Browsing Category
ରାଜ୍ୟ
୨୦,୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଖଣ୍ଡପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶାର ଭିଜିଲାନ୍ସ ଅଧିକାରୀମାନେ ଆଜି ନୟାଗଡ଼ର ଖଣ୍ଡପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କୁ ଜଣେ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗି ଓ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ…
ରାଜ୍ୟର ୪୩ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି, ଟାଟା ଆରମ୍ଭ କରିଦେଲା ବଡ଼ ନିବେଶ
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ନିବେଶ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ।
ଟାଟାର ପ୍ରକଳ୍ପ ଦ୍ୱାରା ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ଏ ନେଇ…
ରାସ୍ତାରୁ ମିଳିଲା ବୋମା, ଥରହର ଲୋକେ
ଓଡିଶା ଭାସ୍କର: ଦିନକୁ ଦିନ ଲୋକମାନେ ବହୁତ ହିଂସ୍ର ହୋଇଯାଉଛନ୍ତି। ଲୋକଙ୍କ ଜୀବନ ନେବା ଯେମିତି ହୋଇଯାଇଛି ଏକ ସାଧାରଣ କଥା। କେହି କାହାକୁ ଛୁରୀରେ ଭୁସି ମାରିଦେଉଛି ତ କିଏ ବୋମା ପକେଇ ସବୁ ଉଡେଇଦେଉଛି। ଆଜି ମଧ୍ୟ…
ବିଜେଡି କମିିଟିରୁ ବାଦ୍ ପଡ଼ିବା ପରେ ଭୂପିନ୍ଦର କହିଲେ ‘ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ମୋ ପାଖେ ଅଛି’
ଭୁବନେଶ୍ୱର: ବିଜୁ ଜନତା ଦଳକୁ ନେଇ ବିସ୍ଫୋରକ ବୟାନ ଦେଲେ ଭୂପିନ୍ଦର ସିଂ । ବିଜେଡି କମିଟି ଓ ପିଏସିରୁ ବାଦ୍ ପଡ଼ିବା ପରେ ଭୂପିନ୍ଦର ସିଂ ରଖିଛନ୍ତି ନିଜ ପ୍ରତିକ୍ରିୟା ।
କାହିଁକି ବାଦ୍ ପିଡ଼ିଲି ଯେଉଁମାନେ…
Breaking: ରାଜ୍ୟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ, ସଂକ୍ରମଣକୁ ନେଇ ରାଜ୍ୟ ସରକାର ସତର୍କ
ଭୁବନେଶ୍ୱର: ବିଦେଶରେ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର ଆଲର୍ଟ ଅଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଛନ୍ତି ପ୍ରତିକ୍ରିୟା ।
ଥାଇଲାଣ୍ଡ, ହଂକଂ, ସିଙ୍ଗାପୁରରେ କରୋନା ସଂକ୍ରମୀତଙ୍କ ସଂଖ୍ୟା ବଢ଼ିଛି ।…
ବିସ୍କୁଟ କାରଖାନାରେ ଭୟାବହ ଇଗ୍ନିକାଣ୍ଡ, ସର୍ଟସର୍କିଟରୁ ଲାଗିଲା ନିଆଁ
କଟକ: ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।ତେବେ କଟକ ଜଗତସିଂହପୁର…
ବିଦ୍ୟୁତ ଆଘାତରେ ଜଣେ ମୃତ, ଫୁଲ ତୋଳିବାକୁ ଯାଇ ଗଲା ଜୀବନ
ଓଡିଶା ଭାସ୍କର: ଛୋଟ ଛୋଟ ଅସାବଧାନତା ଯୋଗୁଁ କେତେଯେ ଲୋକଙ୍କର ଜୀବନ ଯାଉଛି ତାହାର ଆକଳନ କରିବା ସମ୍ଭବପର ନୁହେଁ। ସେହି ଟିକିଏ ଅନ୍ୟମନସ୍କତା ଯୋଗୁଁ କରେଣ୍ଟ ତାର ଲାଗି ଆଜି ମଧ୍ୟ ଜଣେ ମହିଳାଙ୍କର ଅକାଳରେ ବିୟୋଗ…
ବାରହା ଶିକାର ପଡିଲା ମହଙ୍ଗା, ବିଦ୍ୟୁତ ତାର ଲାଗି ଜଣେ ମୃତ
ଓଡିଶା ଭାସ୍କର: ନିତିଦିନିଆ ଜୀବନରେ କେତେବେଳେ ଯେ କଣ ଘଟିଯିବ କିଛି ଜଣା ପଡ଼ିନଥାଏ। ମଣିଷ କେବେ ଜାଣିନଥାଏ ଯେ, କେତେବେଳେ କେଉଁ ମୁହୂର୍ତ୍ତରେ ତାର ଜୀବନ ଚାଲିଯିବ। ଆଜ୍ଞା ହଁ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ…
‘ଶ୍ରମିକଙ୍କ ପାଇଁ ଖୋଲାଯିବ ହେଲ୍ପ ଡେସ୍କ’, ସୂଚନା ଦେଲେ ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେଠାରେ ସେ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରମିକଙ୍କ ସୁରକ୍ଷା ପାଇଁ ଥିବା ଯୋଜନା ସଂପର୍କରେ ସେ ଶ୍ରମିକମାନଙ୍କୁ…
କାଲି ରଥଯାତ୍ରା! ମହାପ୍ରଭୁଙ୍କୁ ନେଇ ପୁଣି ଇସ୍କନର ମନମାନି
ଭୁବନେଶ୍ୱର: ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଲା ।
ଆସନ୍ତା କାଲି ଇଂଲଣ୍ଡର ଚେମସଫୋର୍ଡରେ ଆୟୋଜନ ହେବ ରଥଯାତ୍ରା । ଇସ୍କନ ତରଫରୁ…