Browsing Category
Breaking News
Video- Runway ଛୁଇଁବା ପୂର୍ବରୁ ପତ୍ର ପରି ଦୋହଲିଲା ବିମାନ, ଦୁର୍ଘଟଣାକୁ ଦେଖି ଲ୍ୟାଣ୍ଡ ବଦଳରେ ଟେକଅଫ କଲେ ଚାଳକ
ଚେନ୍ନାଇ- ଚେନ୍ନାଇ ବିମାନ ବନ୍ଦର ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପାଇଲଟଙ୍କ ତକ୍ରାଳ ଓ ଦକ୍ଷ ନିଷ୍ପତ୍ତି ପାଇଁ ବଞ୍ଚିଯାଇଛି ଶତଧିକ ଯାତ୍ରୀଙ୍କ ଜୀବନ । ବତ୍ୟା ପେଙ୍ଗଲ ତାର ଗତି ବଦଳାଇସାରିଥିବା…
ଆର୍ମୀ ଆର୍ଡିନେନ୍ସ କର୍ପ୍ସରେ ବିଭିନ୍ନ ବିଭାଗ ପାଇଁ ଆବେଦନ ନିମନ୍ତ୍ରଣ
ନୂଆଦିଲ୍ଲୀ- ଆର୍ମୀ ଅର୍ଡିନାନ୍ସ କର୍ପସ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିଛି । ଏଓସିରେ ମ୍ୟାଟେରିଆଲ ଆସିଷ୍ଟାଣ୍ଟ, ଜୁନିଅର ଅଫିସ ଆସିଷ୍ଟାଣ୍ଟ, ସିଭିଲ ମୋଟର ଡ୍ରାଇଭର, ଟେଲି ଅପରେଟର ଗ୍ରେଡ-୨, ଫାୟାର ମ୍ୟାନ,…
ସାବଧାନ ! ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ଜୀବନ ମଧ୍ୟ ନେଇପାରେ ପାନ ମସାଲା; ଜଣେ ଯାତ୍ରୀ ବସ୍ ରେ କଲେ ଏପରି ଭୁଲ… ହୋଇଗଲା…
ନୂଆଦିଲ୍ଲୀ: ପାନ ମସାଲା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହ ଲାଇନ୍ ସବୁବେଳେ ପ୍ୟାନ ମସାଲାର ପ୍ୟାକେଟରେ ଲେଖାଯାଏ । ଆପଣ କେବେ ଭାବିଛନ୍ତି କି ପାନ ମସାଲା ଖାଇବା ସମୟରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ…
BSFରେ ଏହି ପଦ ପାଇଁ ଆବେଦନ ଆରମ୍ଭ, Sports କୋଟାଧାରୀ କରିପାରିବେ ଆବେଦନ
ନୂଆଦିଲ୍ଲୀ- ବର୍ଡର ସିକ୍ୟୁରିଟି ଫୋର୍ସରେ କନେଷ୍ଟବଳ ପଦ ପାଇଁ ବାହାରିଲା ବିଜ୍ଞପ୍ତି । ୨୭୫ କନେଷ୍ଟବଳ ପଦ ବିଏସଏଫରେ ଭରିବାକୁ ଥିବାରୁ ଆବେଦନ ମଗାଯାଇଛି । ସ୍ପର୍ଟ କୋଟାରେ ଏହି ସବୁ ପଦ ପୂରଣ ହେବ । ତେଣୁ ଇଛୁକ ତଥା…
ଗଞ୍ଜାମରେ ସର୍ବାଧିକ ଏଡସ୍ ରୋଗୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ୱର: ବିଶ୍ୱ ଏଡସ୍ ମହାମାରୀ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ରେ ବିଶ୍ୱ AIDS ଦିବସ ପାଳନ କରାଯାଏ । ସୂଚନାଯୋଗ୍ୟ ଯେ,…
ସ୍ବାସ୍ଥ୍ୟ କ୍ଷେତ୍ରରେ ହେବ ଉନ୍ନତି, ୨୫୦ ରେଡିଓଗ୍ରାଫରଙ୍କୁ ନିଯୁକ୍ତି ଦେବେ ସରକାର
ଭୁବନେଶ୍ବର: ପୁଣି ନିଯୁକ୍ତି ଦେବେ ରାଜ୍ୟ ସରକାର । ଏନେଇ ବଡ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 250 ରେଡିୟୋଗ୍ରାଫରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ସରକାରୀ ହସ୍ପିଟାଲରେ ରହିବେ…
ଗ୍ୟାସ ସିଲିଣ୍ଡରଠାରୁ କ୍ରେଡିଟ କାର୍ଡ ଏବଂ ଇନକମ ଟ୍ୟାକ୍ସ ପର୍ଯ୍ୟନ୍ତ, ଆଜିଠୁ ଲାଗୁ ହେଲା ଏହି ପରିବର୍ତ୍ତନ
ନୂଆଦିଲ୍ଲୀ: ଆଜିଠୁ ୨୦୨୪ ବର୍ଷର ଶେଷ ମାସ ଆରମ୍ଭ । ପ୍ରତି ମାସରେ ଟଙ୍କା ସହ ଜଡିତ କିଛି ମାମଲା ପରିବର୍ତ୍ତନ ହୋଇଥାଏ । ଏହିପରି ପ୍ରଥମ ଡିସେମ୍ବରରୁ ମଧ୍ୟ କିଛି ପରିବର୍ତ୍ତନ ସ୍କାମ, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଏବଂ…
ଡିସେମ୍ବର ପ୍ରଥମ ଦିନରେ ଶସ୍ତା ହେଲା ସୁନା, ରୂପା ୧ ଲକ୍ଷ ଟଙ୍କାରେ ସ୍ଥିର… ଜାଣନ୍ତୁ ୨୨-୨୪ କ୍ୟାରେଟ୍ ସୁନା ମୂଲ୍ୟ ଜାଣନ୍ତୁ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୁନା ଲଗାତାର ଭାବେ କମୁଛି-ବଢ଼ୁଛି । ଏହିପରି ଭାବରେ ଆଜି ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆରୋହଣକାରୀଙ୍କ ମଧ୍ୟରେ ସୁନା ହାର ହ୍ରାସ ହେତୁ କ୍ରେତାମାନେ ଆରାମ ପାଇବାକୁ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ସୂଚନା, ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
ଭୁବନେଶ୍ବର: ଆୟୁଷ୍ମାନ ଭାରତ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ସୂଚନା । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ହିଁ ଏହି ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା…
ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ, ମା’ଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା କୁଳାଙ୍ଗାର
ଭୁବନେଶ୍ବର: ଯେଉଁ ମାଆ ଗର୍ଭରେ 9 ମାସ 9 ଦିନ ଧରି ଛୁଆକୁ ବଡ କରିଥିଲା ସେହି ମାଆକୁ ପିଟିପିଟି ହତ୍ୟାକଲା ମାତୃହନ୍ତା । କୁଳାଙ୍ଗାର ପୁଅ ଢେଙ୍ଗାରେ ପିଟିପିଟି ମାଆକୁ ହତ୍ୟା କରିଛି । ସୁନ୍ଦରଗଡ ଚଳସର ଥାନା ତୁମୁଳିଆ…