Browsing Category

ରାଜ୍ୟ

Breaking: ଭୁବନେଶ୍ବରରେ ଘର ଭୁଶୁଡ଼ି ଚାପି ହୋଇଗଲେ 3 ଶ୍ରମିକ

ଭୁବନେଶ୍ବର: ଘର ଭୁଶୁଡ଼ି ଚାପି ହୋଇଗଲେ 3 ଜଣ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି  ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ । ଖବର ଅନୁସାରେ, ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର…

ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା

ଭୁବନେଶ୍ବର: ରାଜଧାନୀରେ ପ୍ରବଳ ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା । ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା କେନାଲ ରାସ୍ତା ଦବିଲା । ପ୍ରାୟ 30 ଫୁଟ ଦୀର୍ଘ ରାସ୍ତା ବର୍ଷାରେ ଦବିଗଲା । ଘଟଣାସ୍ଥଳରେ ମେୟର, ଘେରିଲେ…

ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ: ଏଣିକି ଡିଭାଇଡରରେ ଲାଗିବ ତୁଳସୀ ଗଛ

ଭୁବନେଶ୍ବର:  ଏବେ ସବୁ ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗିବ ତୁଳସୀ ଗଛ । ଏନେଇ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…

ଗର୍ଭବତୀ ମହିଳାଙ୍କ ଶବକୁ କାନ୍ଧେଇ ୭ କି.ମି. ଚାଲିଲେ ପରିବାର

ବାଲିଗୁଡ଼ା: ବାଲିଗୁଡ଼ାରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା । ମହାପ୍ରୟାଣ ଗାଡ଼ି ନ ମିଳିଲାନି ବୋଲି ଶବକୁ କାନ୍ଧରେ ବୋହି ବୋହି ନେଲେ ପରିବାର ଲୋକ । ଗୋଟିଏ କି ଦୁଇ କିଲୋମିଟର ନୁହେଁ ବରଂ ୭ କିଲୋମିଟର ବାଟ…

କଳିଯୁଗ ସତ୍ୟବାନ ଆଗରେ ସ୍ତ୍ରୀ ତୁଛ, ଅଣ୍ଡା ତରକାରୀ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଉଦଳା: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଉଦାଳରେ ଘଯାଇଛି ଏକ ଅଭାବନୀୟ ଘଟଣା । ଅଣ୍ଡା ତରକାରୀ ପାଇଁ ସ୍ତ୍ରୀଙ୍କୁ ଫୁଙ୍କନଳାରେ ପିଟି ହତ୍ୟା କରିଥିବା ସୂଚନା । ଉଦଳା ଥାନା ଅନ୍ତର୍ଗତ କୁଟଲିଂ ବନ୍ଧସାହି ଗାଁରେ…

ପୁରୀ-ରାଉରକେଲା ବନ୍ଦେ ଭାରତର ସାପ୍ତାହିକ ବନ୍ଦ ଦିବସ ବଦଳିଲା, ଏଣିକି ଶନିବାରେ ଚାଲିବ ଏହି ଦିନ ବନ୍ଦ ରହିବ

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ତାରିଖ ।  ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଆଉ ଶନିବାର ଦିନ ବନ୍ଦ ରହିବନି । ଏହି ବାରକୁ ପରିବର୍ତ୍ତନ କରାଯାଇ ମଙ୍ଗଳବାର କରାଯାଇଛି । ଏଣିକି ଶନିବାର…

ରାଜଧାନୀରେ ଘୂର୍ଣ୍ଣିଝଡ଼ ସହ ବର୍ଷା, ବୁଡ଼ିଲା ଗାଡ଼ି

ଭୁବନେଶ୍ବର: ରାଜଧାନୀରେ ହଠାତ ବଦଳିଲା ପାଣିପାଗ ।  ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି । ଏପଟେ ବର୍ଷା ପାଣିରେ ଗାଡ଼ି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।…

ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।…

୧୩ ବର୍ଷର ନାବାଳିକା ଝିଅକୁ ଜୋରଜବରଦସ୍ତି ବିବାହ କରାଇଦେଲେ ବାପା-ମା’

ବାଲେଶ୍ୱର:  ଏବେବି ଚାଲିଛି ସେଇ ପୁରୁଣା। ତାହା ପୁଣି ବାଲ୍ୟ ବିବାହ ପ୍ରଥା। ଯେଉଁ ପ୍ରଥା ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। କି ପ୍ରାପ୍ତ ବୟସ୍କ ନହେବା ପର୍ଯ୍ୟନ୍ତ କୌଣସି ପୁଅ କିମ୍ୱା ଝିଅଙ୍କର ବିବାହ…

ଦେବଗଡ଼କୁ 205 କୋଟି ପ୍ରକଳ୍ପ ଭେଟି, 3 ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଉଦଘାଟିତ

ଦେବଗଡ଼: ମୁଖ୍ୟମନ୍ତ୍ରୀଙ୍କ 205 କୋଟିର ପ୍ରକଳ୍ପ ଭେଟି । ଦେବଗଡ଼ ଜଲ୍ଲାକୁ 205 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । 11 ସ୍ବାସ୍ଥ୍ୟ ପ୍ରକଳ୍ପ, 4 ଶିକ୍ଷା ଭିତ୍ତିଭୂମି ସମେତ 15ଟି ବିଭିନ୍ନ ଜନକଲ୍ଯାଣକାରୀ…