fbpx
Browsing Category

ରାଜ୍ୟ

ଆପ ମାଧ୍ୟମରେ ନୋଟ୍ ଚିହ୍ନିବେ ଦୃଷ୍ଟିହୀନ

ନୂଆଦିଲ୍ଲୀ, ୧ା୧: କାଗଜ ନୋଟ୍ ଚିହ୍ନାଇବା ପାଇଁ ଆରବିଆଇ ଆଣିଛି ନୂଆ ମୋବାଇଲ ଆପ୍ । ଦୃଷ୍ଟିହୀନଙ୍କ ପାଇଁ ମଣି ଆପ ଉଦଘାଟନ ହୋଇଥିବା ସୂଚନା ମିଳିଛି । ଏହାକୁ ଉଦଘାଟନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । MANI ଆପକୁ…

ବିଦ୍ୟୁତ ତାର ଛିଡ଼ି ମାଆ-ଝିଅ ମୃତ

ନୂଆପଡ଼ା, ୧ା୧(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲା ସିନାପାଲିର ମଖାପଦର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧କେଭି…

ରାଜ୍ୟ ବିକାଶ ପାଇଁ ୨୦୨୦ ଏଜେଣ୍ଡା

ଭୁବନେଶ୍ୱର, ୧ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି ସବୁ ବିଭାଗର ଅଫିସର ଓ କର୍ମଚାରୀ । ନୂଆବର୍ଷ ଶୁଭେଚ୍ଛା ସହ ୨୦୨୦ର ଏଜେଣ୍ଡା କହିଛନ୍ତି ମୁଖ୍ୟ ଶାସନ ସଚିବ…

‘ମୋ ସରକାର’ରେ ଗ୍ରାମୀଣ ବିକାଶ ବିଭାଗ

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଫେବ୍ରୁଆରୀ ପହିଲାରୁ ରାଜ୍ୟ ସରକାରଙ୍କ ‘ମୋ ସରକାର’କୁ ଯିବ ଗ୍ରାମୀଣ ବିକାଶ ବିଭାଗ । ଯେଉଁ ଗାଁକୁ ରାସ୍ତା ନଥିବ, ସେଠାରେ ରାସ୍ତା ସଂଯୋଗ କରାଯିବ । ୪୩୦୦ ଗାଁକୁ ରାସ୍ତା ନଥିବା…

ନୂଆବର୍ଷ ୨୦୨୦ ପାଇଁ ଶୁଭେଚ୍ଛା

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୦ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେବା ସହ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଦେଶବାସୀ । ପ୍ରଧାନମନ୍ତ୍ରୀ…

ଦୁଇ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ୨୦୧୯ର ଶେଷ ଦିନରେ ରାଜ୍ୟରେ କାର୍ଯ୍ୟରତ ଥିବା ଦୁଇ ଜଣ ଆଇଏଏସ ଅଧିକାରୀ ପଦୋନ୍ନତି ମିଳିଛି । ମୋନା ଶର୍ମା ଓ ପିକେ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି ।…

IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ୨୦୧୯ର ଶେଷ ଦିନରେ IPS ସ୍ତରରେ ଅଦଳବଦଳ ହୋଇଛି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି । ସନ୍ତୋଷ ହେଲେ ଜେଲ୍ ବିଭାଗ ମହାନିର୍ଦ୍ଦେଶକ । ସେହିପରି…