Browsing Category

ବାଣିଜ୍ୟ

ନୂଆ ରୂପରେ ଲଞ୍ଚ ହେଲା Royal Enfield Bullet 350: ଜାଣନ୍ତୁ ଏଥିର କଣ ହୋଇଛି ପରିବର୍ତ୍ତନ ଏବଂ ଦାମ୍‌

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ଶୁକ୍ରବାର ଏହାର ସବୁଠୁ ଲୋକପ୍ରିୟ ବାଇକ୍ ରୟାଲ ଏନଫିଲ୍ଡ ବୁଲେଟ୍ ୩୫୦ କୁ ନୂଆ ରୂପରେ ଲଞ୍ଚ କରିଛି । ଯାହାର ଦାମ୍ ୧,୭୩,୫୬୨ ଟଙ୍କା ଏକ୍ସ ସୋ ରୁମ୍ ଦର ମୂଲ୍ୟ ରହିଛି । ଏହାକୁ ମିଲେଟ୍ରୀ…

ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ ୨ଟି ଲାଭଦାୟକ ବୀମା ଯୋଜନା; ବର୍ଷକୁ ମାତ୍ର ୪୬୬ ଦେଇ ପାଆନ୍ତୁ ୪ ଲକ୍ଷର ବୀମା ରାଶି, ଘରେ ବସି ପାଆନ୍ତୁ…

ନୂଆଦିଲ୍ଲୀ: ମୋଦୀ ସରକାର କୃଷକ, ଗରିବ ପରିବାର ଓ ସାଧାରଣ ଜନତା ସହିତ ଦେଶର ସମସ୍ତ ବର୍ଗଙ୍କ ସୁବିଧା ଲାଗି ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣକାରୀ ଯୋଜନା ପରିଚାଳନା କରୁଛନ୍ତି । କିନ୍ତୁ ଏହି ସମସ୍ତ ଯୋଜନା ବିଷୟରେ…

ଦେଶରେ ବଢିଲା ଉତ୍ପାଦନ ଗତି, ଅଗଷ୍ଟରେ ତିନି ମାସ ଉଚ୍ଚ ସ୍ତରରେ ମାନ୍ୟୁଫାକଚରିଂ ପିଏମ୍‌ଆଇ

ନୂଆଦିଲ୍ଲୀ: ଅଗଷ୍ଟ ମାସର ମାନ୍ୟୁଫାକଚରିଂ ପିଏମ୍‌ଆଇ ଦର୍ଶାଉଛି ଯେ, ଦେଶରେ ଉତ୍ପାଦନ ଗତିବିଧି ବୃଦ୍ଧି ପାଇଛି । ଏସ୍ ଆଣ୍ଡ ପି ଗ୍ଲୋବାଲ୍ ନିକଟରେ କରିଥିବା ସର୍ଭେ ଅନୁସାରେ ଅଗଷ୍ଟ ମାସରେ ଉତ୍ପାଦନ କ୍ଷେତ୍ରରେ…

ଓସିସିଆରପିର ରିପୋର୍ଟ ପରେ ଆଦାନୀ ଉଦ୍ୟୋଗର ସେୟାର ୩.୫୧ ପ୍ରତିଶତ ହ୍ରାସ, ଗ୍ରୁପରେ ବଡ ମାତ୍ରାରେ ନିବେଶ କରିଥିବା ଏଲଆଇସିର ବୁଡିଗଲା…

ନୂଆଦିଲ୍ଲୀ:ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟସ୍(ଓସିସିଆରପିର)ର ରିପୋର୍ଟ ଆଦାନୀ ଗ୍ରୁପକୁ ଜୋରଦାର ଝଟକା ଦେଇଛି । ଆଦାନୀ ଗ୍ରୁପର ମାଲିକ ତଥା ଅରବପତି ଗୌତମ ଆଦାନୀ ଓ ତାଙ୍କ ପୋର୍ଟ ଟୁ…

୩୦୦ ଟଙ୍କା ପାର୍ କଲା ପେଟ୍ରୋଲ-ଡିଜେଲ ଦର: ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ

ନୂଆଦିଲ୍ଲୀ: ସାରା ଦେଶର ଗ୍ରାହକଙ୍କୁ ଏବେ ଘାରିଛି ମହଙ୍ଗା ମାଡ଼ର ଚିନ୍ତା । ବିଭିନ୍ନ ଜିନିଷ ଉପରେ ଦରଦାମ୍ ବୃଦ୍ଧି ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାମଧ୍ୟରେ ପୁଣିଥରେ…

Google Chrome ୟୁଜର୍ସ ସାବଧାନ୍! ଭାରତ ସରକାର ଦେଲେ ଚେତାବନୀ, ଏହି ଜିନିଷ ନକଲେ ହ୍ୟାକର କରିବେ ଆଟାକ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ Computer Emergency Response Team (CERT-In) ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି । ସେମାନଙ୍କ ଅନୁଯାୟୀ, ଗୁଗୁଲ କ୍ରୋମରେ ଅନେକ ସୁରକ୍ଷା ଦୁର୍ବଳ ଅଛି, ଯାହା…

ଆଜିଠାରୁ ବଦଳିଗଲା ଏହି ୫ଟି ବଡ ନିୟମ, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ମାସରେ ଅନେକ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି, ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ । ସେପ୍ଟେମ୍ବରରୁ ଏହି ନୂତନ ନିୟମ…

ଆହୁରି ୧୫୭ ଟଙ୍କା ହ୍ରାସ ପାଇଛି ଏଲପିଜି ସିଲିଣ୍ଡର ମୂଲ୍ୟ, ଆଜିଠାରୁ ଏତିକି ମୂଲ୍ୟରେ ମିଳିବ

ନୂଆଦିଲ୍ଲୀ: ଏଲପିଜିର ଘରୋଇ ଗ୍ରାହକଙ୍କୁ ଆରାମ ଦେବା ପରେ ବର୍ତ୍ତମାନ ମୋଦୀ ସରକାର ବାଣିଜ୍ୟିକ ବା କମର୍ସିଆଲ ସିଲିଣ୍ଡର ବ୍ୟବହାରକାରୀଙ୍କୁ ଏକ ବଡ଼ ରିଲିଫ୍ ଦେଇଛନ୍ତି । ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର…

ଏନ୍‌ସିଏସ୍ ୱେବସାଇଟ୍‌ରେ ୧୦ ଲକ୍ଷ ପଦବୀ ଖାଲି, ୩ରୁ ଗୋଟିଏ ପଦବୀ ଫ୍ରେଶରଙ୍କ ପାଇଁ, ନିର୍ବାଚନୀ ବର୍ଷରେ ଆସିବ ବଡ଼ ସୁଯୋଗ

ନୂଆଦିଲ୍ଲୀ: ଆଗକୁ ଦେଶରେ ନିର୍ବାଚନ ଆସୁଥିବା ବେଳେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଅଗଷ୍ଟ ୨୮, ୨୦୨୩ ରେ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ…

ସହରରେ ଘର କିଣିବା ପାଇଁ ଶସ୍ତାରେ ଋଣ ଦେବେ କେନ୍ଦ୍ର ସରକାର, ଆସନ୍ତା ମାସରେ ଘୋଷଣା ହେବ ଯୋଜନା

ନୁଆଦିଲ୍ଲୀ: ସହରରେ ରହୁଥିବା ପରିବାର, ଯେଉଁମାନେ ନିଜର ଘର ଖଣ୍ଡିଏ କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଏକ ନୂଆ ଯୋଜନା ନେଇ ଆସୁଛନ୍ତି ଏବଂ ଏହି ଲୋକମାନଙ୍କୁ ଅତି କମ୍ ସୁଧରେ…