Browsing Category
ରାଜ୍ୟ
ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ଫେରାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
କେସିଙ୍ଗା (ଭାସ୍କର ନ୍ୟୁଜ୍): ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ୱାମୀ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ କେସିଙ୍ଗା…
ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସର ଆକ୍ସନ୍ ପ୍ଲାନ୍, ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିଲେ ହୋଇଯାଆନ୍ତୁ ସାବଧାନ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଉପରେନଜର ରଖିବାକୁ ପ୍ରୟାସ ଆରମ୍ଭ କରିବ କମିଶନରେଟ୍ ପୋଲିସ । ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ…
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ: ୮ଟି କାର୍ଯ୍ୟ ଦିବସ, ଆସିବ ୧୨ଟି ବିଲ୍
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ପୂର୍ବରୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି…
ହଟିଲା ସପ୍ତାହାନ୍ତ ସଟ୍ଡାଉନ୍, ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏ ଖୋଲା ରହିବ ଦୋକାନ ବଜାର, ବାହାଘର ଓ ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ…
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ମହାମାରୀ କରୋନା ପ୍ରସଙ୍ଗରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡ୍ଲାଇନ୍ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ…
ସମ୍ଭାବ୍ୟ ମରୁଡ଼ି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କଣ୍ଟିଜେନ୍ସି କ୍ରପ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ, ୭ ଦିନରେ ସବୁ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ…
୬ ତାରିଖରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ; ଜାଣନ୍ତୁ କଣ ରହିଛି ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିବା ବେଳେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରୁ ରାଜ୍ୟର…
ଅଷ୍ଟ୍ରେଲୀୟ ହାଇ କମିଶନରଙ୍କୁ ଭେଟିଲେ ନବୀନ ପଟ୍ଟନାୟକ; Hockey Worldcupକୁ ନେଇ ଆଲୋଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO)ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ…
ACF ସୌମ୍ୟ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସକୁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ତଦନ୍ତଭାର ଗ୍ରହଣ କରିଥିଲା କ୍ରାଇମବ୍ରାଞ୍ଚ । ଏପରି ପରସ୍ଥିତିରେ ପୂର୍ବରୁ…
କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ; ତାରାଙ୍କ ଉପରେ ବର୍ଷିଲେ କୈଳାସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ । ପିସିସି ପ୍ରଭାରୀ ଚେଲ୍ଲା କୁମାରଙ୍କ ଚରମ ବାଣୀ ପରେ ଗରମରୁ ନରମ ହୋଇଗଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ତଥା ଜୟପୁର ବିଧାୟକ ତାରା ବାହିନୀପତି ।…
ଘୁମୁସରର “ବାଘ” କଳାକାରଙ୍କୁ ମିଳିଲା ସଂଗୀତ ନାଟକ ଏକାଡେମୀ ସମ୍ମାନ; ଜାଣନ୍ତୁ ସେ କିଏ…
ଭଞ୍ଜନଗର(ଓଡ଼ିଶା ଭାସ୍କର): ଜୀବେ ଦୟା; ଜୀବ ସୁରକ୍ଷା... ଏହି ଲକ୍ଷ୍ୟ ଓ ବାର୍ତ୍ତାକୁ ପାଥେୟ କରି ସେ ବୋଳି ହେଉଛନ୍ତି ରଙ୍ଗ। ଡେଇଁ ଡେଇଁ ପ୍ରଚାର କରୁଛନ୍ତି ସଂସ୍କୃତି-ପରମ୍ପରା- ଐତିହ୍ଯର ଗାଥା। ପ୍ରକାରାନ୍ତରେ…