Browsing Category

Breaking News

ଡିସେମ୍ବର ୩ରେ ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୫ ଦିନିଆ ଗସ୍ତସୂଚୀର ଡିଟେଲ୍ସ ସୂଚନା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖ (ମଙ୍ଗଳବାର) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବେ । ରାଷ୍ଟ୍ରପତିଙ୍କର ଏହି ପାଞ୍ଚଦିନିଆ ଗସ୍ତ ଅବସରରେ ସେ ଭୁବନେଶ୍ୱର, ପୁରୀ…

Breaking: ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣିବା ପରେ କୋର୍ଟ ପରିସରରୁ ଚମ୍ପଟ ମାରିଲେ ୨ ଦୋଷୀ, ଖୋଜାଖୋଜିରେ ଲାଗିପଡ଼ିଛି ନବରଙ୍ଗପୁର ପୋଲିସ

ନବରଙ୍ଗପୁର: କୋର୍ଟ ପରିସରରୁ ୨ ଦୋଷୀ ଫେରାର୍ ହୋଇଛନ୍ତି । ବିଚାରପତିଙ୍କ ଦଣ୍ଡାଦେଶ ପରେ ଦୋଷୀ ଦୁଇଜଣ ଚମ୍ପଟ ମାରିଥିବା କୁହାଯାଉଛି । ନବରଙ୍ଗପୁର ସିଜେଏମ୍ କୋର୍ଟ ପରିସରରେ ଏହି ଘଟଣା ଘଟିଥିବା ସୂଚନା । ଏଟିଏମ୍…

ପୁରୁଷ ଜୁନିୟର ଏସିଆ କପ୍ ହକି: ଡିସେମ୍ବର ୩ରେ ଭାରତ-ମାଲେସିଆ ସେମି ମୁକାବିଲା

ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ହକି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ପୁଲ-ଏ’ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଭରତ ସେମିରେ ପ୍ରବେଶ କରିଛି । ଗତକାଲି ଖେଳାଯାଇଥିବା ପୁଲ-ଏ’ର ଅନ୍ତିମ ମ୍ୟାଚରେ…

ପୁଣି ସ୍ଥଗିତ ରହିଲା ଚାମ୍ପିୟନ୍ସ ଟ୍ରଫି ବିବାଦର ନିଷ୍ପତ୍ତି: ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କଲା BCCI

ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି କ୍ଷେତ୍ରରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରି ଫାଇଦା ଉଠାଇବାକୁ ଚାହୁଁଥିଲା ଏବଂ ବିସିସିଆଇ ମଧ୍ୟ ସନ୍ତୁଷ୍ଟ ହେବ। ବାସ୍ତବରେ ପିସିବି କହିଛି ଯେ ଯଦି ଭାରତୀୟ…

ସିଣ୍ଡିକେଟ ବୈଠକରେ ବଡ଼ ନିଷ୍ପତ୍ତି: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କୁ ମିଳିବ ପଦୋନ୍ନତି । ବିଶ୍ୱବିଦ୍ୟାଳୟର…

(VIDEO): ‘ଦ ସାବରମତୀ ରିପୋର୍ଟ’ ଦେଖିଲେ ମୋଦି, ବିକ୍ରାନ୍ତଙ୍କ ସହ ଅନ୍ୟ କଳାକାର ଓ କେନ୍ଦ୍ରମନ୍ତ୍ରୀ ହେଲେ ସାମିଲ

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ ଏବଂ ଅନ୍ୟ ସଦସ୍ୟ…

ମେ ୧୮ରେ ହେବ JEE Advanced ପରୀକ୍ଷା ୨୦୨୫: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷା ୨୦୨୫ର ତାରିଖ ଘୋଷଣା କରିଛି ଆଇଆଇଟି କାନପୁର । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ ସେମାନେ ଜେଇଇ ଆଡଭାନ୍ସଡର…

ସଂଶୋଧନ ହେବ ବ୍ୟାଙ୍କିଂ ନିୟମ: ଏଣିକି ଗୋଟିଏ ଆକାଉଣ୍ଟ ପାଇଁ ୪ ଜଣ ନୋମିନୀ ରଖିପାରିବେ ବ୍ୟାଙ୍କ ଗ୍ରାହକ!

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ନିୟମ ମୁତାବକ, ଜଣେ ଖାତାଧାରୀ ନିଜର ବ୍ୟାଙ୍କ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀ ରଖିବାର ବ୍ୟବସ୍ଥା ରହିଛି…

ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନୂଆ ସଭାପତି କିଏ ହେବେ ? ଚାରିଜଣଙ୍କ ନାମକୁ ସୁପାରିସ

ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆମୂଳଚୂଳ ପରିବର୍ତ୍ତନ ହେବ। ଏଥି ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଦିନ ତଳେ ଏଆଇସିସି ମୁଖ୍ୟାଳୟ‌ରେ…

ଭୁବନେଶ୍ୱରର ଆଳୁ ମାର୍କେଟରେ ରେଡ୍; ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ଵର: ଦିନକୁ ଦିନ ଆଳୁ ଦର ବଢ଼ିବାରେ ଲାଗିଛି । ଆଳୁ ଦର ବଢ଼ିବା ପରେ ରାଜଧାନୀ ମାର୍କେଟରେ ରେଡ୍‌ ହୋଇଛି । ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢଉ ଚାଲିଛି। ଆଳୁ ଚଢ଼ା ଦରରେ ବିକ୍ରି…