Browsing Category

ରାଜ୍ୟ

କରୋନା ଆକ୍ରାନ୍ତ ଇଞ୍ଜିନିଅର, ଇକମୋ ଚିକିତ୍ସା ପାଇଁ ପରିବାର ଡହଳବିକଳ

ଭୁବନେଶ୍ୱର,ବାଲେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜଟିଳତା ବଢ଼ି ଯାଇଛି । ଶ୍ୱାସକ୍ରିୟାରେ ସ୍ୱାଭାବିକ ହୋଇପାରୁନି । ଫଳରେ ଜୀବନ ସହ ସଂଘର୍ଷ କରୁଛନ୍ତି ଇଞ୍ଜିନିଅର୍ । ଆଉ ତାଙ୍କୁ ଇକମୋ…

କରୋନାରୁ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ପ୍ରଦୀପ୍ତ ଓ ବିଷ୍ଣୁ, ଜାଣନ୍ତୁ କିପରି ଅଛି ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ଅନେକ ନେତା ମନ୍ତ୍ରୀ ଓ ବରିଷ୍ଠ ଲୋକମାନେ ଏହାର ଶିକାର ହେଉଛନ୍ତିି । ଏହାରି ମଧ୍ୟରେ କରୋନା ସଂକ୍ରମିତ ବିରୋଧୀ ଦଳ ବା ବିଜେପି ନେତା…

ମାହାଳରୁ ୬ ଫୁଟର ମୃତ ‘ସ୍ପିନର୍’ ଡଲଫିନ୍ ଉଦ୍ଧାର, ବନ ବିଭାଗର ତନାଘନା

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଉପକଣ୍ଠ ଢିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ମାହାଳ ଗ୍ରାମ ନିକଟରୁ ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ବୋସ୍କାଲିସ୍ ପଏଣ୍ଟ୍ ସମୁଦ୍ର କୂଳରୁ ଉଦ୍ଧାର ହୋଇଥିବା ବିରାଟକାୟ ମୃତ ଡଲଫିନ୍…

ଆସନ୍ତାକାଲିକୁ ଘୁଞ୍ଚିଲା ବହୁଚର୍ଚ୍ଚିତ ‘ପରୀ’ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଯାଇଛି । ପରୀ'ର ମା' ନ୍ୟାୟ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ପକ୍ଷର ବରିଷ୍ଠ ଓକିଲ ମହେଶ…

ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲେ ବାମଦଳ, ସାମିଲ୍ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଘଟି ଚାଲିଛି । ଫଳରେ ଏହା ଜନସାଧାରଣଙ୍କୁ ବୋଝ ହୋଇଯାଇଛି । ଗୋଟିଏ ପଟେ କରୋନା ମହାମାରୀ ପାଇଁ…

‘ଗ୍ରୀନରେ’ ଚିଟଫଣ୍ଡ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଚିଟଫଣ୍ଡ କମ୍ପାନୀ "ଗ୍ରୀନରେ" ମାଲିକଙ୍କ ୨ ଭାଇ ଗିରଫ ହୋଇଛନ୍ତି । ଜଳେଶ୍ୱରରେ ଚଢ଼ାଉ କରି ଗିରଫ କରିଛି ସିବିଆଇ ଟିମ୍ । ତଦନ୍ତକାରୀ ଟିଅମ୍ ଆଜି ଦୁଇ ଭାଇ ମୀର ଜମିର୍ ଓ କାଲୁଙ୍କୁ ଗିରଫ କରିଛି ।…

୩ ରଥରେ ସାମାନ୍ୟ ଫାଟ, ନନ୍ଦିଘୋଷର ପ୍ରଭାରେ…

ପୁରୀ, (ଓଡିଶା ଭାସ୍କର):ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଏହାରି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ଟି ରଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତାଜଧ୍ୱଜ ଓ ଦେବଦଳନ ରଥର ଗୋଟିଏ…

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବରେ ଏମ୍ସରେ ଇକମୋ ଆଜି ଉଦଘାଟକି ହୋଇଯାଇଛି । ଆଜି ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଛି ଇକମୋ ମେସିନ୍ । ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକା…

ଓଡ଼ିଶାରେ ପୁଣି ଲାଗିବ କି ଲକଡାଉନ୍! ୨ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଲାଗୁହୋଇଥିବା ଆଂଶିକ ଲକଡାଉନର ଅବଧି କାଲି ସକାଳ ପର୍ଯ୍ୟନ୍ତ ରହିଛି…

ଘର ଭିତରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର (ଓଡିଶା ଭାସ୍କର): ଦମ୍ପତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ବନ୍ଦ ଘରୁ ମିଳିଛି ଉଭୟଙ୍କ ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର…