Browsing Category

ରାଜ୍ୟ

BREAKING: ବଢ଼ୁଛି ତାତିର ପ୍ରକୋପ, ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କାଳବୈଶାଖୀ ପରେ ଏବେ ରାଜ୍ୟରେ ବଢ଼ିଛି ତାତିର ପ୍ରକୋପ। ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।…

ସ୍ତ୍ରୀକୁ ମାରିଦେଇ ବକ୍ସ ଖଟରେ ଲୁଚାଇଲା, ପରେ ଘର ବାହାରୁ ତାଲା ମାରିଲା ଜହ୍ଲାଦ ସ୍ୱାମୀ

ଉମରକୋଟ: ଦେଶ ପରେ ଏବେ ରାଜ୍ୟରେ ଜଘନ୍ୟ ହତ୍ୟା। ବର୍ତ୍ତମାନ ନବରଙ୍ଗପୁର ଉମରକୋଟରୁ ଏକ ଅଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଜହ୍ଲାଦ ସ୍ୱାମୀ ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଛି। ସୂଚନାନୁଯାୟୀ,…

‘ଅରକ୍ଷିତଙ୍କୁ ଆମ ସରକାର ସାହା’, ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ସମ୍ବଲପୁର: ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ସେଠାରେ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ବିଷୟରେ ଶୁଣିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ,…

ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ୯୮ ହଜାର ପାର କଲା ସୁନା, ରୂପା ହେଲା ଲକ୍ଷେ

ଭୁବନେଶ୍ୱର: ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ଏକଥା ଆମେ କହୁନୁ, ପୂର୍ବରୁ ଯାହା ଆକଳନ କରାଯାଉଥିଲା କି, ସୁନା ଲକ୍ଷେ ପାର କରିବ। ତାହା ଧିରେ…

BREAKING: ସିଝୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ

ଝାରସୁଗୁଡ଼ା: ଆକାଶରୁ ନିଆଁ ବର୍ଷା। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ। ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଘରୁ ବାହାରିଲେ ଅଂଶୁଘାତର ଭୟ ରହୁଛି। ଯଦିଓ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି…

ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା, ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର: ନବୀନ ନିବାସକୁ ବରିଷ୍ଠ ନେତାମାନଙ୍କୁ ଡକାଯାଇଛି। ଏଠାରେ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୂଚନାନୁଯାୟୀ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଅଛନ୍ତି। ଏଥିସହ…

ATMରେ ଟଙ୍କା ଭର୍ତ୍ତି କରିବାକୁ ନେଇ, ସେହି ଟଙ୍କାକୁ ଚୋରି କରିନେଲେ କର୍ମଚାରୀ

କଣ୍ଟାବାଞ୍ଜି: କାହା ଉପରେ କରିବ ଭରସା। ଯାହା ଉପରେ ଦାୟିତ୍ୱ ସେ ସାଜୁଛି ଚୋର। ଏବେ ଯେମିତି ଦେଖୁନାହାନ୍ତି, ATMରେ ଟଙ୍କା ଭରିବା ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱ। ହେଲେ ଯଦି ସେହି କର୍ମଚାରୀ ଚୋର ସାଜିବେ ତାହାଲେ…

ଏହି ଜିଲ୍ଲାର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମିଳିଲା ୬୦ କୋଟି ଟଙ୍କା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଜିଲ୍ଲାରେ ଦୁଇଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତିଷ୍ଠା ପାଇଁ ଅସ୍ଥାୟୀ ପରିସରର ଉଦ୍‌ଘାଟନ କରିଛନ୍ତି। ପ୍ରତ୍ୟେକ ବିଦ୍ୟାଳୟ ପାଇଁ…

ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ସମ୍ୱଲପୁର: ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣାଣୀ। ସମ୍ୱଲପୁର ଯାଇ ନିଜେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ୱଲପୁର ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ମୋହନ। ସମ୍ବଲପୁର…

ନୃଶଂସ ପ୍ରେମିକ, ଗର୍ଭବତୀ ପ୍ରେମିକାକୁ ପଥରରେ ଛେଚି ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା

ମାଲକାନଗିରି: ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ କଙ୍କାଳ। ଏବେ ସାମ୍ନାକୁ ଆସିଲା ହତ୍ୟାକାଣ୍ଡର କାରଣ। କାରଣ ଥିଲା ଯୁବତୀ ଜଣକ ଗର୍ଭବତୀ ଥିଲେ। ଆଉ ଗର୍ଭପାତ ନ କରିବାରୁ ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପ୍ରେମିକ।…