Browsing Category
Breaking News
‘ପୁଷ୍ପା-୨’ର ଟିକେଟ୍ ଶସ୍ତାରେ କିପରି କରିବେ ବୁକିଂ? ଏହା ହେଉଛି ଡିସକାଉଣ୍ଟ ଅଫର୍ସ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଷ୍ଟାରଙ୍କର ଫିଲ୍ମ ପୁଷ୍ପା-୨: ଦ ରୁଲ ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ଏହି ଫିଲ୍ମର ଆଡଭାନ୍ସ ବୁକିଂ ରେକର୍ଡ ଭାଙ୍ଗିଛି। ଦିଲ୍ଲୀ,…
ବାଙ୍କୀରେ ଚାଲିଥିଲା ଦେହ ବେପାର, ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ୍ ଠାବ କଲା ପୋଲିସ
ବାଙ୍କୀ: କଟକ- ଭୁବନେଶ୍ୱର ପରେ ଏବେ ପାଳି ପଡ଼ିଛି ବାଙ୍କୀର । ବଙ୍ଗଲାଦେଶୀଙ୍କ ଯୁବତୀଙ୍କ ଦେହକାରବାର ଉପରୁ ଧୀରେ ଧରେ ଗୁମର ଖୋଲିବାରେ ଲାଗିଥିବାବେଳେ, ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ଗ୍ରାହକ…
ପୁଣି ଆଳୁ ଗୋଦାମରେ ଚଢ଼ାଉ, ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଇଗିଣିଆ ଆଳୁ ଗୋଦାମରେ ଚଢ଼ାଉ । ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।
ଆଳୁ ଗୋଦାମ ମାଲିକଙ୍କ କହିବାନୁଯାୟୀ ପଶ୍ଚିମବଙ୍ଗରୁ ୨ ଆଳୁଗାଡ଼ି…
ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ, ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ
ଉଦଳା: ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ । ଏ ନେଇ ଅଭିଯୋଗ କରିବା ପାଇଁ ଛାତ୍ରୀଙ୍କୁ କରିବାକୁ ପଡ଼ିଛି ବହୁ କଷ୍ଟ । ସ୍କୁଲରେ ଇଂରାଜୀ ଶିକ୍ଷକ ନିଯୁକ୍ତ କରାଇବା ଦାବି ନେଇ ୮ ଜଣ ଛାତ୍ରୀଙ୍କୁ ୧୦ କି.ମି ବାଟ…
‘ଗେରୁଆ ବସ୍ତ୍ର ପିନ୍ଧନ୍ତୁନି ଏବଂ ତିଳକକୁ ପୋଛି ଦିଅନ୍ତୁ’, ବାଂଲାଦେଶୀ ହିନ୍ଦୁଙ୍କୁ ପରାମର୍ଶ ଦେଲା ISKCON
ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର କରାଯାଉଛି । ଇସ୍କନ ସହ ଜଡିତ ସନ୍ଥ ଏବଂ ସେମାନଙ୍କ ଅନୁସରଣକାରୀଙ୍କୁ ଖାସକରି ନିରାଶ କରାଯାଉଛି । ଗେରୁଆ ବସ୍ତ୍ର ପିନ୍ଧିବା ଏବଂ ମଥାରେ ତିଳକ…
ଚୀନ୍ ଉପରେ ମୋଦୀ ସରକାରଙ୍କ ବଡ ଆକ୍ସନ! ଏହି ୨ଟି କମ୍ପାନୀ ଭାରତରେ ବ୍ୟାନ୍, ଆପଣ ମଧ୍ୟ ହୁଅନ୍ତୁ ସାବଧାନ
ନୂଆଦିଲ୍ଲୀ: ଦେଶରେ ଲିଥିୟମ୍ ବ୍ୟାଟେରୀ ଆମଦାନୀ କରୁଥିବା ଏବଂ ଏକ ତୃତୀୟ କମ୍ପାନୀ ଉପରେ ଅନୁସନ୍ଧାନ କରୁଥିବା ଦୁଇଟି ବଡ କମ୍ପାନୀ ବିରୋଧରେ ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଭାରତରେ ଚାଇନାରୁ ଆସୁଥିବା ଖରାପ…
ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏହି ଦିନରୁ ଡାଉନ ଲୋଡ଼ ହେବ ଆଡ଼ମିଟ କାର୍ଡ
ଭୁବନେଶ୍ୱର: ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ। ତେବେ ସକାଳ ୯ ଟାରୁ ୧୧…
ଅଳଙ୍କାର ଦୋକାନକୁ ମାଡ଼ିଗଲା ଟ୍ରକ୍, ଜଣେ ମୃତ
ବଲାଙ୍ଗିର: ଅଳଙ୍କାର ଦୋକାନକୁ ଟ୍ରକ୍ ମାଡ଼ିଯିବାର ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଅଳଙ୍କାର ଦୋକାନର ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାଟି ଟାଉନ ଥାନା ପାଟଣା ଛକ ନିକଟ ଏକ…
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଜୟପୁର: ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବିଶ୍ୱନାଥଙ୍କ ଭଡ଼ା…
ବିବାହ ବନ୍ଧନରେ ବାନ୍ଧି ହେବେ ଭାରତର ଷ୍ଟାର ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଏହି ଦିନ ନେବେ ୭ ଫେରା
ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ କରିବାକୁ ଯାଉଛନ୍ତି । ସେ ୨୨ ଡିସେମ୍ବର ୨୦୨୪ରେ ଉଦୟପୁରରେ ସାତ ଫେରା ନେବେ । ସିନ୍ଧୁ ହାଇଦ୍ରାବାଦରେ ରହୁଥିବା ଭେକଟ ଦତ୍ତା ସାଇଙ୍କ ସହ ବିବାହ…