Browsing Category
Breaking News
ମେଡ଼ିକାଲରେ ମହିଳା ରୋଗୀଙ୍କୁ ହତ୍ୟା, ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ
ଯୋଡ଼ା: ମେଡ଼ିକାଲରେ ରୋଗୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଘରୋଇ ହସ୍ପିଟାଲ ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । କାଲି ଅସୁସ୍ଥ ହେବାରୁ ମେଡ଼ିକାଲ ଆସିଥିଲେ ।
ମୃତ ମହିଳା 7 ନଂ ୱାର୍ଡର ଚିକିତ୍ସିତ…
ଆଜି ବାହାରିବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ, ଏହି ସମୟରେ ଓ୍ବେବସାଇଟରେ ଦେଖିହେବ ରେଜଲ୍ଟ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିତ ଶିକ୍ଷା ପରିଷଦ(CHSE) ପରିଚାଳିତ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିତ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା…
ଘରର ଏହି ଦିଗରେ ଲଗାନ୍ତୁ ବାଉଁଶ ଗଛ; ବଦଳିଯିବ ଭାଗ୍ୟ, ଧନକୁ କରିବ ଆକର୍ଷତ
ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ବାଉଁଶ ଗଛକୁ ବହୁତ ଶୁଭ ବୋଲି ମାନାଯାଏ। ଏହି ଗଛ ଜୀବନରେ ସକାରାତ୍ମକତା ଏବଂ ପ୍ରଗତି ଆଣିଥାଏ। ଆପଣ ଏହି ଗଛକୁ ଅନେକ ଲୋକଙ୍କ ଘର କିମ୍ବା ଅଫିସରେ ଲଗାଯାଇଥିବା ଦେଖିଥିବେ।…
ଇମେଲ ଜରିଆରେ 20 ସ୍କୁଲକୁ ବୋମା ଧମକ: ସପ୍ତାହକ ଭିତରେ ତୃତୀୟ ଥର ଆସିଲା ଧମକ
ଦିଲ୍ଲୀ: ଆଜି ପୁଣି ଥରେ ଆସିଲା ବୋମା ଧମକ । ଦିଲ୍ଲୀର 20ରୁ ଅଧିକ ସ୍କୁଲକୁ ଗୋଟିଏ ଦିନରେ ଉଡ଼ାଇ ଦେବାକୁ ଧମକ ଆସିଛି । ସପ୍ତାହକ ଭିତରେ ତୃତୀୟ ଥର ଇ-ମେଲରେ ମିଳିଛି ଧମକ । ଧମକ ପରେ ପୋଲିସ ପକ୍ଷରୁ ତନାଘନା ଜାରି…
ଶ୍ରାବଣ ମାସରେ ରୂପାର ନନ୍ଦୀ ଘରକୁ ଆଣିଲେ କ’ଣ ହୁଏ ? ଜାଣନ୍ତୁ ଏହାର ଚମତ୍କାରିତା
ଓଡ଼ିଶା ଭାସ୍କର: ଶ୍ରାବଣ ମାସରେ ଶିବଙ୍କ ପୂଜା ବହୁତ ଶୁଭ ବୋଲି ମାନାଯାଏ । ଏହି ମାସରେ, ଭକ୍ତମାନେ ଶିବଙ୍କ ଆଶୀର୍ବାଦ ପାଇଁ ଉପବାସ, ପୂଜା, ଭଜନ, ମନ୍ତ୍ର ଜପ, କାଉଁଡ଼ି ଯାତ୍ରା ଏବଂ ଧ୍ୟାନ ଇତ୍ୟାଦି କରନ୍ତି। ଏହା…
ବଡ଼ ଖବର; ଏହି ଷ୍ଟାର କ୍ରିକେଟର ସ୍ତ୍ରୀଙ୍କ ନାଁରେ ଆସିଲା ହତ୍ୟା ଅଭିଯୋଗ, ଝିଅ ବି ଫସିଲା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟରଙ୍କ ସ୍ତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର। ନାଁରେ ଆସିଲା ହତ୍ୟା ଉଦ୍ୟମ ଅଭିଯୋଗ। ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେ ହେଉଛନ୍ତି ମହମ୍ମଦ ଶାମିଙ୍କ ପତ୍ନୀ…
ଆସନ୍ତା 21 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ଆଲର୍ଟରେ ରହିବ ଏହି ଜିଲ୍ଲା
ଭୁବନେଶ୍ବର: ରାଜ୍ୟରେ ପୁଣି ବର୍ଷା ଜାରି ରହିବ । ଆସନ୍ତା 21 ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଷା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କିଛି…
TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆକ୍ରମଣ ପାଇଁ କଲା ଦାୟୀ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପାଇଁ ଦାୟୀ କରିଥିବା ପାକ୍ ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଆମେରିକା ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ଏପ୍ରିଲ 22 ତାରିଖରେ ପହଲଗାମର ବୈସାରନ ଉପତ୍ୟକାରେ…
SBI PO Prelims 2025: ପ୍ରାରମ୍ଭିକ ପରୀକ୍ଷାର ତାରିଖ ଘୋଷଣା, ଜାଣନ୍ତୁ ପୂର୍ଣ୍ଣ ସୂଚୀ ଓ ପରୀକ୍ଷା ପ୍ୟାଟର୍ନ
ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପକ୍ଷରୁ SBI PO ୨୦୨୫ ପ୍ରାରମ୍ଭିକ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ୨, ୪ ଓ ୫ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ହେବ, ଯାହା ପ୍ରୋବେସନାରୀ ଅଫିସର (PO)…
୨୦୨୩ରେ ସାମ୍ପଲିଂ, ୨୦୨୫ରେ ରିପୋର୍ଟ: ୪୦୦୦ ପାରାସିଟାମଲ ସିରପ ପରୀକ୍ଷାରେ ଫେଲ, ଆଶ୍ଚର୍ଯ୍ୟଜନକ ତଥ୍ୟ
ନୂଆଦିଲ୍ଲୀ : ଭାରତରେ ଔଷଧର ଗୁଣବତ୍ତାକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (CDSCO) ର ଏକ ତଦନ୍ତରୁ ଜଣାପଡ଼ିଛି ଯେ ୨୦୨୩ ମସିହାରେ ସଂଗୃହୀତ…