Browsing Category
ରାଜ୍ୟ
ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୨୮୫୪ ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୧୦ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୮୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୫୯ ଜଣ ଓ…
ବିଦ୍ୟୁତ ତାର ଲାଗି ଚାଲିଗଲା ଶ୍ୱଶୁର ଓ ବୋହୂଙ୍କ ଜୀବନ
ରାୟଗଡ଼ା,୧୦ ।୧୦(ଓଡିଶା ଭାସ୍କର): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର, ବୋହୂଙ୍କ ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଠଙ୍ଗପଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।
ତେବେ, ଗତକାଲି…
ୱେଲ୍ ମାର୍କଡ ଲୋ ପ୍ରେସର ହେଲା ଲଘୁଚାପ
ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି । ୱେଲ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ଏହି ଲଘୁଚାପ ।…
୧୧୨୦ଟି ଦୋକାନରେ ମିଳିବ ଫାବିପିରାଭିର
ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ଗୃହ ସଙ୍ଗରୋଧରେ ଥିବା କୋଭିଡ୍ ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟର ୧୧୨୦ ଘରୋଇ ଦୋକାନରେ ମିଳିବ ଫାଭିପିରାଭିର ଔଷଧ । ସରକାରୀ ସଂସ୍ଥା ବ୍ୟତୀତ ୧୧୨୦ ଦୋକାନରେ ବି…
ପୁଣି ବିଜେଡିକୁ ଫେରିଲେ ନାରାୟଣ
ବାଲେଶ୍ୱର,୯ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ସାହୁ ବିଜେଡିକୁ ଫେରିଆସିଛନ୍ତି । ବିଜେପିର ଯୋଗଦେବାର ୨ ଦିନ ପରେ ସେ ପୁଣି ଥରେ ବିଜେଡିକୁ ଫେରିଛନ୍ତି । ଭୁବନେଶ୍ୱରରେ ବିଜେଡିରେ ଯୋଗଦେବା…
ଖୁସି ଖବର: ରାଜ୍ୟରେ ଆଜି ୩୪୦୪ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ମାସେ ଭିତରେ ନୂଆ ପିସିସି ଟିମ୍
ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଦାୟିତ୍ୱ ପାଇବା ପରେ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମାସେ ଭିତରେ…
ଠିକାଦାରଙ୍କୁ ଗୁଳିମାଡ
ନୂଆପଡା, ୯ ।୧୦(ଓଡିଶା ଭାସ୍କର): ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଆଗରେ ହୋଇଛି ଗୁଳିମାଡ । ନୂଆପଡା ଖଣ୍ଡିଆଳ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଘର ଆକରେ ଏହି ଗୁଳି ମାଡ ହୋଇଥିବା ସୂଚନା…
ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ୍ ଗଡିବ । ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଏହି ଟ୍ରେନ୍…
ଭୁବନେଶ୍ୱରରୁ ପୁଣି ବାହାରିଲେ ୩୧୬ ପଜିଟିଭ୍, ଜାଣନ୍ତୁ ସୁସ୍ଥ କେତେ?
ଭୁବନେଶ୍ୱର,୯।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…