Browsing Category
Breaking News
ଟାରିଫ୍ ବିବାଦ ମଧ୍ୟରେ ଆସିଲା ବଡ଼ ଅପଡେଟ୍, ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପ୍ଙ୍କ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ଆହୁରି ଗଭୀର ହେବାରେ ଲାଗିଛି । ଏହି ସମୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା ହେବ…
3 ଦିନ ବସ ଭଡ଼ା ଫ୍ରି; ରକ୍ଷାବନ୍ଧନରେ ମହିଳାଙ୍କ ସହିତ ପୁରୁଷଙ୍କ ବି ପାଇବେ ମାଗଣା ସେବା ! ଜାଣନ୍ତୁ, କେଉଁ ରୁଟରେ ଏହି ସୁବିଧା…
ନୂଆଦିଲ୍ଲୀ: ରକ୍ଷାବନ୍ଧନରେ ମହିଳାଙ୍କ ସହିତ ପୁରୁଷ ବି ବସରେ ମାଗଣା ଯାତ୍ରା କରିପାରିବେ । ଯଦି ଆପଣ ରକ୍ଷାବନ୍ଧନରେ ଦିଲ୍ଲୀରୁ ୟୁପି ଯାଉଛନ୍ତି, ତେବେ ମହିଳାଙ୍କ ସହିତ ଜଣେ ପୁରୁଷଙ୍କୁ ମଧ୍ୟ ବସ୍ରେ ମାଗଣା ଯାତ୍ରାର…
ଓଲଟିଲା ଯାତ୍ରୀବାହୀ ବସ୍; ଥିଲେ 50ରୁ ଅଧିକ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି
କାମାକ୍ଷାନଗର: କନ୍ତିଓକାଟେଣୀରେ ଓଲଟିଲା ବସ । ବସ ଓଲଟିବାରୁ 20ରୁ ଅଧିକ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ପରଜଙ୍ଗରୁ ଭୁବନେଶ୍ବର…
ସରିବ ଗମ୍ଭୀରଙ୍କ ଯୁଗ; ନୂଆ କୋଚ୍ ଖୋଜୁଛି BCCI, ଏତିକି ରହିବ ଯୋଗ୍ୟତା, ଆବେଦନକ ଶେଷ ତାରିଖ 20 ଅଗଷ୍ଟ
ନୂଆଦିଲ୍ଲୀ: ସରିବ ଗମ୍ଭୀରଙ୍କ ଯୁଗ । ନୂଆ କୋଚ୍ ଖୋଜିବା ଆରମ୍ଭ କଲା BCCI । ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (COE) ରେ ନୂତନ ପ୍ରଶିକ୍ଷକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଜାରି କରିଛି । BCCI ବୋଲିଂ କୋଚ,…
ଟିକା ନେଇ ଆଖି ବୁଜିଲା ଅଢେଇ ମାସର ଶିଶୁ ! ଅଭିଯୋଗ କଲେ ପରିବାର
ପଦ୍ମପୁର: ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଟୀକାକରଣ କେନ୍ଦ୍ରରେ ଟିକା ନେଇ ଶିଶୁଟି ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି…
ବିଲରେ କାମ କରିବା ହେଲା କାଳ, ବଜ୍ରାଘାତରେ ଚାଲିଗଲା ଜୀବନ
ପୁରୀ: ପୁରୀ ଜିଲ୍ଲା କୋଣାର୍କରେ ବଜ୍ରାଘାତ ନେଲା ଜୀବନ। ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳି ପଡ଼ିଥିବା ସୂଚନା ମିଳିଛି।
କନ୍ତିମାଳ ଗାଁର ଚାଷୀ ବିଲରେ କାମ କରୁଥିବା ସମୟରେ ହୋଇଥିଲା ବଜ୍ରାଘାତ।…
ଜଙ୍ଘ ଉପରେ ଲାପଟପ୍ ରଖି କରୁଛନ୍ତି କି କାମ ? କମିଯିବ ଯିବ ଆପଣଙ୍କ ଶୁକ୍ରାଣୁ, ରିପୋର୍ଟରୁ ସାଂଘାତିକ ଖୁଲାସା !
ଓଡ଼ିଶା ଭାସ୍କର: ଆଜିର ଡିଜିଟାଲ ଯୁଗରେ ମୋବାଇଲ୍ ଏବଂ ଲାପଟପ୍ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଗଲାଣି। ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାପଟପକୁ କୋଳରେ ରଖି କାମ କରୁଛନ୍ତି ଏବଂ ମୋବାଇଲକୁ ସବୁବେଳେ ପ୍ୟାଣ୍ଟ ପକେଟରେ…
ଗୋଟିଏ ମେସେଜରେ ତରଳିଗଲା ହୃଦୟ….ଜାଣନ୍ତୁ ରିଷଭ ପନ୍ତଙ୍କୁ କାହିଁକି କ୍ଷମା ମାଗିଲେ କ୍ରିସ୍ ୱକ୍ସ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨-୨ରେ ଶେଷ ହୋଇଛି । ଏହି ଟେଷ୍ଟ ସିରିଜ୍ ସମୟରେ ଭାରତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏବଂ ଇଂଲଣ୍ଡର…
ଭକ୍ତଙ୍କ ପାଇଁ ଖୁସି ଖବର; ବୈଷ୍ଣୋ ଦେବୀକୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ, ଯାଞ୍ଚ କରନ୍ତୁ ରୁଟ୍ ଏବଂ ସମୟ
ନୂଆଦିଲ୍ଲୀ: ଭକ୍ତଙ୍କ ପାଇଁ ଖୁସି ଖବର । ଏଥର ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ହେବା ସହଜ । ଆରମ୍ଭ ହେଲା ବନ୍ଦେ ଭାରତ ଟ୍ରେନ ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ ତାଙ୍କ କର୍ଣ୍ଣାଟକ ଗସ୍ତରେ ୩ଟି…
ଚତୁର୍ଥୀ ପରେ ବରକୁ କୋଠରୀରେ କଲା ବନ୍ଦ…ଫେରାର ହେବା ପାଇଁ ବାଲକୋନିରୁ ଡେଇଁଲା, ଭାଙ୍ଗିଲା ଦୁଇ ଗୋଡ଼
ରାଜସ୍ଥାନ: ଯୋଧପୁରରେ ଜଣେ ମହିଳା ଏଭଳି ଏକ କାଣ୍ଡ କରିଛନ୍ତି, ଯାହା ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିବାହର ମାତ୍ର ଦୁଇ ଦିନ ପରେ ସେ ବରକୁ କୋଠରୀରେ ବନ୍ଦ କରି ଦେଇଥିଲେ କନିଆଁ । ଆଉ ସେଠୁ ଖସି ପଳାଇବା…