Browsing Category
ଖେଳ
ଅଳ୍ପ ସମୟ ପାଇଁ ରୋହିତଙ୍କୁ ମିଳିଲା ଅଧିନାୟକ ଭାର: ଖୁବ ଶୀଘ୍ର ହାତରୁ ପଦବୀ ଛଡା ନେବେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହି ପଦ ବେଶୀ ଦିନ ପାଇଁ ନୁହେଁ । ରୋହିତଙ୍କୁ ଅଧିନାୟକ ପଦ ଦିଆଯିବା ସହିତ ଏକ ଗୁରୁଦାୟିତ୍ୱ ମଧ୍ୟ…
କିଏ ଏହି ସୌରଭ କୁମାର ? ଯାହାଙ୍କୁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଆଧାରରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ…
ଭାରତ ସୃଷ୍ଟି କଲା ବିଶ୍ୱ ରେକର୍ଡ: ପାକିସ୍ତାନକୁ ପକାଇଲା ପଛରେ, ହାସଲ କଲା ଶତକୀୟ ବିଜୟ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିଜୟ ସହ ଭାରତ ନାଁରେ ଯୋଡି ହୋଇଛି ଏକ ବିଶ୍ୱ ରେକର୍ଡ । ଟି-୨୦ରେ ବିଜୟରେ ଶତକ ହାସଲ କରିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଦଳ ଟି-୨୦…
ଶ୍ରୀଲଙ୍କା ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବୁମରା ଉପ ଅଧିନାୟକ, ରାହାଣେ ଓ ପୂଜାରା ବାଦ
ନୂଆଦିଲ୍ଲୀ: ଆସନ୍ତା ଶ୍ରୀଲଙ୍କା ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ କୋହଲି ଟି-୨୦ ସିରିଜ୍ ପାଇଁ ବିଶ୍ରାମ ନେଇଥିବା ବେଳେ ଟେଷ୍ଟ ଦଳରୁ ବାଦ ପଡିଛନ୍ତି ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା । ଉଭୟ…
ଶେଷ ମ୍ୟାଚରେ ବଡ ଅଦଳବଦଳ ସହ ମଇଦାନକୁ ଓହ୍ଳାଇବ ଟିମ ଇଣ୍ଡିଆ: ଏମିତି ହୋଇପାରେ ପ୍ଲେଇଙ୍ଗ ୧୧
କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ହୋଇପାରେ ପରିବର୍ତ୍ତନ । ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ଋଷଭ ପନ୍ତ ଶେଷ୍ଠ ଏକାଦଶରୁ ବାହାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦିନିକିଆ…
ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଲା ବିସିସିଆଇ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ପୂର୍ବରୁ ବିସିସିଆଇ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଦଳର ବାୟୋ ବବଲରୁ ୧୦ ଦିନର ବିରତି ଦେଇଛି। କୋହଲି ଏବେ ଘର ଅଭିମୁଖେ ଯାତ୍ରା କରିଛନ୍ତି। ସେ…
ପାୱେଲ ଓ ପୁରନଙ୍କ ଅର୍ଦ୍ଧଶତକ ବେକାର: ଶେଷ ଓଭର ଥ୍ରିଲର ସହିତ ସିରିଜ ଜିତିଲା ଭାରତ
ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତ ଟି-୨୦ ସିରିଜ ଉପରେ କବଜା କରିଛି । ଦଳର ଓପନର ଇଶାନ କିଶାନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିବା ବେଳେ ପଡିଆକୁ ଆସିଥିଲେ ବିରାଟ କୋହଲି ।…
ଶେଷ ହେଲା ଅପେକ୍ଷା: ଦ୍ୱିତୀୟ ଟ୍ୱେଣ୍ଟି- ଟ୍ୱେଣ୍ଟିରେ ଅର୍ଦ୍ଧଶତକ ହାସଲ କଲେ କିଙ୍ଗ କୋହଲି
କୋଲକାତା: ଦୀର୍ଘ ଦିନ ଧରି ଖରାପ ଫର୍ମ ସହିତ ଲଢେଇ କରୁଥିବା ବିରାଟ କୋହଲିଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏଥିସହ ପ୍ରଶଂସକମାନଙ୍କ ମଧ୍ୟ ଅକ୍ଷୋରେ ପୂର୍ଣ୍ଣଚ୍ଛେଦ ପଡିଛି । ବହୁ ଦିନ ପରେ ବିରାଟଙ୍କ ବ୍ୟାଟରୁ ଦେଖିବାକୁ…
୧୦୦ତମ ଟି-୨୦ ମ୍ୟାଚରେ ଟସ ଜିତିଲେ କାଏରନ ପୋଲାର୍ଡ: ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ
କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭର୍ତକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ…
ଟି-୨୦ ସିରିଜରୁ ଓହରି ପାରନ୍ତି କିଙ୍ଗ କୋହଲି: ୪ ମାସ ପରେ ଦଳକୁ ହୋଇପାରେ ଷ୍ଟାର କ୍ରିକେଟରଙ୍କ କମବ୍ୟାକ
ନୂଆଦିଲ୍ଳୀ: ୨୪ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ସିରିଜ । ଏଥିପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । କିନ୍ତୁ ଏହା ପୂର୍ବରଚ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଶ୍ରୀଲଙ୍କା…