Browsing Category
ରାଜ୍ୟ
ଓଡ଼ିଶାରୁ ବଳକା ଚାଉଳ କିଣିବ ଏଫସିଆଇ: ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର: ଓଡ଼ିଶାରେ ସଂଗୃହୀତ ଧାନରୁ ଅମଳ ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ଉତ୍ତୋଳନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର…
ନୀଳାଦ୍ରୀ ବିଜେ ଦେଖିବାକୁ ଭାଇ ସହ ପୁରୀ ଯାଉଥିଲେ ଯୁବତୀ, ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ
ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ନୀଳାଦ୍ରୀ ବିଜେ ଦର୍ଶନର ଇଚ୍ଛା ଜଣେ ଯୁବତୀଙ୍କ ପାଇଁ ଅଧୁରା ରହିଗଲା। ସେ ତାଙ୍କ ଭାଇଙ୍କ ସହ ପୁରୀ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ…
କାମ ବିଳମ୍ବ ହେବାରୁ ମିଟିଂ ମଝିରେ ଫାଇଲ୍ ଚିରିଲେ ଦଶପଲ୍ଲା ବିଧାୟକ, ବିଡିଓଙ୍କୁ ଦେଲେ ଚେତାବନୀ
ନୟାଗଡ଼: ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ଗୁରୁବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା ଦେଖାଦେଇଥିଲା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଳମ୍ବିତ ବିକାଶମୂଳକ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ…
“ବିଜେଡି ସାବତ ଝିଅ ପରି ବ୍ୟବହାର କଲା”, ଦଳରୁ ବାହାରିବା ପରେ ସୁନୀତାଙ୍କ ବଡ଼ ବିବୃତ୍ତି
ଭୁବନେଶ୍ୱର: ବିଜେଡି ପୋଲ୍ ଖୋଲିଦେଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ। ସେ କହିଲେ, “ନବୀନ ବାବୁ ମତେ ଡାକିଲେ ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା।”
ସେ…
ଗଞ୍ଜେଇ ଯାଞ୍ଚ ବେଳେ କାରର ସିକ୍ରେଟ ଚାମ୍ବରରୁ ମିଳିଲା 1 କ୍ବିଣ୍ଟାଲରୁ ଅଧିକ ରୁପା
ସମ୍ବଲପୁର: ଗଞ୍ଜେଇ ଯାଞ୍ଚ କରୁ କରୁ ମିଳିଲା 1 କ୍ବିଣ୍ଟାଲରୁ ଅଧିକ ରୁପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ।
ରେଙ୍ଗାଳି ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ହେଲାବେଳେ ଜବତ ହେଲା ଏହି ରୁପା। ଗଞ୍ଜେଇ…
ଚଳିତ ମାସରେ ମିଳିବ ଗହମ, ବଳକା ଚାଉଳ ନେବ ଏଫସିଆଇ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଚଳିତ ମାସରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ସୂଚନା ଜାରି କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଯେତିକି ଗହମ ଆସିଥିଲା ଦେବାକୁ…
ବିଜେଡ଼ିକୁ ଶକ୍ତ ଝଟକା; କଂଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ, ଗତକାଲି ବିଜେଡ଼ିରୁ ଦେଇଥିଲେ ଇସ୍ତଫା
ଭୁବନେଶ୍ବର: ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ପରାଜିତ ହୋଇଥିଲେ ।…
କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ଓଡ଼ିଶା ସମ୍ମାନିତ, ଅନ୍ନଦାତାଙ୍କୁ ଏହି ସମ୍ମାନ ଉତ୍ସର୍ଗ କଲେ ଉପମଖ୍ୟମନ୍ତ୍ରୀ
ଭୁବନେଶ୍ବର: କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା । 16ତମ ଏଗ୍ରିକଲଚର ଲିଡରସିପ୍ କନକ୍ନେଭରେ ସମ୍ମାନିତ ହେଲା ଓଡ଼ିଶା । ପୁରସ୍କାର ଗ୍ରହଣ କଲେ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି…
ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ, ଭକ୍ତଙ୍କ ମଙ୍ଗଳ ପାଇଁ ଉପବାସ ରଖିବେ ନଡ଼ିଆ ରାଣୀ
କେନ୍ଦୁଝର: ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସରେ ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମାଆ ତାରିଣୀଙ୍କ ଉପବାସ କରିବେ । ଦିନ ତମାମ…
ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 21 ପୋଲିସ କର୍ମଚାରୀ
ପୁରୀ: ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ବୁରୀଗୁଡ଼ା ନିକଟରେ ଓଲଟିଲା ପୋଲିସ ଗାଡ଼ି।
ଫଳରେ ଅଳ୍ପକେ ବର୍ତ୍ତିଲେ କୋରାପୁଟ ଜିଲ୍ଲାର 21 ପୋଲିସ…