Browsing Category
ବାଣିଜ୍ୟ
ପୁଣି ବଢିଲା ସୁନା ଦର, ୬୦ ହଜାରକୁ ବୃଦ୍ଧି ପାଇଲା ରୂପା
ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର । ବଢୁଥିବା ସୁନା ଦରକୁ ଦେଖି ଚିନ୍ତାରେ ଗ୍ରାହକ । ୧୦ ଗ୍ରାମ ସୁନା ଦର ୫୧ ହଜାରକୁ ବୃଦ୍ଧି ପାଇଥିଲା ବେଳେ ରୂପା ପ୍ରତି କେଜି ୬୦ହଜାର ଉପରେ ବିକ୍ରି ହେଉଥିବା…
Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି…
ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା, ଅଶୋଧିତ ତୈଳ ଦର ବୃଦ୍ଧି ବଢ଼ାଉଛି ଚିନ୍ତା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି । ଆଜି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି । ଡଲାର ମୁକାବିଲାରେ ଟଙ୍କା ୭୮.୭୦ ରେକର୍ଡ ସ୍ତରରେ ପହଞ୍ଚିଛି । ଗତ…
ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ
ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ସାର୍ବଜନୀନ ବ୍ୟାଙ୍କର ଘରୋଇକରଣ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ବିଧେୟକର ପ୍ରାବଧାନ ଅନୁସାରେ ଯେଉଁ ବ୍ୟାଙ୍କରେ ଘରୋଇ ସେକ୍ଟରର…
ରାଜସ୍ଥାନରେ ମିଳିଲା ବଡ଼ ୟୁରାନିୟମ ଖଣିର ସନ୍ଧାନ: ୩ହଜାର କୋଟିର ନିବେଶ ଯୋଜନା, ସୃଷ୍ଟି ହେବ ନିଯୁକ୍ତି
ରାଜସ୍ଥାନ:ଝାରଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ମିଳିଛି ଏକ ବଡ଼ ୟୁରାନିୟମ ଖଣିର ସନ୍ଧାନ । ସିକର ନିକଟ ଖଣ୍ଡେଲା ତହସିଲର ରାହିଲଠାରେ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଠାରେ ୧୦୮୬.୪୬ ହେକ୍ଟର…
ଦୁବାଇରେ ମୁଖ୍ୟମନ୍ତ୍ରୀ: ୨୯ରେ ପୁଞ୍ଜିପତି ଓ ନିବେଶକାରୀଙ୍କ ସହ ଆଲୋଚନ କରିବେ ନବୀନ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଇଟାଲୀ ଗସ୍ତ ଶେଷ କରି ରବିବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ମେକ୍ ଇନ୍ ଓଡ଼ିଶା…
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର, ଜୁଲାଇରେ ବଢ଼ିବ DA, EPF ସହ ଅନ୍ୟ ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର । ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁଯାଉଛି । ଜୁଲାଇରେ DA ୫ ରୁ ୬ ପ୍ରତିଶତ ବଢ଼ିପାରେ । ଏହାପରେ PF ଏବଂ Gratuity ରେ ମଧ୍ୟ…
ମାତ୍ର ୨୫୦ ଟଙ୍କାରେ ଖୋଲନ୍ତୁ ଏହି ଆକାଉଣ୍ଟ: ମିଳିବ ୧୫ ଲକ୍ଷ, ଜାଣନ୍ତୁ କିପରି ?
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣ ଆପଣଙ୍କ ଝିଅର ଶିକ୍ଷା ଓ ତାଙ୍କ ବିବାହର ଖର୍ଚ୍ଚ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଏଥିପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ।…
କାର୍ଟୁନ୍ ବକ୍ସ ବ୍ୟବସାୟ କରି ପ୍ରତି ମାସ ରୋଜଗାର କରନ୍ତୁ ୬ଲକ୍ଷ ଟଙ୍କା, ଜାଣନ୍ତୁ ବିଜ୍ନେସରେ ଆରମ୍ଭ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ…
ନୂଆଦିଲ୍ଲୀ: ଆମେ ସାଧାରଣତଃ କୌଣସି ବି ସାମଗ୍ରୀ କିଣିଲେ ତାହା ମୁଖ୍ୟତଃ ଏକ କାର୍ଟୁନ୍ ବକ୍ସ ଭିତରେ ପ୍ୟାକ୍ ହୋଇ ଆସିଥାଏ । ଆମେ ସାମଗ୍ରୀ ବାହାର କରିସାରିବା ପରେ ତାହାକୁ ଅଳିଆଗଦାକୁ ଫିଙ୍ଗିଦେଇଥାଉ । କିନ୍ତୁ କ’ଣ…
ପୋଷ୍ଟ ଅଫିସର ସାନଦାର୍ ଯୋଜନା: ପ୍ରତିଦିନ ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ
ନୂଆଦିଲ୍ଲୀ: ଭାରତୀୟ ପୋଷ୍ଟ ଅଫିସ୍ ଅନେକ ପ୍ରକାରର ସଞ୍ଚୟ ଯୋଜନା ଚଳାଉଛି । କୋଟି କୋଟି ଲୋକ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରି ଭଲ ରିଟର୍ଣ୍ଣ ପାଉଛନ୍ତି । ଏଥିପାଇଁ ଲୋକମାନେ ପୋଷ୍ଟ ଅଫିସର ଯୋଜନାରେ ଟଙ୍କା ନିବେଶ…