Browsing Category

ବାଣିଜ୍ୟ

ଶେଷ ମୁହୂର୍ତ୍ତରେ ଛୁଟି ବାତିଲ କଲା ଆରବିଆଇ: ନୂଆ ନିର୍ଦ୍ଦେଶ ପରେ ‘ଇଦ’ରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶେଷ ମୁହୂର୍ତ୍ତରେ ଇଦ୍-ଇ-ମିଲାଦ ଛୁଟିରେ ପରିବର୍ତ୍ତନ କରିଛି । ପୂର୍ବରୁ ଏହି ବ୍ୟାଙ୍କ ଛୁଟି ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସହରରେ ୨୮ ଓ ୨୯…

CBDT ଜାରି କଲା ନୋଟିଫିକେସନ: ଗୁଗଲ, ଫେସବୁକ ଓ ଏକ୍ସ’କୁ ଦେବାକୁ ପଡ଼ିବ ୧୮ ପ୍ରତିଶତ GST!

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ନୋଟିଫିକେସନ ମୁତାବକ, ଏଡଟେକ କମ୍ପାନୀମାନଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେବେ କେନ୍ଦ୍ର…

PPF ନିବେଶକଙ୍କୁ ମିଳିପାରେ ଉପହାର, ୩୦ ସେପ୍ଟରମ୍ବରରେ ହୋଇପାରେ ସୁଧ ବଢିବାର ଘୋଷଣା!

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ୩୦ ସେପ୍ଟେମ୍ବର ୨୦୨୩ରେ ଛୋଟ ସଞ୍ଚୟ ଯୋଜନା ଉପରେ ସୁଧ ହାର ସମୀକ୍ଷା କରିବେ । କେନ୍ଦ୍ର ସରକାର ସଞ୍ଚୟ ଯୋଜନାର ସୁଧ ହାର ବଢାଇବାର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଆର୍ଥିକ…

Laptop Under Rs 30,000: ଆସିଗଲା ସବୁଠାରୁ ପତଳା ଏବଂ ଷ୍ଟାଇଲିସ ଲ୍ୟାପଟପ, ଫୁଲ୍ ଚାର୍ଜ କଲେ ଚାଲିବ ୧୦ ଘଣ୍ଟା

ନୂଆଦିଲ୍ଲୀ: ୱିଙ୍ଗସ ଲାଇଫଷ୍ଟାଇଲ ସେପ୍ଟେମ୍ବରରେ ନୁଭବୁକ୍ ସିରିଜ ସହ ଲ୍ୟାପଟପ ସେଗମେଣ୍ଟରେ ପ୍ରବେଶ କରିଛି । ଏହି ବ୍ରାଣ୍ଡ ଚାରୋଟି ଲ୍ୟାପଟପ ଲଞ୍ଚ କରିଛି । ସେଗୁଡିକ ହେଲା, Nuvobook S1, Nuvobook S2,…

ହ୍ୱାଟ୍ସଆପ ଇମୋଜୀ ଏବଂ emoji kitchen ମଧ୍ୟରେ ପାର୍ଥକ୍ୟ କ’ଣ? କାହିଁକି ଲୋକପ୍ରିୟ ହେଉଛି ଚାଟିଙ୍ଗର ଏହି ନୂଆ ପଦ୍ଧତି

ନୂଆଦିଲ୍ଲୀ: ଆପଣ ଚାଟ କରିବା ସମୟରେ ଇମୋଜୀର ବ୍ୟବହାର କରୁଛନ୍ତି କି? ଭର୍ଚୁଆଲ ଓ୍ବାର୍ଲଡରେ ୟୁଜର୍ସଙ୍କ ମୁଡ ଏବଂ ଫେସିଆଲ ଏକ୍ସପ୍ରେସନକୁ ପ୍ରକାଶ କରିବାର ଏହା ସବୁଠାରୁ ପପୁଲାର ଫର୍ମୁଲା । ବର୍ତ୍ତମାନ ଗୁଗୁଲର…

OnePlus ପ୍ରେମୀଙ୍କ ପାଇଁ ଖୁସି ଖବର : ଏବେ ଦମଦାର ଡିଜାଇନ୍‌ ଓ ଫିଚର୍ସ ସହ ଆସୁଛି ଟ୍ୟାବଲେଟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଭାରତରେ OnePlus Pad Go ଅକ୍ଟୋବର ୬ରେ ଲଞ୍ଚ ହେବ । ଏହାକୁ ଆପଣ ଅନଲାଇନ ସାହାଯ୍ୟରେ ଯେପରିକି Amazon, Flipkart ଆଦିରେ କିଣି ପାରିବେ । ଚାଇନାରେ ଓପୋ ପ୍ୟାଡ ଏୟାର ୨ କୁହାଯାଉଥିବା ଏହି ଟ୍ୟାବଲେଟକୁ…

SBI ଘୋଷଣା କଲା ପାର୍ବଣ ଉପହାର: ଆସନ୍ତା ୪ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ଏକ ମାଗଣା ସେବା

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଅଧିକାଂଶ ସମୟରେ ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ କରିଥାଏ । ତେବେ ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇଥିବା ବେଳେ ଏହି ଅବସରରେ ଏସବିଆଇ…

PM Kisan Yojanaର ୧୫ତମ କିସ୍ତି ପୂର୍ବରୁ ହେବ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ, ଏହି ଲୋକମାନେ ପାଇ ପାରିବେ ନାହିଁ ଟଙ୍କା

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ପ୍ରତିବର୍ଷ ବହୁ ସଂଖ୍ୟକ ଚାଷୀଙ୍କୁ ଟଙ୍କା ଦିଆଯାଉଛି । ଏହି ଯୋଜନା ଆରମ୍ଭରୁ ହିତାଧିକାରୀଙ୍କ ତାଲିକା ଅନୁଯାୟୀ ସମୁଦାୟ ୧୪ କିସ୍ତିରେ ଟଙ୍କା ପଠାଯାଇଛି,…

ଭଲ ଫିଚର୍ସ ସହ Itel ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ : ଜାଣିନିଅନ୍ତୁ କ’ଣ ରହିଛି ଏହାର ଦାମ

ଭୁବନେଶ୍ୱର : ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରନ୍ତି । କିନ୍ତୁ ମଧ୍ୟବିତ୍ତ ତଥା ଗରିବ ବର୍ଗର ଲୋକମାନେ ଅଧିକ ଟଙ୍କା ଦେଇ ସ୍ମାର୍ଟଫୋନେ କିଣି…

Pearls ନିବେଶକଙ୍କ ପାଇଁ SEBIର ଘୋଷଣା: ଅର୍ଥ ଫେରସ୍ତ ପାଇଁ ଜମା କରନ୍ତୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ

ନୂଆଦିଲ୍ଲୀ: ସମସ୍ତ ପିଅର୍ଲସ ବା ପିଏସିଏଲ ଇଣ୍ଡିଆ ଲିମିଟେଡର ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସେବିର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ପିଏସିଏଲ ଗ୍ରୁପର ନିବେଶଙ୍କୁ ମୂଳ ଡକ୍ୟୁମେଣ୍ଟ ଜମା କରିବାକୁ କହିଛି ।…