Browsing Category
ରାଜ୍ୟ
ରାସ୍ତା କଡ଼ରେ ଝୁଲୁଛି CRPF ଯବାନଙ୍କ ମୃତଦେହ
ପାଟଣାଗଡ଼: CRPF ଯବାନଙ୍କ ଝୁଲନ୍ତା ମୃତଦେହ ଠାବ। ଲରମ୍ଭା ଥାନା ଘସିଆନ ଗାଁ ନିକଟରେ ଅଭାବନୀୟ ଘଟଣା। ଶୁକ୍ରବାର ଠାରୁ ନିଖୋଜ ଥିଲେ ମୃତ CRPF ଯବାନ। ହେଲେ ଆଜି ସକାଳୁ ସକାଳୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ…
ଆହୁରି ୩ ଦିନ ପ୍ରବଳ ଝଡ଼ବର୍ଷା, ୨୦ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ !
ଭୁବନେଶ୍ୱର: ଦିନରେ ଅସହ୍ୟ ତାତି ଆଉ ଅପରାହ୍ନରେ ମାଡି ଆସୁଛି କାଳବୈଶାଖୀ। କିଛି ସମୟ ତାଣ୍ଡବ ରଚୁଛି ଆଉ ସେତିକି ସମୟରେ ସବୁ କିଛି ଛାରଖାର କରିଦେଉଛି। ଅବସ୍ୟ ବର୍ଷା ଯୋଗୁଁ ଲୋକ ଖରା ତାତିରୁ ତ୍ରାହି ପାଉଛନ୍ତି,…
କଂଗ୍ରେସର ନୂଆ ଟିମ୍: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ, ତାରାପ୍ରସାଦ ବାହିନୀପତି ହେଲେ…
ଭୁବନେଶ୍ୱର,୧୭ା୫: କଂଗ୍ରେସ ତା’ର ନୂଆ ଟିମ୍ ଗଠନ କରିଛି । ଭକ୍ତ ଚରଣ ଦାସଙ୍କୁ ଗତ ଫେବୃଆରୀରେ ପିସିସି ଅଧ୍ୟକ୍ଷ କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି । କୋଷାଧ୍ୟକ୍ଷ, ସମ୍ପାଦକ,…
ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଅନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ,’ସ୍କିଲ୍ ଅନ୍ ହ୍ୱିଲ’ର ଶୁଭାରମ୍ଭ କଲେ…
ଭୁବନେଶ୍ୱର: ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର (SDI)ରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାତିଙ୍କ ଦ୍ୱାରା ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ ସହ 'ସ୍କିଲ୍ ଅନ୍…
ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ
ଭୁବନେଶ୍ୱର: ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ। ଲବଙ୍କ ପତ୍ନୀ ଆସିଲେ ସାମ୍ନାକୁ। ଆଉ ଆଣିଲେ ସାଂଘାତିକ ଅଭିଯୋଗ। ଲବଙ୍କର ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କର ଗୋଟେ ପରେ ଗୋଟେ ଗୁମର ଖୋଲିବାରେ…
ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ମହିଳା ନେତୃତ୍ୱାଧୀନ, କ୍ଷୁଦ୍ର ଉଦ୍ୟୋଗକୁ ବେଦାନ୍ତର ପ୍ରୋତ୍ସାହନ
କଳାହାଣ୍ଡି: ଗ୍ରାମୀଣ ମହିଳା ମାନଙ୍କ ମଧ୍ୟରେ ବ୍ୟବସାୟିକ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ କଳାହାଣ୍ଡି ଜିଲ୍ଲାର ଗୁଣପୁର ଗ୍ରାମରେ ସକ୍ରିୟ ଥିବା ସ୍ୱୟଂସହାୟକ…
ବିବାଦ ଘେରରେ ଲବ ହାଁସଦା, ଭାଇଙ୍କ ନାଁରେ ଏପରି କହିଲେ ଭଉଣୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା। ଯିଏ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କ ବିବାଦ ବଢି ଯାଇଛି। ତାଙ୍କ ନାଁରେ ହାଇଦ୍ରାବାଦରେ କେସ୍ ମଧ୍ୟ…
Breaking: ଭୁବନେଶ୍ୱର ରାସ୍ତାରେ ଛୁଟିଲା ବର୍ଷା ଜଳ
ଭୁବନେଶ୍ୱର: ସଙ୍ଗେ ସଙ୍ଗେ ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ପାଣିପାଗ। ଟାଣ ଖରା ହେଉଥିଲା ସଙ୍ଗେ ସଙ୍ଗେ ମାଡି ଆସିଲା କଳା ହାଣ୍ଡିଆ ମେଘ। ଆଉ ଭୁବନେଶ୍ୱରରେ କାଚିଦେଇଗଲା। ଆସିଲା ବର୍ଷିଲା।
ହଁ ଭୁବନେଶ୍ୱରରେ…
ରାଜଧାନୀରୁ ଦେଶୀ ମଦ ଜବତ, 5 ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବାଲିଅନ୍ତା, ହଳଦୀପଡିଆ ଓ ଫୁଲେଶ୍ଵରୀ ବସ୍ତିରେ ଜବତ ହୋଇଛି ପ୍ରଚୁର ପରିମାଣର ଦେଶୀ ମଦ। ଅବକାରୀ ବିଭାଗ ଏଠାରେ ଚଢ଼ାଉ କରିବା ସହିତ 5ଜଣଙ୍କୁ ଗିରଫ କରିଛି।
ଅବକାରୀ ବିଭାଗ ପକ୍ଷରୁ…
କମାଣ୍ଡୋ ତାଲିମ ନିର୍ଦ୍ଦେଶ ନମାନିବା ପଡ଼ିଲା ଭାରି, 10 RPF କନେଷ୍ଟବଳ SUSPEND
ରାଉରକେଲା: ଚକ୍ରଧରପୁର ରେଳ ଡିଭିଜନର 10 ଜଣ RPF କନେଷ୍ଟବଳଙ୍କୁ କରାଗଲା ସସ୍ପେଣ୍ଡ । କମାଣ୍ଡୋ ତାଲିମ ପାଇଁ ନଯିବାରୁ ନିଆଗଲା କାର୍ଯାନୁଷ୍ଠାନ । ଦକ୍ଷିଣ-ପୂର୍ବ ରେଲୱେର ଚକ୍ରଧରପୁର ରେଳ ବିଭାଗର ବରିଷ୍ଠ ଡିଏସସିପି…