CHARIDHAM
Browsing Category

ଦେଶ

ଶୀଘ୍ର ଖୋଲିବ ସ୍କୁଲ, ଆଡଭାଇଜରି ଜାରି କରିବାକୁ କେନ୍ଦ୍ରର ପ୍ରସ୍ତୁତି, ମାଗିଲେ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଦେଶରେ ଯେମିତି ପ୍ରଭାବ ପକାଇଥିଲା ତା ତୂଳନାରେ ତୃତୀୟ ଲହରର ପ୍ରଭାବ ବହୁତ କମ । ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିଲେ ସୁଦ୍ଧା ମୃତକଙ୍କ ସଂଖ୍ୟା ନଗଣ୍ୟ ରହିଛି । କୋଭିଡ୍…

ଆରଆରବି ଏନଟିପିସି ହଙ୍ଗାମା: କେସ୍ ରୁଜୁ ହେବା ମାତ୍ରେ ଖାନ ସାର ଅଣ୍ଡରଗ୍ରାଉଣ୍ଡ, ମୋବାଇଲ୍ ଫୋନ ସୁଇଚ୍ ଅଫ

ନୂଆଦିଲ୍ଲୀ : ଆରଆରବି ଏନଟିପିସି ହିଂସାତ୍ମକ ପ୍ରଦର୍ଶନ ଘଟଣାରେ କେସ୍ ରୁଜୁ ହେବା ମାତ୍ରେ ପାଟନାର ପ୍ରସିଦ୍ଧ ଶିକ୍ଷକ ଖାନ ସାର ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଛନ୍ତି । ତାଙ୍କର ମୋବାଇଲ୍ ଫୋନ ସୁଇଚ୍ ଅଫ୍ ରହିଛି । ପୋଲିସ…

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କୋଭିଡ୍: ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଳୀ: ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦେଶରେ ୨ ଲକ୍ଷ ୮୪ ହଜାର ୩୨୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କରୋନାରେ ଆକ୍ରାନ୍ତ…

ସକ୍ରିୟ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି କର୍ଣ୍ଣାଟକ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନାର ତୃତୀୟ ଲହର । ଅବଶ୍ୟ ଏହି ଲହରରେ ରୋଗୀ ଗୁରୁତର ହେଉନଥିଲେ ବି ବଢ଼ିଛି ସଂକ୍ରମଣ । ଏହାରି ମଧ୍ୟରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦେଶରେ ବର୍ତ୍ତମାନ ରହିଥିବା ଆକ୍ଟିଭ…

୬୯ ବର୍ଷ ପରେ ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ: ୧୨ ହଜାର କର୍ମଚାରୀଙ୍କୁ କରିବ ରିଟେନ୍

ନୂଆଦିଲ୍ଳୀ:ଆଜି ଟାଟା ଗ୍ରୁପ ହାତକୁ ଆସିଛି ସରକାରୀ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ପାଇଁ ଟାଟା ଗ୍ରୁପ ୧୦୦ ପ୍ରତିଶତ ଅଂଶଧନ କିଣିବା ନେଇ ନିଲାମ ଜିତିଥିଲା । ଏୟାର…

ବିପଦରେ ଚନ୍ଦ୍ରଯାନ-୨: ଏଲନ ମସ୍କଙ୍କ Space-x ଦ୍ୱାରା କ୍ଷତି ହେବାର ଆଶଙ୍କା

ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ ବର୍ତ୍ତମାନ ବିପଦରେ ରହିଛି । ନିକଟରେ ଏକ ସ୍ପେଶ ଏକ୍ସ ରକେଟ ନିଜ ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ସମ୍ଭାବନା ସୃଷ୍ଟି ହୋଇଛି । ଚନ୍ଦ୍ର ମିଶନରେ ରହିଥିବା…

ଆକାଶଗଙ୍ଗାରେ ଦେଖାଦେଇଛି ରହସ୍ୟମୟୀ ବସ୍ତୁ: ପ୍ରତି ୧୮.୧୮ ମିନିଟରେ ଛାଡୁଛି ସିଗନାଲ୍, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମହାକାଶ ଏକ ବିଶାଳକମାୟ ଜିନିଷ ଯାହାର ସାମାନ୍ୟ କିଛି ଜ୍ଞାନ ମାନବ ସମାଜକୁ ରହିଛି । ମହାକାଶରେ ରହିଥିବା ଆକାଶ ଗଙ୍ଗା(ମିଲ୍କି ୱେ) ମଧ୍ୟ ସମାନ ଭାବରେ ରହସ୍ୟରେ ଭରପୁର । ତେବେ ବର୍ତ୍ତମାନ ଏମିତି ଏକ…

ବଜାରରେ ଉପଲବ୍ଧ ହେବ କରୋନା ଟିକା: ବିକ୍ରି ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: ଏଣିକି ବଜାରରେ ମିଳିବ କରୋନା ଟିକା । ଖୋଲା ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ବଜାରରେ ବିକ୍ରି ପାଇଁ ଡିସିଜିଆଇ ପକ୍ଷରୁ ମିଳିଲା ଅନୁମତି । ଖୋଲା ବଜାରରେ ବିକ୍ରି ନେଇ ସର୍ତ୍ତମୂଳକ…

କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି: ଜୁଲାଇରେ ସମାପ୍ତ ହେବ କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତବର୍ଷର ରାଷ୍ଟ୍ରପତି ଦାୟିତବ ସମ୍ଭାଳୁଛନ୍ତି ରାମନାଥ କୋବିନ୍ଦ । ତେବେ ଶ୍ରୀ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନନ୍ତା ଜୁଲାଇ ମାସରେ ସମାପ୍ତ ହେବାକୁ ଯାଉଥିବାରୁ ଏହାକୁ ନେଇ ଏବେଠାରୁ ଆରମ୍ଭ…

ସମସ୍ତଙ୍କୁ ଲାଗିବନି କରୋନାର ତୃତୀୟ ଟିକା, ବଦଳିବ ବୁଷ୍ଟର ଡୋଜର ନୀତି

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନାର ତୃତୀୟ ଡୋଜ୍ ଉପରେ ନିଜର ନୀତି ଉପରେ ପୁଣି ବିଚାର କରିପାରନ୍ତି କେନ୍ଦ୍ର ସରକାର । ତେବେ ତୃତୀୟ ଡୋଜକୁ ନେଇ…