Browsing Category
ରାଜ୍ୟ
ସମସ୍ତ ଅଫିସ୍ ପାଇଁ ଜାରି ହେଲା କୋଭିଡ୍ ଗାଇଡଲାଇନ୍
ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବା ସହ ଅନେକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ…
ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଜବତ କଲା ରୋଜ ଭ୍ୟାଲି ଗ୍ରୁପର ୩୦୪ କୋଟି ସମ୍ପତ୍ତି
ନୂଆ ଦିଲ୍ଲୀ, ୩୦/୦୪: ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରୋଜ ଭ୍ୟାଲି ସମୂହର କଂପାନୀ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ରୋଜ ଭ୍ୟାଲି ସମୂହର ୩୦୪ କୋଟିର ସ୍ଥାବର ଏବଂ ଅସ୍ଥାବର ସଂପତ୍ତକୁ ସିଜ କରିଛି । ମନି…
ଆସନ୍ତା ୫ ଦିନ ଲାଗି ରହିବ କାଳବୈଶାଖୀ
ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବ । ବର୍ଷା, ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବ । କାଳବୈଶାଖୀର ପ୍ରଭାବ ତତକ୍ଷଣାତ…
ଆସନ୍ତା ୩ରୁ କଟକରେ ସ୍ୱେଚ୍ଛାକୃତ ଲକଡାଉନ୍
କଟକ ୩୦ ।୪ (ଓଡ଼ିଶା ଭାସ୍କର) : କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଦିଆଯାଉଛି ଗୁରୁତ୍ୱ । ଆସନ୍ତା ୩ ତାରିଖରୁ ୧୫ ତାରିଖ ଯାଏ ସଂଘ ସ୍ୱେଚ୍ଛାକୃତ ଭାବେ ଲକଡାଉନ୍ ନେଇ…
କରୋନାରେ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ମାଗଣା ପାଠ୍ୟପୁସ୍ତକ, ଗଣଶିକ୍ଷା ବିଭାଗର ନିଷ୍ପତ୍ତି
ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ନେଇ ସରକାର ଏକ…
ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ
ଭୁବନେଶ୍ୱର, ୩୦ା୪ : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଛି । ତାହା ହେଉଛି ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ ରହିବ । ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର…
ଦେଶର ଅବସ୍ଥା ଶୋଚନୀୟ: ଆଜି ୩୪୯୮ ମୃତ, ୩.୮୬ ଲକ୍ଷ ପଜିଟିଭ୍
ନୂଆଦିଲ୍ଲୀ, ୩୦ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୯୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୩ ହଜାର ୩୩୦କୁ…
କୋଭିଡ୍ ନିୟମ ଉଲ୍ଲଂଘନ: ୩ ଦିନ ପାଇଁ ବନ୍ଦ ହେଲା ଇନ୍ଦ୍ରଧନୁ ମାର୍କେଟ୍
ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): କରୋନାର ସଂକ୍ରମଣ ରାଜଧାନୀ ଭୁବନେଶ୍ୱରର କୋଣ ଅନୁକୋଣରେ ପ୍ରବେଶ କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଭିଏସଏସ ନଗର, ମାର୍କେଟ୍ ବିଲଡିଂକୁ ବନ୍ଦ କରାଯାଇଥିଲା…
ରାଜ୍ୟବାସୀଙ୍କୁ ଚେତାବନୀ: ନିୟମ ନ ମାନିଲେ ଲକଡାଉନ୍
ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଭୟଙ୍କର ଭାବେ କାୟା ମେଲାଇ ଚାଲିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ବି ଅନେକ ଲୋକ ନିୟମ ମାନୁ ନାହାନ୍ତି । ଯଦି…
ଓଡ଼ିଶାରେ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା : କାଲି ୧୨ ତ ଆଜି ୧୪ ଜୀବନ ନେଲା କରୋନା
ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତକାଲି ରାଜ୍ୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୧୪ ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ…