Browsing Category
ରାଜ୍ୟ
ଅନ୍ତ୍ୟୋଦୟ ଗୃହ ଯୋଜନା: ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ 12 ତାରିଖରେ ମିଳିବ ପକ୍କାଘର
ଭୁବନେଶ୍ବର: ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। । ବର୍ଷ…
ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର, କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଶିଷ ଠାକରେ
ନୂଆଦିଲ୍ଲୀ: ଡେପୁଟେସନରେ ଆଶିଷ ଠାକରେ। ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର। ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।
ଠିକ୍ ସେହପରି ଏବେ ଆଉ ଜଣେ IAS ଅଫିସର। କେନ୍ଦ୍ରୀୟ…
ବର୍ଷା କ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କ ଉପରେ ସବୁ ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟରେ ବର୍ଷା କ୍ଷୟ,କ୍ଷତିକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ବର୍ଷା କ୍ଷୟକ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ବିଭାଗ ତରଫରୁ…
୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପକ୍କା ରାସ୍ତା
ଭୁବନେଶ୍ବର: ଏବେ ଆଉ ଖଟିଆରେ ବୁହା ହେବେନି ରୋଗୀ । ସବୁ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ)ଗାଁକୁ ରାସ୍ତା ସଂଯୋଗ ପାଇଁ ହେଉଛି ଯୋଜନା । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଏକ ବଡ଼ ପ୍ଲାନ…
ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷା-ବିଲେଇ, ଦୁର୍ନୀତି କଲେ ଦଣ୍ଡ ମିଳିବ
ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷା । ରାଜ୍ୟରେ ଜାରିଥିବା ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକ ଦେଲେ ଇସାରା ।
ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷାମାନେ ରହିଛନ୍ତି । ପୁରୁଣା ମୂଷା…
ପ୍ରେମିକା, ପ୍ରେମିକକୁ ଘରକୁ ଡାକିଲା, ତା ପରେ ଘରେ ଯାହା ହେଲା…
ହାଇଦ୍ରାବାଦ: ଅନେକ ପିଲା ଚାକିରୀ ପାଇଁ ହେଉ କିମ୍ବା ପାଠ ପଢ଼ା ପାଇଁ ହେଉ ଅଲଗା ସହରରେ ଘର ଭଡା କରି ରୁହନ୍ତି। ଯେଉଁଠି ରୁମରେ ଯିଏ ରୁମମେଟ ଥାଏ ତା ପ୍ରତି ଭରସା ରଖାଯାଏ। କିନ୍ତୁ ହାଇଦ୍ରାବାଦର ଏକ ଘଟଣା ଏହି…
ରାଜ୍ୟରେ କେତେ ଅନାଥ ପିଲା ଅଛନ୍ତି! ପାବା କିମ୍ବା ମା’ ନ ଥିବା ପିଲା ମଧ୍ୟ ସର୍ଭେରେ ହେବେ ସାମିଲ
ଭୁବନେଶ୍ୱର: ରାଜ୍ୟରେ ଅନାଥ ପିଲାଙ୍କ ସର୍ଭେ କରିବେ ରାଜ୍ୟ ସରକାର । ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାଙ୍କ ସର୍ଭେ ବି ହେବ ।
ସର୍ଭେ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ…
“ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”, ଓଡ଼ିଶା ପୋଲିସ
ଭୁବନେଶ୍ୱର: ଓଡ଼ିଶା ପୋଲିସର ସୂଚନା, ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ 'ଏକ୍ସ' ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।
କାରଣ ଆଜିକା ଦିନରେ…
ଭଗବାନଙ୍କୁ ବି ହେଉଛି ଗରମ! ମନ୍ଦିରରେ ଲାଗୁଛି ଏସି
ବାରଣାସୀ: କେବେ ଆପଣ ଭାବିଛନ୍ତି, ଆମକୁ ଯଦି ଏତେ ଗରମ ହେଉଛି ତାହେଲେ ଭଗବାନଙ୍କୁ ଗରମ ହେଉଥିବ କି ନାହିଁ? ଆମେ ଯଦି ଏସି, କୁଲର ବିନା ରହିପାରୁନେ ତେବେ ଠାକୁରଙ୍କୁ ମଧ୍ୟ ଏସି, କୁଲରର ଆବଶ୍ୟକତା ରହିଥିବ।…
ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ୬ ନୁହେଁ ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ
ଭୁବନେଶ୍ୱର: ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ।
ଚିଠି ଲେଖି ସମସ୍ତ ଡିଇଓ ଓ…