Browsing Category
ବାଣିଜ୍ୟ
ଓଡ଼ିଶାରେ ଆଧାର ସଂଯୋଗ ‘ଲର୍ନର ଲାଇସେନ୍ସ’ ବ୍ୟବସ୍ଥା ଲାଗୁ ହେବ
ଭୁବନେଶ୍ୱର: ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କେନ୍ଦ୍ର ମୋଟର ଯାନ…
ୟୁଟ୍ୟୁବ୍ କଲା ବଡ଼ ପରିବର୍ତ୍ତନ: ଏବେ ଭିଡିଓ ଅପଲୋଡ ପାଇଁ କରିବାକୁ ପଡ଼ିବ ଏହି କାମ
ପ୍ଲାଟଫର୍ମରେ ଭିଡିଓ ଅପଲୋଡ୍ କରିବାର ଟେକନିକରେ ଏକ ନୂଆ ପରିବର୍ତ୍ତନ କରିଛି ୟୁଟ୍ୟୁବ୍ । ଏହି ପରିବର୍ତ୍ତନ ଖାସ୍ କରି ସେହି ୟୁଜର୍ସଙ୍କ ପାଇଁ ହୋଇଛି, ଯେଉଁମାନେ ନିୟମିତ ଭାବେ ଭିଡିଓ ସେୟାର କରୁଛନ୍ତି । ୟୁଟ୍ୟୁବ୍…
ସକାଳୁ ସକାଳୁ ଗ୍ରାହକଙ୍କୁ ଝଟକା ଦେଲା SBI: ଆଜିଠାରୁ ଏହି କାମ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇରୁ ଯଦି ଆପଣ କୌଣସି ଲୋନ୍ ନେଇଛନ୍ତି କି ଲୋନ୍ ନେବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜିଠାରୁ ଏସବିଆଇ ଲୋନ୍ ଉପରେ ସୁଧ ହାର…
IRCTC Stake Sell:ସରକାରୀ ବ୍ୟାଙ୍କଗୁଡିକ ପରେ IRCTC କୁ ମଧ୍ୟ ବିକ୍ରି କରିବେ ସରକାର , ଏତିକି ପ୍ରତିଶତ ରିହାତିରେ ଉପଲବ୍ଧ ହେବ ସେୟାର
ନୂଆଦିଲ୍ଲୀ: ଅତୀତରେ ବ୍ୟାଙ୍କ ଏବଂ ସରକାରୀ କମ୍ପାନୀଗୁଡିକର ଘରୋଇକରଣ ସରକାର କରିଆସୁଛନ୍ତି। ଏବେ IDBI ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ମଧ୍ୟ ଚାଲିଛି। ବର୍ତ୍ତମାନ ଭାରତୀୟ ରେଳ ସହାୟକ କମ୍ପାନୀ ସରକାରଙ୍କ ତରଫରୁ…
ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତକୁ ଝଟକା, ଦ୍ରୁତ ଗତିରେ ବଢି ଚାଲିଛି ଭାରତ-ଚୀନ୍ ବ୍ୟାପାର
ନୂଆଦିଲ୍ଲୀ: ବର୍ତ୍ତମାନ ପୁଣିଥରେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମାରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ସୈନିକମାନେ ସୀମାରେ ଚୀନ୍ ସୈନିକଙ୍କ ସହ ଲଢ଼ୁଛନ୍ତି ଏବଂ ଅନ୍ୟପଟେ ସଂସଦରେ ଚୀନ୍ ପ୍ରସଙ୍ଗରେ ସରକାର ଏବଂ…
୨୧ ମାସର ସର୍ବନିମ୍ନ ସ୍ତରରେ ହୋଲ୍ସେଲ୍ ଦର, ହ୍ରାସ ପାଇଲା ପନିପରିବା ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ
ନୁଆଦିଲ୍ଲୀ: ଦେଶରେ ଲାଗି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ପନିପରିବାର ହୋଲସେଲ୍ ମୂଲ୍ୟ…
ମାଲାମାଲ୍ ହେବେ ୬୫ ଲକ୍ଷ ପେନସନଧାରୀ: ଏହି ତାରିଖରୁ ଆସିବ ଅଧିକ Pension, ସରକାର ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ବିଭିନ୍ନ ରାଜ୍ୟରେ ସରକାରୀ କର୍ମଚାରୀ ପୁରୁଣା ପେନସନ୍ ଯୋଜନା ଲାଗୁ କରିବାକୁ ଦାବି କରୁଥିବା ବେଳେ ଆନ୍ଧ୍ର ସରକାର ରାଜ୍ୟବାସୀଙ୍କୁ ବଡ଼ ଖୁସିଖବର ଦେଇଛନ୍ତି । ଆନ୍ଧ୍ରପ୍ରଦେଶ କ୍ୟାବିନେଟ…
ନିବେଶ ପୂର୍ବରୁ ଭାରତରେ ମହିଳାମାନେ କରନ୍ତି ଏପରି କାମ: ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା
ନୂଆଦିଲ୍ଲୀ: ପୁଞ୍ଜି ନିବେଶ ମାଧ୍ୟମରେ ଆପଣ ରୋଜଗାର ଓ ସଞ୍ଚୟ ଉପରେ ଭଲ ରିଟର୍ଣ୍ଣ ହାସଲ କରାଯାଇପାରିବେ । ଭାରତରେ ପୁଞ୍ଜି ନିବେଶ ପାଇଁ ଅନେକ ମାଧ୍ୟମ ରହିଛି । ଅବଶ୍ୟ ଭାରତରେ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ…
ନୂଆ ବର୍ଷ ପୂର୍ବରୁ ଆସିଲା ଖୁସି ଖବର, ୧୦୦୦ ଟଙ୍କା ଶସ୍ତା ହେଲା ଗ୍ୟାସ ସିଲିଣ୍ଡର, ବୁକିଂ କରନ୍ତୁ ଯଥାଶିଘ୍ର!
ନୂଆଦିଲ୍ଲୀ : ଆପଣଙ୍କର ଗ୍ୟାସ୍ ସିଲିଣ୍ଡର ବୁକିଂ କରିବାର ଯୋଜନା ଅଛି କି?, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ମଧ୍ୟରେ, ବର୍ତ୍ତମାନ ଆପଣ ୧୦୦୦ ଟଙ୍କା ଶସ୍ତାରେ ଏଲପିଜି ସିଲିଣ୍ଡର…
୯ ଜଳସେଚନ କାର୍ଯ୍ୟ ପାଇଁ ୨୪କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର
ରାୟପୁର: ଛତିଶଗଡ କର୍ତ୍ତୃପକ୍ଷ ରାଜ୍ୟରେ ୯ଟି ଭିନ୍ନ ଭିନ୍ନ ଜଳସେଚନ କାର୍ଯ୍ୟର କାର୍ଯ୍ୟ ଶେଷ କରିବା ପାଇଁ ୨୪ କୋଟି ୭୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି ଯୋଜନା ସମାପ୍ତ ହେବା ସହିତ ୨୮ ହଜାର ୬୭୦…