Browsing Category
ବାଣିଜ୍ୟ
ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ଜାରି କଲା ନୂଆ ନିୟମ: ଅକ୍ଟୋବର ୧ରୁ ଲାଗୁହେବ କଟକଣା
ନୂଆଦିଲ୍ଲୀ: ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଟେଲିକମ ଠକେଇ, ଫୋନ କଲ ଓ ମେସେଜ ଫ୍ରଡ ମାମଲା ସାମ୍ନାକୁ ଆସିବା ପରେ ଏହି ନିୟମ ଲାଗୁ କରାଯାଇଛି । ଜଣେ…
RBI ଦେଲା ଗ୍ରାହକଙ୍କୁ ଦମଦାର ଅଫର! ଏବେ ପୂର୍ବ-ଅନୁମୋଦିତ ଋଣ ମାଧ୍ୟମରେ କରିପାରିବେ UPI କାରବାର
ନୂଆଦିଲ୍ଲୀ : ଦେଶରେ UPIର କାରବାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ସହ ଜଡିତ ସୁବିଧା ଗୁଡିକ ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ପରିସରରେ ଆଉ ଏକ ନୂତନ ସୁବିଧାକୁ ଯୋଗ କରାଯାଇଛି । ରିଜର୍ଭ…
ଜୁଲାଇରେ ୭୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି WhatsApp: ଏହି ଭୁଲ୍ କଲେ ଆପଣଙ୍କ ନମ୍ବର ବି ହୋଇପାରେ
ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀଗୁଡିକକୁ ପ୍ରତି ମାସରେ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରଦାନ କରିବାକୁ ପଡିଥାଏ । ମେଟା ଜୁଲାଇ ମାସ ପାଇଁ ହ୍ୱାଟ୍ସଆପର ସୁରକ୍ଷା ରିପୋର୍ଟ…
ମହଙ୍ଗା ପିଆଜରୁ ମିଳିବ ମୁକ୍ତି: କାଲିଠୁ ୨୫ ଟଙ୍କାରେ ପିଆଜ ବିକ୍ରି ପାଇଁ ସରକାର ନେଲେ ବଡ଼ ପଦକ୍ଷେପ, ଓଡ଼ିଶାରେ ମଧ୍ୟ…
ନୂଆଦିଲ୍ଲୀ: ପିଆଜର ବଢ଼ୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ବଫର୍ ଷ୍ଟକରୁ ଗତ ତିନି ସପ୍ତାହ ମଧ୍ୟରେ ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ହୋଲସେଲ ବଜାରରେ ବିକ୍ରୟ ପାଇଁ…
ଫ୍ଲାଇଟରେ ଯାତ୍ରା କରିପାରିବେନି କି ଶିଶୁ? ଜାଣନ୍ତୁ ପ୍ଲେନରେ କାହିଁକି ତିଆରି ହେଉଛି ଓନଲୀ ଆଡଲ୍ଟ ଏରିଆ
ନୂଆଦିଲ୍ଲୀ: ମଣିଷ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ପ୍ରକାରର ଜିନିଷ ଉଦ୍ଭାବନ କରେ। ବିମାନରେ ଯାତ୍ରା କରିବା ପାଇଁ ବର୍ତ୍ତମାନ ସମାନ କିଛି କରାଯାଇଛି। ତଥାପି, ଏହି ନିୟମ ସାରା ବିଶ୍ୱରେ କାର୍ଯ୍ୟକାରୀ ହୋଇନାହିଁ,…
Online Delivery ଉପରେ ଲାଗିବ ବ୍ୟାନ, ମେଟ୍ରୋ ସେବାରେ ହେବ କି ପରିବର୍ତ୍ତନ? ଜାଣନ୍ତୁ G-20 ବେଳେ କ’ଣ ଖୋଲା କ’ଣ ବନ୍ଦ ରହିବ
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀ ଏକଦମ ପ୍ରସ୍ତୁତ ହୋଇସାରିଛି । ଆଉ ମାତ୍ର କେଇଟା ଦିନ ପରେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରାଧ୍ୟକ୍ଷ ଭାରତରେ ପହଞ୍ଚିବେ । ଦିଲ୍ଲୀର ପ୍ରଗତି ମଇଦାନରେ ନୂତନ…
Big Billion Days: ପର୍ବଣ ଋତୁରେ ଏହି ଇ-କମର୍ସ କମ୍ପାନୀ ୧ ଲକ୍ଷ ଲୋକଙ୍କୁ ଦେବ ସାମୟିକ ନିଯୁକ୍ତି
ନୂଆଦିଲ୍ଲୀ: ଖୁବଶୀଘ୍ର ଚଳିତବର୍ଷର ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି। ଆଗାମୀ ପର୍ବଗୁଡ଼ିକର ଚାହିଦା ବଜାରରେ ସ୍ପଷ୍ଟ ଦେଖାଯାଉଛି। ପ୍ରତିବର୍ଷ ଏହି ୩-୪ ମାସର ପର୍ବପର୍ବାଣି ସମୟରେ, ପ୍ରତ୍ୟେକ ବର୍ଗର ଲୋକେ…
ଏବେ UPI ମାଧ୍ୟମରେ କାରବାର ହେବ ଡିଜିଟାଲ୍ ଟଙ୍କା, କୋଟିକୋଟି ଗ୍ରାହକଙ୍କୁ SBI ଦେଲା ଉପହାର
ନୂଆଦିଲ୍ଲୀ: ଗ୍ରାହକଙ୍କ ସଂଖ୍ୟା ହିସାବରେ ଦେଶରେ ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ସୋମବାର ଦିନ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନାରେ ଏବେ କୋଟିକୋଟି ଲୋକ ସିଧା ୟୁପିଆଇ ମାଧ୍ୟମରେ ଡିଜିଟାଲ ଟଙ୍କାର କାରବାର…
ଆସନ୍ତା ଡିସେମ୍ବରରୁ ଆଲୁମିନିୟମ, କପର ଏବଂ ନିକଲ ବିକ୍ରି ଉପରେ ନିୟମ କଡ଼ାକଡ଼ି କଲେ ସରକାର
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ପରଠାରୁ ନିମ୍ନ ମାନର ଆଲୁମିନିୟମ, କପର ଏବଂ ନିକଲ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛି ଖଣିଜ ମନ୍ତ୍ରଳାୟ । ଖଣିର ମାନ ନିୟନ୍ତ୍ରଣ ରଖିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି ।…
ଥରେ ନିବେଶ କଲେ ପାଇବେ ୧ ଲକ୍ଷ ଟଙ୍କା ପେନସନ୍, ଆସନ୍ତୁ ଜାଣିବା ଏହି ଖାସ୍ ପ୍ଲାନ ବିଷୟରେ
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଏଲଆଇସି ନିକଟରେ ସବୁ ବୟସର ବ୍ୟକ୍ତିଙ୍କ ଲାଗି ଗୋଟିଏ ନୁହେଁ ବରଂ ବହୁ ବଢିଆ ପ୍ଲାନ ମହଜୁଦ ରହିଛି । ଏଲଆଇସିର ରିଟାୟାରମେଣ୍ଟ ପ୍ଲାନ ସବୁଠାରୁ ଅଧିକ ଲୋକପ୍ରିୟ ଅଟେ…