାର ସାମ୍ନା କରୁଥିବାର ଦେଖାଯାଉଛି । କରୋନା ମହାମାରୀ ପରଠାରୁ ସ୍ୱାସ୍ଥ୍ୟ ବୀମାଧାରୀଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଥିବା ବେଳେ…

୨୦ ଟଙ୍କାରେ ୨ ଲକ୍ଷ ଟଙ୍କାର ଫାଇଦା: ମୋଦୀ ସରକାରଙ୍କ ଏହି ଯୋଜନା ଅତ୍ୟନ୍ତ ଲାଭଦାୟକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଏପରି ଦୁଇଟି ଯୋଜନା ରହିଛି, ଯେଉଁଥିରେ ଆପଣ ଅଳ୍ପ ନିବେଶ କରି ବୀମା କଭର ପାଇପାରିବେ । ଏହିପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା (PMSBY) । ପ୍ରଧାନମନ୍ତ୍ରୀ…