CHARIDHAM
Browsing Category

ରାଜ୍ୟ

ରାଜ୍ୟରେ ସଂକ୍ରମଣ କମିଲେ ବି କମୁନି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି…

ରାଜ୍ୟରେ ଆଜି ୬୪୪ ସଂକ୍ରମିତ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୭।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୬୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ ଆଜି ଦିନ ସାଢ଼େ ୧୧ଟାରେ ଟେଲିଫୋନ୍‌ ମାଧ୍ୟମରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ଦୁଃଖ ସୁଖ…

ବିଧାନସଭା ପାଇଁ କୋଭିଡ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ବିଧାନସଭା ଅଧିବେଶନ ପାଇଁ ଆଜିଠୁ କୋରୋନା ଟେଷ୍ଟ ଆରମ୍ଭ ହୋଇଛି । ମନ୍ତ୍ରୀ, ବିଧାୟକ, ସଚିବ ଓ କର୍ମଚାରୀଙ୍କ ଚାଲିଛି ଟେଷ୍ଟ । ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର…

ଖୁସି ଖବର: ରାଜ୍ୟରେ ଆଜି ୧୨୯୭ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୨୯୭କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଜାତୀୟ ପ୍ରେସ ଦିବସ ଅବସରରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

ମାଲକାନଗିରି ୧୬ ।୧୧(ଓଡିଶା ଭାସ୍କର):ଜାତୀୟ ପ୍ରେସ ଦିବସ ଅବସରରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ନୂତନ କାର୍ଯ୍ୟାଳୟ ନିଃସ୍ୱାର୍ଥପର ବରିଷ୍ଠ ନାଗରିକ ଶୁକ୍ରା ମାଢିଙ୍କ ଦ୍ଵାର ଉଦ୍ଘାଟିତ ହୋଇଯାଇଛି। ଏହି…

ଛଟ୍ ପୂଜାକୁ ନେଇ ରାଜ୍ୟ ସରକାରଙ୍କ କଟକଣା, ଜାଣନ୍ତୁ କ’ଣ

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): କରୋନା ପାଇଁ ଛଟ୍ ପୂଜା ସମୟରେ ଜନ ସମାଗମ ରୋକିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତିି । ଏନେଇ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ନଭେମ୍ବର ୨୦ ଓ ୨୧ ପାଇଁ କଟକଣା…

ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ନୀତିଶ କୁମାର । ୭ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେଇଛନ୍ତି । ଏନେଇ ନିତୀଶ କୁମାରଙ୍କୁ…

ଭୁବନେଶ୍ବରରୁ ଦିନକରେ ୫୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୫୨ କରୋନା ପଜିଟିଭ୍‌…

ନଦୀରେ ବୁଡି ୩ ଯୁବକ ନିଖୋଜ

ବାଲେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ତ୍ରିବେଣୀ ଘାଟରେ ବୁଡି ୩ ଯୁବକ ନିଖୋଜ । ବାଲେଶ୍ୱର ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡା ଗାଁ ନିକଟ ତ୍ରିବେଣୀ ଘାଟରେ ବୁଡି ୩ ଯୁବକଙ୍କ କିଛି ପତ୍ତା ମିଳୁନଥିବା ସୂଚନା ମିଳିଛି ।…