Browsing Category
ରାଜ୍ୟ
ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା, ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ, ୫/୬(ଓଡିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଛନ୍ତି। ବିଳମ୍ଵ ରାତିରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ନିିତୀ ଆରମ୍ଭ ହୋଇଛି। ଧାଡ଼ି…
ଆଗାମୀ ୨୫ଦିନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ…
କରୋନା ସଂକ୍ରମଣ ଦୃଷ୍ଟିରୁ କଲେଜକୁ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାେରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେନେଇ +୨ ପରୀକ୍ଷା ଓ ମୂଲ୍ୟାୟନ କେନ୍ଦ୍ର ହୋଇଥିବା କଲେଜ ଅଧ୍ୟକ୍ଷଙ୍କୁ ମାଧ୍ୟମିକ ଶିକ୍ଷା ବିଭାଗ…
ସଟଡ଼ାଉନ ବେଳେ ଚାଲିବ ବସ୍
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ସତର୍କତା ଦୃଷ୍ଟିରୁ ୧୧ଜିଲ୍ଲାରେ ଜୁନ ୩୦ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର…
କଟକରେ ଆଉ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
କଟକ, ୪ା୬(ଓଡ଼ିଶା ଭାସ୍କର): କଟକରେ ଆଉ ୧୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଆକ୍ରାନ୍ତଙ୍କ ମଧ୍ୟରେ ନରସିଂହପୁରରୁ ୯, ବଡ଼ମ୍ବାରୁ ୨, ସିଏମସି ଅଞ୍ଚଳରେ ୨ଜଣ ଆକ୍ରାନ୍ତ ଚିହ୍ନଯ ହୋଇଛନ୍ତି । ଏନେଇ ଜିଲ୍ଲା…
ସନ୍ଧ୍ୟା ୬.୩୦ସୁଦ୍ଧା ୧୦ଜିଲ୍ଲାରେ କାଳବୈଶାଖୀ !
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ସନ୍ଧ୍ୟା ୬.୩୦ ସୁଦ୍ଧା ୧୦ଜିଲ୍ଲାରେ କାଳବୈଶାଖୀ ହେବା ନେଇ…
ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୪୮୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୬୫ଆକ୍ରାନ୍ତଙ୍କ ମଧ୍ୟରୁ…
ଭୁବନେଶ୍ୱରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।…
ଦୁଇ ଯାଆଁଳା ଭାଇଙ୍କ ସଲୀଳ ସମାଧି
କେନ୍ଦୁଝର, ୪ା୬(ଓଡ଼ିଶା ଭାସ୍କର): କେନ୍ଦୁଝର ସ୍ଥିତ ତୁରୁମୁଙ୍ଗା ଥାନା ବୁଢ଼ାଖମଣ୍ଡ ବାଙ୍କସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଦୁଇ ଯାଆଁଳା ଭାଇ ଖେଳୁଥିବା ବେଳେ ଗାଡ଼ିଆରେ ବୁଡ଼ିଯାଇଥିଲେ । ସେମାନଙ୍କ ବୟସ…
ବାଲିଅନ୍ତା ତହସିଲଦାର ଗିରଫ
ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ଆଜି ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ତହସିଲଦାରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାରି କରିବା…