Browsing Category
ଦେଶ
ବହୁରୂପୀ କରୋନାର ନୂଆ ଭାରିଏଣ୍ଟ ‘ମୁ’ ; ରହିଛି ଟିକାକୁ ମାତ୍ ଦେବାର କ୍ଷମତା
ଜେନେଭା : ବହୁରୂପୀ ମହାମାରୀ କରୋନା ପୁଣିଥରେ ରୂପ ବଦଳାଇଛି । ଏବେ କରୋନାର ନୂଆ ଭାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି । ଏହାର ବିଜ୍ଞାନ ଭିତ୍ତିକ ନାମ ହେଉଛି ଈ.୧.୬୨୧ । ଏହି ନୂଆ ଭାରିଏଣ୍ଟ ‘ମୁ’କୁ ନେଇ ବିଶ୍ୱ…
ଅଷ୍ଟ୍ରେଲିଆରେ ଜାତିଆଣବାଦର ଶିକାର ୧୨ ବର୍ଷୀୟ ହିନ୍ଦୁ ଯୁବକ; ତୁଳସୀ ମାଳା ପିନ୍ଧିଥିବାରୁ ଫୁଟବଲ ଟିମରୁ ବିଦା
ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଅଷ୍ଟ୍ରେଲିଆରେ ବନ୍ଦ ରହିଥିବା ଜାତିଆଣବାଦ ପୁଣି ଥରେ ସକ୍ରିୟ ହୋଇ ଉଠିଛି । ଜଣେ ୧୨ ବର୍ଷର ବାଳକକୁ ଅଷ୍ଟ୍ରେଲୀୟ ଫୁଟବଲ ଟିମରୁ ବାହାର କରାଯିବା ପରେ ଉତ୍ତେଜନା ଦେଖାଦେଇଛି ।…
ଖାଇବା ଡେଲିଭରୀ ଲେଟ ହେବାରୁ… ଗୁଳି ଫୁଟାଇଲା SWIGGY ଟୋକା
ନୂଆଦିଲ୍ଲୀ: ଖାଇବା ଡେଲିଭରୀ ସାମାନ୍ୟ ବିଳମ୍ବ ହେବାରୁ ଗୁଳି କରି ରେଷ୍ଟୁରାଣ୍ଟ ମାଲିକଙ୍କୁ ହତ୍ୟା କରିଛନ୍ତିି ସ୍ୱିଗି ଡେଲିଭରୀ ବୟ । ବୁଧବାର ଦିନ ୧୨.୧୫ରେ ଏଭଭଳି ଅଭାବନୀୟ କାଣ୍ଡ ଗ୍ରେଟର ନୋଏଡାରେ ଦେଖିବାକୁ…
ମିଛ ଦୁଷ୍କର୍ମ ଅଭିଯୋଗରେ ୨ବର୍ଷ ଜେଲ ପଠାଇଲା ଭଉଣୀ; BOYFRIEND ପାଇଁ ଭାଇ ହେଲା ବଇରୀ
ନୂଆଦିଲ୍ଲୀ: ଭାଇ ବିରୋଧରେ ଭଉଣୀ ଆଣିଲା ଦୁଷ୍କର୍ମ ଅଭିଯୋଗ । ଏପରିକି ଅଭିଯୋଗ ଆଧାରରେ ଭାଇ ଦୁଇ ବର୍ଷ ଜେଲରେ ସଜା କାଟି ଫେରିଛି । ଭଉଙ୍କୁ ତାଗିଦ କରିବା ଏହି ୨୪ ବର୍ଷୀୟ ଯୁବକ ପାଇଁ ମହଙ୍ଗା ପଡିଛି । ନିଜ…
HPCLରେ ଗ୍ୟାସ ଲିକ୍; କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ
ନୂଆଦିଲ୍ଲୀ: ଏଚପିସିଏଲର ଏ ଅଏଲ ରିଫାଇନାରୀ କାରଖାନାରେ ଗ୍ୟାସ ଲିକ୍ ଘଟିଥିବା ବେଳେ ଭୟର ବାତାବରଣ ଖେଳିଯାଇଛି । ବୁଧବାର ବିଶାଖାପଟନମ ସ୍ଥିତ ଏଚପିସିଏଲ ସ୍ଥିତ କାରଖାନାରେ ଗ୍ୟାସ ଲିକ୍ ହୋଇଥିଲା । ଗ୍ୟାସ ଲିକ ସମୟରେ…
ଆହୁରି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର, ରାହୁଲ କହିଲେ-ସରକାର ଜନତାଙ୍କୁ ଭୋକିଲା ପେଟରେ ଶୋଇବାକୁ ବାଧ୍ୟ କରୁଛି
ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ଘରୋଇ ଏଲପିଜି ସିଲିଣ୍ଡରର ଦର । ଏହାର ଦାମ ବଢି ବଢି ଏବେ ଆକାଶଛୁଆଁ ରହିଛି । ଗତ ୧୫ ଦିନରେ ଅଣ ସବସିଡି ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ଘଟିଲାଣି । ଆଜି…
ବାୟୁ ପ୍ରଦୂଷଣ କାରଣରୁ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁଷ କମିପାରେ ୯ ବର୍ଷ : ରିପୋର୍ଟ
ନୂଆଦିଲ୍ଲୀ : ଦୁନିଆରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଏହି କାରଣରୁ ଲୋକଙ୍କ ଆୟୁଷ ମଧ୍ୟ କମିବାରେ ଲାଗିଛି । ଏହାକୁ ନେଇ ଏକ ଆମେରିକୀୟ ରିସର୍ଚ୍ଚ ଗ୍ରୁପର ସଦ୍ୟତମ ରିପୋର୍ଟରେ ଦାବି କରାଯାଇଛି ଯେ,…
ଗୁପଚୁପକୁ ନେଇ ସ୍ୱାମୀଙ୍କ ସହ ଝଗଡା, ବିଷ ପିଇ ଆତ୍ମହତ୍ୟା କଲେ ମହିଳା
ପୁଣେ : ଝିମିଟି ଖେଳରୁ ମହାଭାରତ । ଏହି ଉକ୍ତିଟି ଆମର ଦୈନନ୍ଦୀନ ଜୀବନରେ ସାଧାରଣ କଥାରେ ପରିଣତ ହୋଇଗଲାଣି । ଛୋଟ ଛୋଟ କଥାକୁ ନେଇ ବଡ ଘଟଣା ଘଟିଯିବା ନିତିଦିନିଆ କଥାରେ ପରିଣତ ହୋଇଗଲାଣି । ଏମିତି ଏକ ଘଟଣା ଯେଉଁଠି…
ସ୍କୁଲ ଖୋଲିବା ମାତ୍ରେ ଭୟଙ୍କର ହେଲା କରୋନା, ୨୪ ଘଣ୍ଟାରେ ବଢ଼ିଗଲା ୧୧ ହଜାର ନୂଆ ମାମଲା
ନୂଆଦିଲ୍ଲୀ: ଅନେକ ପ୍ରୟାସ ପରେ ବି କରୋନା ମହାମାରୀ ଥମିବାର ନାଁ ନେଉନାହିଁ । ଭାରତରେ ଗୋଟିଏ ଦିନରେ ୪୧,୯୬୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି କ୍ରମରେ କରୋନାର ମୋଟ ସଂକ୍ରମଣ ସଂଖ୍ୟା ୩,୨୮, ୧୦,୮୪୫କୁ…
କଡ଼ା ଗାଇଡଲାଇନ୍ ସହିତ ଏହି ରାଜ୍ୟଗୁଡିକରେ ଆଜିଠାରୁ ଖୋଲିବ ସ୍କୁଲ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ହେବ ଛାତ୍ରଛାତ୍ରୀଙ୍କ ପାଠପଢାରେ ବିଶେଷ ପ୍ରଭାବ ପଡିଛି । ଅଧିକ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବାରୁ ପୁଣିଥରେ ଦେଶରେ ସ୍କୁଲ…