Browsing Category
ରାଜ୍ୟ
ରଜରେ ଖୋଲା ରହିବ ନନ୍ଦନକାନନ, ୧୭ ତାରିଖରେ ବନ୍ଦ ରହିବ ପ୍ରାଣୀ ଉଦ୍ୟାନ
ବାରଙ୍ଗ: ୧୬ ତାରିଖ ସୋମବାର ଖୋଲା ରହିବ ନନ୍ଦନକାନନ । ରଜ ପାଇଁ ଖୋଲା ରହିବ ନନ୍ଦନକାନନ ।
୧୭ ତାରିଖ ଦିନ ବନ୍ଦ ରହିବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାଦ କର୍ତ୍ତୃପକ୍ଷଙ୍କ ସୂଚନା ।
ରଜ ଅବସରରେ ଖୋଲା…
ଜାଲ ସାର୍ଟିଫିକେଟରେ GDS, 5 ଗିରଫ
ବଲାଙ୍ଗୀର: କ୍ରାଇମବ୍ରାଞ୍ଚ ହାତରେ ଜାଲ ସାର୍ଟିଫିକେଟ୍ ରାକେଟ୍ । ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ଚାକିରି ହାତେଇବା ଘଟଣାରେ ବଲାଙ୍ଗୀରରୁ 5 ଜଣଙ୍କୁ ଚିହ୍ନଟ କରି ଗିରଫ କଲା କ୍ରାଇମବ୍ରାଞ୍ଚ CID…
ଘୋଷଣାରେ ଅଟକିଥିଲା ବିଜେଡ଼ି, ମୋହର ମାରିବେ ମୋହନ ସରକାର; ଗଠନ ହେବ ନୂଆ NAC
ଭୁବନେଶ୍ବର: ରଜରେ ଘୋଷଣା ହୋଇପାରେ ନୂଆ ଏନଏସି । 12ରୁ ଅଧିକ ନୂଆ ଏନଏସି ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଦିନେ ଦୁଇ ଦିନ ଭିତରେ…
ରଥଯାତ୍ରା ପରଦିନଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଡ.ଅରବିନ୍ଦ ପାଢୀ
ପୁରୀ: ରତ୍ନଭଣ୍ଡାର ମରାମତି ନେଇ ଅରବିନ୍ଦ ପାଢୀଙ୍କ ସୂଚନା । ରଥଯାତ୍ରା ପରଠୁ ରତ୍ନଭଣ୍ଡାର କାମ ଆରମ୍ଭ ହେବ । 28 ତାରିଖରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଏପ୍ରିଲ୍ 29ରୁ ଜୁନ୍ 27 ତାରିଖ ଯାଏଁ…
ସ୍ନାନମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ମହାପ୍ରଭୁ, ଲୋକାରଣ୍ୟ ବଡଦାଣ୍ଡ
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି…
MKCGରେ ବିରଳ ଅସ୍ତ୍ରୋପଚାର, ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସରୁ ବାହାରିଲା ତୀର
ବ୍ରହ୍ମପୁର: ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍ ମଧ୍ୟରୁ ତୀରକୁ ବାହାର କଲେ ଡାକ୍ତରୀ ଟିମ୍। ଆଉ ପୁଣି ଥରେ କମାଲ କରି ଦେଖାଇଛନ୍ତି, ଏମକେସିଜି ସିଟିଭିଏସ୍ ବିଭାଗର ବିଭାଗୀୟ…
ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ ଦେଉଳ ଉପରେ ଉଡ଼ିଲା ଡ୍ରୋନ୍
ପୁରୀ: ପୁଣି ଅମାନିଆଙ୍କ ମନମାନି। ବାରମ୍ୱାର ବାରଣ ସତ୍ତ୍ୱେ ପୁରୀ ଶ୍ରୀମନ୍ଦିର ଉପରେ ଉଡୁଛି ଡ୍ରୋନ୍। ଆଜି ପୁଣି ନୀଳଚକ୍ର ଉପରେ ଉଡ଼ିଛି ଡ୍ରୋନ୍। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦେଉଳ ଉପରେ ଉଡ଼ାଇଲେ…
OSOU Foundation Day: ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ
ସମ୍ବଲପୁର : ସମ୍ବଲପୁର ବଡ଼ସିଙ୍ଗାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ…
ଦେବସ୍ନାନ ପୂର୍ଣ୍ଣମୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ପୋଲିସର ଛାନଭିନ୍ ଜାରି
ପୁରୀ: ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ଗୁଡ଼ିଆସାହିରେ ଘଟିଛି ଏହି ହତ୍ୟାକାଣ୍ଡ ।
ମୁଣ୍ଡକୁ ଆଘାତ କରି ହତ୍ୟା କରାଯାଇଥିବା ସୂଚନା । ୮୩ ବର୍ଷୀୟ ସେବାୟତ ଜଗନ୍ନାଥ ଦିକ୍ଷୀତଙ୍କୁ ହତ୍ୟା କରାଯାଇଥିବା ଖବର…
ରଜରେ ଭିଜିବ ଓଡ଼ିଶା, ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର: ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି ।…