Browsing Category
Breaking News
ପେଟ୍ରୋଲ ପମ୍ପରେ ଯାତ୍ରା! କାଲିକି ମିଳିବନି ପେଟ୍ରୋଲ, ଆଜିଠାରୁ ଗାଡ଼ି ଟାଙ୍କି ଭରି କରିଦେଉଛନ୍ତି ଲୋକେ
ଭୁବନେଶ୍ୱର: କାଲି ବନ୍ଦ ରହିବ ପେଟ୍ରୋଲ ପମ୍ପ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଡର ଦେଖିବାକୁ ମିଳିଛି ।
ପେଟ୍ରୋଲ ପମ୍ପ ବନ୍ଦ ନେଇ ଖବର ପ୍ରକାଶ ପାଇବା ପରେ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ପେଟ୍ରୋଲ…
ଶ୍ରୀ ମନ୍ଦିରରେ ପରିସ୍ରା କରିଦେଲା ଶିଶୁ, ଦେଢ଼ ଘଣ୍ଟା ଦର୍ଶନ ବ୍ୟାଘାତ
ପୁରୀ: ଶ୍ରୀମନ୍ଦିରରେ କରାଯାଇଛି ବଡ଼ ମହାସ୍ନାନ । ଜଣେ ଶିଶୁ ଦର୍ଶନ ବେଳେ ପରିସ୍ରା କରିବା କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବା ସୂଚନା ।
ଏନେଇ ଦେଢ଼ ଘଣ୍ଟା କାଳ ଶ୍ରୀଜୀଉଙ୍କ ଦର୍ଶନ ବ୍ୟାଘାତ ହୋଇଥିଲା…
ରାଜ୍ୟ କ୍ୟାବିନେଟରେ 11ଟି ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ, ଜାଣନ୍ତୁ କେଉଁଥିରେ ବାଜିଲା ମୋହର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ 13 ପ୍ରସ୍ତାବକୁ ମଞ୍ଜୁରୀ । 11ଟି ବିଭାଗର 13ଟି ପ୍ରସ୍ତାବ ଉପରେ ବାଜିଲା ମୋହର । କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।
ମୟୂରଭଞ୍ଜ ରାଇରଙ୍ଗପୁରରେ ଏକ ନୂତନ…
ସିନ୍ଥିରେ ଥିଲା ଆଉ କାହାର ସିନ୍ଦୂର, ଦୁଇ ପିଲାର ମାଆ କଲା ଏପରି, ଦେଖି ଉଡ଼ିଗଲା ସ୍ବାମୀର ହୋସ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲ ସହରରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଦୁଇ ପିଲାର ମାଆ, ତାଙ୍କଠାରୁ 20 ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଇ ତାଙ୍କୁ ବିବାହ କରିଛନ୍ତି । ଯେତେବେଳେ ସ୍ୱାମୀ ଏହା…
ବଡ଼ ଖବର, କାଲି ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ
ଭୁବନେଶ୍ବର: ଆସନ୍ତାକାଲି ସାରା ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ରହିବ ବନ୍ଦ । ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁଙ୍କ ସୂଚନା । କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି…
FM ଛାତ୍ରୀଙ୍କ ଆତ୍ମାହୁତି ମାମଲା, କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ
ବାଲେଶ୍ବର: FM କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲା । ମାମଲାରେ କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ । ତଦନ୍ତ କରିବ ମହିଳା ଓ ଶିଶୁ ବିରୋଧି ଅପରାଧ ଶାଖା । DSP ଇମନ କଲ୍ୟାଣ ନାୟକଙ୍କୁ ଦିଆଗଲା ତଦନ୍ତ ଭାର…
ଫ୍ରି ରାସନ ହୋଇପାରେ ବନ୍ଦ; ଶୀଘ୍ର କରି ଦିଅନ୍ତୁ ଏହି କାମ, ମୋଦୀ ସରକାର ଜାରି କଲେ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଏବେ ଭାରତର ଜନସଂଖ୍ୟା 140 କୋଟିରୁ ଅଧିକ। ଆଜି ମଧ୍ୟ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇଥର ଖାଇବାକୁ ପାଉନାହାଁନ୍ତି । ଭାରତ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବା National Food…
ICUରେ ବବି ଦାସ, ଲୋକ ସେବା ଭବନ ଘେରାଉ ବେଳେ ହେଲେ ଆହତ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ଲୋକସେବା ଭବନ ଘେରାଉବେଳେ ଘଟିଛି ବଡ଼ ଅଘଟଣ । ଘେରାଉରେ ସାମିଲ ଥିବା ବିଜେଡି ନେତା ବବି ଦାସ ଆହତ ହେବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ…
ପାର୍ବଣ ଋତୁରେ ଆସିବ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି, ଜାଣନ୍ତୁ କେଉଁଠାରେ ରହିବ ଅଧିକ ସୁଯୋଗ…
ନୂଆଦିଲ୍ଲୀ: ଏହି ବର୍ଷ ପାର୍ବଣ ଋତୁରେ ଆସିବ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ । Adecco India ରିପୋର୍ଟ ଅନୁଯାୟୀ ୨୦୨୫ ର ଦ୍ୱିତୀୟାର୍ଦ୍ଧରେ ୨.୧୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । ଏହା ଗତ…
ଡ୍ରେନରେ ପଡ଼ି ଆଖି ବୁଜିଲା ୩ ବର୍ଷର ପୁଅ, ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ
ବୈପାରିଗୁଡ଼ା: ବୈପାରିଗୁଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଡ୍ରେନରେ ପଡ଼ି ଚାଲିଯାଇଛି ୩ ବର୍ଷ ବୟସର ଶିଶୁର ଜୀବନ ।
ଶିଶୁଟି ଖେଳୁଥିବାବେଳେ ଡ୍ରେନରେ ପଡ଼ିଯାଇଥିବା କୁହାଯାଉଛି । ହେଲେ ଡ୍ରେନରେ ପଡ଼ି ଶିଶୁର…