Browsing Category
Breaking News
୧୫୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଲା ୫ ବର୍ଷର ପିଲା: ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି
ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର କାଲିଖାଡ ଗାଁରେ ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ଜଣେ ୫ ବର୍ଷର ଶିଶୁ ୧୫୦ ଫୁଟ ଗଭୀର ନଳକୂପ ଭିତରକୁ ଖସି ପଡ଼ିଥିଲା। ଶିଶୁଟି ବୋରୱେଲଠାରୁ ପ୍ରାୟ ୧୫୦ ଫୁଟ ତଳକୁ ଫସି ରହିଛି।…
ବିଜ୍ଞାନର ଚମତ୍କାର ଭ୍ୟାକ୍ସିନ: ଏଣିକି ମଶା କାମୁଡ଼ିଲେ ମ୍ୟାଲେରିଆ ହେବା ବଦଳରେ ରୋଗରୁ ସୁରକ୍ଷା ମିଳିବ
ନୂଆଦିଲ୍ଲୀ: ମ୍ୟାଲେରିଆ କିପରି ବ୍ୟାପେ, ତାହା ଆମେ ସମସ୍ତେ ଜାଣିଛେ । ମଶା ଆମକୁ କାମୁଡ଼ିବା ଫଳରେ ଆମ ଶରୀରରେ ମ୍ୟାଲେରିଆ ରୋଗ ସଂକ୍ରମଣ ହୋଇଥାଏ । ତେବେ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ମଶା…
ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର ବଢ଼ୁଛି, ଗ୍ରାମାଞ୍ଚଳରେ ୬୯% ଏବଂ ସହରାଞ୍ଚଳରେ ୨୫% ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲଏଫପିଆର) ବୃଦ୍ଧି ପାଉଛି। ବିଶେଷ କରି ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏହି ହାରରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଛି ବୋଲି ଅବଧିକାଳୀନ ଶ୍ରମ ଶକ୍ତି…
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କଲେ ଦୁର୍ବୃତ୍ତ: ଇଭେଣ୍ଟ ବାହାନାରେ ଡାକି ୩ ଲକ୍ଷ ଲୁଟିନେଲେ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିବା ଖବର ସାମ୍ନାକୁ ଆସିଛି । ଇଭେଣ୍ଟ ବାହାନାରେ ମୁସ୍ତାକଙ୍କୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଡାକି ତାଙ୍କୁ ଠାରୁ…
ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍
ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ଓ ଆଧୁନିକୀକରଣ ହେବ, ଗଠନ ହେବ ଟାସ୍କ ଫୋର୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଆଖୁ ଚାଷୀଙ୍କ ପାଇଁ ଆସିଛି ଏକ ଶୁଭ ସମ୍ବାଦ । ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ଟାସ୍କ ଫୋର୍ସ…
Breaking: ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ହେବ ମରାମତି…. ଶନିବାର, ରବିବାର ବନ୍ଦ ରହିବ କାମ
ପୁରୀ: ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଛତିଆ ନିଯୋଗ ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ମରାମତି କାମ ଆରମ୍ଭ କରାଯିବ । ଦିନ ଗୋଟାଏରୁ…
ଇସ୍ତଫା ଦେଲେ ବିଧାୟକ ଅବଦୁଲ ରେହମାନ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ତେବେ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।…
(Video) ପ୍ରଭୁଙ୍କ ଲୀଳା ଅପାର! କୁକୁଡ଼ା କହୁଛି ଜୟ ଶ୍ରୀରାମ, ଜଗତର ନାଥ ଜଗନ୍ନାଥଙ୍କ ଆଗରେ ମୁଣ୍ଡ ନୂଆଇଁ ପ୍ରଣାମ କରୁଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ପରି ପଶୁ, ପକ୍ଷୀ, ସରିସୃପ, ବୃକ୍ଷଲତା ସମସ୍ତେ ସମାନ । ଯଦିଓ ମଣିଷକୁ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଇଥାଏ, ତେବେ ପଶୁ, ପକ୍ଷୀମାନେ ମଧ୍ୟ ସବୁ…
ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ସୁଜିତ କୁମାର!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ରହିଥିବା ବେଳେ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର…