Browsing Category

Breaking News

ଦାଦା ସହ ଝିଆରୀ ହେଲା ଫେରାର, ତାପରେ କଲା ବିବାହ…ଫେରିବା ପରେ ଉଭୟଙ୍କୁ ଅପହରଣ, CCTVରେ କଏଦ ହେଲା ଦୃଶ୍ୟ

ଭୋପାଳ: ଦାଦା ଓ ଝିଆରୀ ଘରୁ ପଳାଇ ବିବାହ କରିବା ପଡ଼ିଲା ମହଙ୍ଗା । ଫେରିବାପରେ ଉଭୟଙ୍କୁ ସ୍ପଷ୍ଟ ଦିବାଲୋକରେ କରାଗଲା ଅପହରଣ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ହରଦା ଅଞ୍ଚଳରେ । ତେବେ ଏହି ଘଟଣା ସିସିଟିଭିରେ କଏଦ…

34 ବର୍ଷ ବୟସରେ କନ୍ନଡ଼ ଅଭିନେତା ସନ୍ତୋଷ ବଲରାଜଙ୍କ ଦେହାନ୍ତ, ଜଣ୍ଡିସରେ ଗଲା ଜୀବନ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ସାଉଥ କଳାକାରଙ୍କ ମୃତ୍ୟୁ ଖବର ଗୋଟିଏ ପରେ ଗୋଟିଏ ଆସୁଛି । ପ୍ରଥମେ କଳାଭବନ ନଭାସ ଏହି ଦୁନିଆ ଛାଡି ଚାଲିଗଲେ ଏବଂ ତା’ପରେ ସୁପରଷ୍ଟାର ପ୍ରେମ ନାଜିରଙ୍କ ପୁଅ ଏବଂ ଅଭିନେତା…

ବବିତା ପାତ୍ର ହେଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା, ସୋଭନା ମହାନ୍ତି ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ

ଭୁବନେଶ୍ୱର : ଦୁଇ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ବ । ବବିତା ପାତ୍ର ଏବଂ ସୋଭନା ମହାନ୍ତିଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଥିବା ବେଳେ…

ମହମ୍ମଦ ସିରାଜଙ୍କ ନାଁରେ ଆଉ ଏକ ବଡ଼ ରେକର୍ଡ, ଏମଏସ ଧୋନିଙ୍କୁ ପଛରେ ପକାଇ ଇତିହାସ ରଚିଲେ

ନୂଆଦିଲ୍ଲୀ: ଓଭାଲ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡକୁ 6 ରନରେ ପରାସ୍ତ କରିଛି। ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ 2-2 ଡ୍ରରେ ଶେଷ ହୋଇଥିଲା। ଟିମ୍ ଇଣ୍ଡିଆର ଏହି ବିଜୟରେ ମହମ୍ମଦ ସିରାଜଙ୍କ ଭୂମିକା ଅତି…

(Video)ପ୍ରକୃତିର ତାଣ୍ଡବ…ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ 20 ସେକେଣ୍ଡରେ ସବୁ ଛାରଖାର, 4 ମୃତ 60ଜଣ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ହର୍ଷିଲରେ ବାଦଲ ଫଟା ବର୍ଷା ହୋଇଛି । ଦୁର୍ଘଟଣାରେ 12 ଜଣ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି ।…

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗଛରେ ଝୁଲୁଛି ସ୍ୱାମୀ, ଘରେ ପଡ଼ିଛି ସ୍ତ୍ରୀ ମୃତଦେହ

ଉମରକୋଟ: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ଅଘଟଣ। ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ। ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ରକ୍ତ…

ଆଉ ନାହାଁନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ନୂଆଦିଲ୍ଲୀ: ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ। ଆଜି ଅର୍ଥାତ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ…

BREAKING: ୧୭ରେ ଓଡ଼ିଶା ଆସିପାରନ୍ତି ମୋଦୀ, ମୁଖ୍ୟମନ୍ତ୍ରୀ କରିବେ ନିମନ୍ତ୍ରଣ

ଭୁବନେଶ୍ୱର: ୧୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୭ରେ ଓଡ଼ିଶା ଆସିବାକୁ ନରେନ୍ଦ୍ର ମୋଦୀଙ୍କୁ କରାଯିବ ନିମନ୍ତ୍ରଣ। ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିବେ…

ଭବାନୀପାଟଣାରେ ଗୁଣି ଗାରେଡ଼ି ପାଇଁ ବୃଦ୍ଧଙ୍କୁ ହତ୍ୟା, 2 ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଶ୍ବନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧ, ଯିଏ ଗତ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ, ତାଙ୍କର ମୃତଦେହ ରାୟଗଡ଼ା ଜିଲ୍ଲାର ଦହିଖାଲ ରେଳଧାରଣା ନିକଟରୁ…

ଚକୋଲେଟ ଦେବାକୁ ଡାକିନେଇ ୪ ବର୍ଷର ଝିଅକୁ ଝୁଣି ଖାଇଗଲା ରାକ୍ଷସ

ଯାଜପୁର: ଯାଜପୁରରେ ଲଜ୍ଜା; ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଚକୋଲେଟ ଦେବାକୁ କହି କୁନିଝିଅକୁ ଡ଼ାକିନେଇଥିଲା ଅଭିଯୁକ୍ତ। ତା ପରେ ତା ସହ ଭିଆଇଥିଲା ଏଭଳି କାଣ୍ଡ। ଯାଜପୁର ଜିଲ୍ଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ…