Browsing Category
Breaking News
ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା, ଶେଷରେ ସିଂହବାହିନୀ ଯିବେ ପୀୟୂଷ ତ୍ରିପାଠୀ
ଭୁବନେଶ୍ବର: ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଏନେଇ ଏକ ପ୍ରେସମିଟରେ ସେ ଏହି ଖୁଲାସା କରିଛନ୍ତି । ସୂର୍ଯ୍ୟ ମନ୍ଦିର…
ରେଳଯାତ୍ରୀଙ୍କୁ ଲାଗିବ ବଡ଼ ଝଟକା ! ଟିକେଟ ମୂଲ୍ୟ ବଢାଇବାକୁ ପ୍ରସ୍ତୁତି, ଜାଣନ୍ତୁ କେତେ ହୋଇପାରେ ମହଙ୍ଗା
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଝଟକା ଆସୁଛି। ୧ ଜୁଲାଇ ୨୦୨୫ରୁ ଏସି ଓ ନନ-ଏସି ଏକ୍ସପ୍ରେସ, ମେଲ ଏବଂ ସେକେଣ୍ଡ କ୍ଲାସ ଟିକେଟର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। ଏହି ମୂଲ୍ୟ ବୃଦ୍ଧି…
ଆଧାର ସଂଶୋଧନ ବାହାନାରେ ଚକମା ଦେଇଗଲା ପତ୍ନୀ, ବିବାହର ୧୦ ଦିନ ପରେ ପ୍ରେମିକ ସହ ଫେରାର
ବିହାରର ଗୋପାଳଗଞ୍ଜ ଜିଲ୍ଲାର ଫୁଲୱାରିଆ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୧୦ ଦିନ ପରେ ଜଣେ ନବବିବାହିତା ନବବଧୂ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ନବବଧୂ ଆଧାର କାର୍ଡରେ…
SSC CHSL 2025: : ୩୧୩୧ ପଦବୀ ପାଇଁ ଅନଲାଇନ ଆବେଦନ ଆରମ୍ଭ, ଯୋଗ୍ୟତା, ଫିସ ଓ ଆବେଦନ ପ୍ରକ୍ରିୟାର ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ କମିସନ (ଏସଏସସି) ଦ୍ୱାରା କମ୍ବାଇଣ୍ଡ ହାୟର ସେକେଣ୍ଡାରୀ ଲେଭେଲ (ସିଏଚଏସଏଲ) ୨୦୨୫ ପରୀକ୍ଷା ପାଇଁ ନୋଟିଫିକେସନ ୨୩ ଜୁନ ୨୦୨୫ରେ ଜାରି ହୋଇଛି। ଏହି ପରୀକ୍ଷା ମାଧ୍ୟମରେ ଭାରତ ସରକାରଙ୍କ…
ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ କଲେଜ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ଏନେଇ ସୂଚନା ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ।
ସେ…
ଗଣିତ ସାର୍ଙ୍କ କାରନାମା; ଗିରଫ ପରେ ସରକାରୀ ଚାକିରିରୁ ନିଲମ୍ବନ, ସ୍କୁଲର ୨୪ ଛାତ୍ରୀଙ୍କ ସହ କରୁଥିଲେ ଅଶ୍ଳୀଳ ବ୍ୟବହାର
ନୂଆଦିଲ୍ଲୀ: ପୁଣି ଅଶ୍ଳୀଳତା। ଏଥର ଜଣେ ଗଣିତ ଶିକ୍ଷକ ଜଣେ କି ଦୁଇ ଜଣ ଛାତ୍ରୀ ନୁହେଁ, ୨୪ ଜଣ ଛାତ୍ରୀଙ୍କ ସହ କରୁଥିଲେ ଅଶ୍ଳୀଳତା। ଅଭିଭାବକ ଜାଣି ଏହି ଶିକ୍ଷକଙ୍କୁ ଥାନା ପଠାଇଛନ୍ତି।
ଏହି ଘଟଣାଟି ହିମାଚଳ…
ଯୁଦ୍ଧ ଜର୍ଜରିତ ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ଯୁଦ୍ଧ ପ୍ରଭାବିତ ଇସ୍ରାଇଲରୁ ଫେରି ଦିଲ୍ଲୀରେ ପହଞ୍ଚିଲେ। ଇରାନ ଏବଂ ଇସ୍ରାଇଲର ଘମାଘୋଟ ଯୁଦ୍ଧ ଭିତରେ ସୁରକ୍ଷିତାରେ ଦିଲ୍ଲୀରେ ପହଞ୍ଚିଛନ୍ତି ଓଡ଼ିଆ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆପ୍ରେଣ୍ଟିସସିପ ଭର୍ତ୍ତି ୨୦୨୫: ଆଜି ଆବେଦନର ଶେଷ ତାରିଖ, ତୁରନ୍ତ କରନ୍ତୁ ଆବେଦନ!
ସେଣ୍ଟ୍ରାଲ ବ୍ୟାଙ୍ଅଫ ଇଣ୍ଡିଆ (CBI) ଆପ୍ରେଣ୍ସିଟିସପ ଭର୍ତ୍ତି ୨୦୨୫ ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଏହି ଭର୍ତ୍ତି ଅଭିଯାନ ମାଧ୍ୟମରେ ଦେଶର ବିଭିନ୍ନ ଶାଖାରେ ଆପ୍ରେଣ୍ଟିସ ପଦବୀ ପୂରଣ କରାଯିବ। ଯୋଗ୍ୟ ଏବଂ…
“କିଛି ଲୋକ ବାହାଦୂରୀ ନେବାକୁ..”, ମୋଦକ ଚୋରି ଅଭିଯୋଗକୁ ଆଇନ୍ ମନ୍ତ୍ରୀ କଲେ ଖଣ୍ଡନ
ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କିଛି ଲୋକ ବାହାଦୂରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ମୋଦକ ଚୋରି ହୋଇନି।…
ଶକ୍ତ ଭୂମିକମ୍ପ ଝଟକାରେ କମ୍ପିଗଲା ଲୋକଙ୍କ ଛାତି, ଘରୁ ବାହାରିକି ଦୌଡ଼ିଲେ ଲୋକେ
ନୂଆଦିଲ୍ଲୀ: ଭୂମିକମ୍ପ ପୁଣି ଥରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଘଟଣାଟି ଫିଲିପାଇନ୍ସର, ଯେଉଁଠାରେ ମଙ୍ଗଳବାର ଅର୍ଥାତ ଆଜି ବହୁ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି।
ଏହି କାରଣରୁ ଲୋକଙ୍କ ମଧ୍ୟରେ…