Browsing Category

Breaking News

ଜାନୁଆରୀ ୮ରୁ ଆରମ୍ଭ ହେବ ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ: ଆୟୋଜନର ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଜାନୁଆରୀ ୮ରୁ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ସଂପର୍କରେ ମୁଖ୍ୟଶାସନ…

କାଉଣ୍ଟଡାଉନ୍ ଆରମ୍ଭ, ଆଜି ଅପରାହ୍ନରେ ଲଞ୍ଚ ହେବ Proba-3 Mission

ନୂଆଦିଲ୍ଲୀ :  ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆଜି ସନ୍ଧ୍ୟା ୪ଟା ୮ ମିନିଟ ସମୟରେ ୟୁରୋପୀୟ ମହାକାଶ ଏଜେନ୍ସି ର ପ୍ରୋବା-୩ ମିଶନ ଲଞ୍ଚ କରିବ ଇସ୍ରୋ ।…

‘ପୁଷ୍ପା-୨’ ଫ୍ୟାନ୍ସଙ୍କୁ ବଡ଼ ଝଟକା: ଫିଲ୍ମ ୩ଡି ଭର୍ସନରେ ରିଲିଜ ହେବନି, ରାତିର ଶୋ’ ବାତିଲ୍

ନୂଆଦିଲ୍ଳୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨: ଦି ରୁଲ’କୁ ଫ୍ୟାନ୍ସ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ଖୁବ୍ ଦ୍ରୁତ ଭାବେ ବଢ଼ି ଚାଲିଛି । ପୁଣି ଥରେ…

ସକାଳୁ ସକାଳୁ ରାଜଧାନୀରେ ହତ୍ୟା , ଘରେ ପଶି ୩ଜଣଙ୍କୁ ହାଣିଲେ

ନୂଆଦିଲ୍ଲୀ: ଦିବା ଲୋକରେ ରାଜଧାନୀରେ ଗଡିଲା ମୁଣ୍ଡ । ଘରେ ପଶି ଗୋଟିଏ ପରିବାରର 3ଜଣଙ୍କୁ ହତ୍ୟା । ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳର ଦେବାଲୀରେ ଘଟିଛି ଏହି ବିଭତ୍ସ ହତ୍ୟା । ଘରେ ପଶି ସ୍ବାମୀ ପତ୍ନୀ ଏବଂ ଝିଅକୁ…

(Video) ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ପଞ୍ଜାବରୁ ଆସିଛି ଏକ ବଡ଼ ଖବର । ଶିରୋମଣୀ ଅକାଳ ଦଳ (ଏସଏଡି) ମୁଖ୍ୟ ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ । ଅମୃତସର ସ୍ୱର୍ଣ୍ଣ ମନ୍ଦିର…

(Video) ଅବିଶ୍ୱସନୀୟ ଦୃଶ୍ୟ! ଗୋ-ମାତା ସାଜିଲେ ମାଂସାହାରୀ, କୁକୁଡ଼ାକୁ ଜୀବନ୍ତ ଗିଳିଦେଲା ଗାଈ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗାଈକୁ ଗୋ-ମାତାର ଆଖ୍ୟା ଦିଆଯାଇ ପୂଜା କରାଯାଇଥାଏ । ଗୋ-ମାତାଙ୍କ ଠାରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି ବୋଲି କୁହାଯାଇଥାଏ । ତେବେ ସାଧାରଣ ଭାବେ ଗାଈ ଏକ ଗୃହପାହିତ ପଶୁ ହୋଇଥିବା…

ହାଇକୋର୍ଟଙ୍କ ବଡ଼ ରାୟ: ଡିଗ୍ରୀଧାରୀ ଇଞ୍ଜିନିୟରମାନେ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ କରିପାରିବେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଗ୍ରୀଧାରୀ ଇଞ୍ଜିନିୟରମାନେ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ କରିପାରିବେ ନାହିଁ । କେବଳ ଡିପ୍ଲୋମା ଇଞ୍ଜିନିୟରମାନେ ଏହି ପଦରେ ଆବେଦନ କରିପାରିବେ । ଓଡ଼ିଶା ହାଇକୋର୍ଟ ଏନେଇ ଏକ ବଡ଼…

(Video) ଯୌତୁକ 2 କୋଟି 56 ଲକ୍ଷ ସାଙ୍ଗକୁ ଦାମୀ କାର୍, ରୋୟାଲ ବାହାଘରର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବାହାଘର ଭାଇରାଲ ହେବାରେ ଲାଗିଛି । ଏହା ଏକ ବିବାହ ଉତ୍ସବର ଅଟେ । ତେବେ ବାହାଘର ବେଦୀରେ କେବଳ ବିଡାବିଡା ନୋଟ୍ ନେଣଦେଣ ହେଉଥିବା ଦେଖାଯାଇଛି । ଉତ୍ତରପ୍ରଦେଶ ମେରଠରେ ଏହି ବିବାହ…

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ ଘୋଷଣା: ଆଜି ପୁରୀରେ ବନ୍ଦ ରହିବ ଘରୋଇ ଓ ସରକାରୀ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…

PF କ୍ଲେମ୍ ନିୟମ ପରିବର୍ତ୍ତନ କଲା EPFO: ଏଣିକି କର୍ମଚାରୀଙ୍କ ପାଇଁ ଆଧାର ବାଧ୍ୟତାମୂଳକ ହେବ ନାହିଁ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଅଧିନରେ ପଞ୍ଜୀକୃତ ହୋଇଥିବା ଅନ୍ତର୍ଜାତୀୟ କର୍ମଚାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଯେଉଁ କର୍ମଚାରୀମାନେ ଭାରତରେ କାମ କରିବା ପରେ ନିଜ ଦେଶକୁ ଚାଲିଯାଇଥିବେ…