Browsing Category

ବାଣିଜ୍ୟ

ଆଜି କେତେ ବଢ଼ିଲା ପେଟ୍ରୋଲ-ଡିଜେଲ ଦାମ୍? ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ବର୍ଦ୍ଧିତ ଦରଦାମ୍ ମଧ୍ୟରେ ଆସିଛି ଏକ ଆରାମଦାୟକ ଖବର । ଆଜି ଲଗାତାର ୨୭ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ୩ ମେ’ରେ ପେଟ୍ରୋଲ-ଡିଜେଲର ରେଟ୍…

ଦେଶର ଉଚ୍ଚ ମୁଦ୍ରାସ୍ପୀତି ମଧ୍ୟରେ ଏପ୍ରିଲରେ ଉତ୍ପାଦନ କ୍ଷେତ୍ରରେ ୫୪.୭ ପ୍ରତିଶତ ବୃଦ୍ଧି ପାଇଲା ପିଏମଆଇ

ନୁଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ତୀବ୍ର ଅଭିବୃଦ୍ଧି ଘଟୁଛି । ଏଭଳି ସମୟରେ ଏକ ସର୍ଭେ ରିପୋର୍ଟରୁ ଜଣା ପଡ଼ିଛି ଯେ ଭାରତୀୟ କଳକାରଖାନା ଗୁଡ଼ିକରେ ଉତ୍ପାଦନ ବଢିବା ସହିତ ନୂତନ ଅର୍ଡରରେ…

ପ୍ରଚଣ୍ଡ ତାତିର ପ୍ରଭାବ; ଏପ୍ରିଲ ମାସରେ ପାୱାର ସେକ୍ଟରକୁ ୧୬% ବୃଦ୍ଧି ପାଇଲା କୋଇଲା ଯୋଗାଣ

ନୁଆଦିଲ୍ଲୀ: ପ୍ରବଳ ଖରାରେ ଜଳୁଛି ସାରା ଭାରତ । ଆଉ ପୁରା ଦେଶରେ ବଢ଼ିଛି ବିଜୁଳିର ଚାହିଦା । ଏଭଳି ସମୟରେ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବ ଖବର ଆସିଥିବା ବେଳେ ବିଭିନ୍ନ ରାଜ୍ୟରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ୍…

ଆଧାର କାର୍ଡ ଥିଲେ ସହଜରେ ମିଳିବ ଲୋନ୍: ଜାଣନ୍ତୁ କଣ ରହିଛି ପ୍ରସେସ୍

ନୂଆଦିଲ୍ଲୀ: ଯଦି ଆପଣ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଆଜିକା ସମୟରେ ପୂର୍ବାପେକ୍ଷା ଲୋନ୍ ନେବା ଖୁବ୍ ସହଜ ହୋଇଯାଇଛି । ଯନି ଆପଣ ଲୋନ୍ ନେବା ପାଇଁ ଯୋଗ୍ୟ ତାହେଲେ…

ବନ୍ଦ ହେଲା ୧୮ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ମେଟା ଦ୍ୱାରା ପରିଚାଳିତ ହ୍ୱାଟ୍ସଆପ୍ ପକ୍ଷରୁ ମାର୍ଚ୍ଚ ମାସରେ ପ୍ରାୟ ୧୮ ଲକ୍ଷ ଭାରତୀୟ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ଏହା ପୂର୍ବରୁ ଫେବୃୟାରୀ ମାସରେ ୧୪ ଲକ୍ଷ ଆକାଉଣ୍ଟକୁ ବନ୍ଦ…

ଡାଟା ଶେଷ ହେଲେବି ବନ୍ଦ ହେବନି ହାଇ ସ୍ପିଡ୍ ଇଣ୍ଟରନେଟ୍: ଜିଓ ଆଣିଛି ଦମଦାର ଅଫର୍, ଏମିତି ଉଠାନ୍ତୁ ଫାଇଦା

ନୂଆଦିଳ୍ଲୀ: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଯୋଡ଼ି ରଖିବା ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ ଏବଂ ଅନେକ ସେବା ଅଫର କରିଥାଏ । ଏହି କ୍ରମରେ ଜିଓ ନିଜ ଗ୍ରାହକଙ୍କୁ ପାଇଁ ଏକ ଖାସ୍ ସୁବିଧା ଆରମ୍ଭ କରିଛି । ଏହା ହେଉଛି…

ଆମେରିକା ଗୁଇନ୍ଦା ସଂସ୍ଥାର ନୂଆ ବୈଷୟିକ ମୁଖ୍ୟ: ଦିଲ୍ଲୀରେ କରିଛନ୍ତି ପାଠପଢା ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ଆମେରିକୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ପକ୍ଷରୁ ଏହାର ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ କରାଯାଇଛି । ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନୀଙ୍କୁ ସିଆଇଏର ପ୍ରଥମ ସିଟିଓ ଭାବରରେ ନିଯୁକ୍ତ କରାଯାଇଛି । ଆଇଟି…

୧୨ ଟଙ୍କାରେ ମିଳିବ ୨ ଲକ୍ଷର ଇନସ୍ୟୁରାନ୍ସ: PMSBY ଯୋଜନାର ଫାଇଦା ଉଠାଇବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିକାଲି ବୀମା ପାଇବା କୌଣସି ଶସ୍ତା କିମ୍ବା ସହଜ କାମ ନୁହେଁ, ଏଥିରେ ଆପଣଙ୍କୁ ବର୍ଷକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କୌଣସି ଦୁର୍ଘଟଣା ଘଟିବା ସମୟରେ ଦୁର୍ଘଟଣା ବୀମା ଖୁବ୍ କାମରେ…

ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଖାଇବା ତେଲକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ପରି ଖାଇବା ତେଲର ମହଙ୍ଗାମାଡ଼ରେ ସାଧାରଣ ଜନତା କଲବଲ ହେଉଛନ୍ତି । ତେଣୁ ଏହି ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି । କେନ୍ଦ୍ର ସରକାର ଜନସାଧାରଣଙ୍କର…

ସରକାରଙ୍କ ଦାବି; ଭାରତରେ ବଢିବନି ଖାଇବା ତେଲର ଦର, ପର୍ଯ୍ୟାପ୍ତ ପରିମାଣରେ ଅଛି ଷ୍ଟକ୍

ନୁଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମହଙ୍ଗା ସିଧା ସଳଖ ଲୋକଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଉଛି । ଏଭଳି ସମୟରେ ଦେଶରେ ଖାଇବା ତେଲ ଦର ବଢିବା ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । କାରଣ ଇଣ୍ଡୋନେସିଆ ଭାରତକୁ ପାମ…