fbpx
Browsing Category

Breaking News

କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବୁଧବାର କୋର୍ଟଙ୍କ ନିର୍ଦ୍ଦେଶ ବେଳେବେଳେ କାର୍ଯ୍ୟକାରୀ ନିଶ୍ଚିତ କରିବାକୁ ସରକାର ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି । ଯାହା ଦ୍ୱାରା ଲୋକମାନେ ପ୍ରକୃତ…

Income Tax Return Filing : ଅନଲାଇନ୍ ITR-1 ଏବଂ ITR-4 ଫର୍ମ ପ୍ରକାଶ ପାଇଛି, ଜାଣନ୍ତୁ କିଏ ଆବେଦନ କରିବେ ଏବଂ କେମିତି..

ନୂଆଦିଲ୍ଲୀ: ଟିକସଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ITR-1 ଫର୍ମ ଏବଂ ITR-4 ଫର୍ମ ଅନଲାଇନରେ ଜାରି କରାଯାଇଛି । ଏହାପୂର୍ବରୁ ଆୟକର ବିଭାଗ ଏହି ଦୁଇଟି ଫର୍ମକୁ ୨୫ ଏପ୍ରିଲରୁ ଅଫଲାଇନରେ ଜାରି କରିଥିଲା। ଆୟକର…

ସଂସଦ ଭବନ ଉଦଘାଟନରେ ଯୋଗଦେବ ବିଜେଡି: ଉତ୍ସବକୁ ମୋଦିଙ୍କ ଡାକରା

ନୂଆଦିଲ୍ଲୀ: ଆସନ୍ତା ମେ" ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଉଦଘାଟନୀ ଉତ୍ସବକୁ ନବୀନ ସରକାରଙ୍କ ବିଜୁ ଜନତା ଦଳକୁ ଡାକରା ମିଳିଛି । ଏଭଳି ଏକ ବିରାଟ ଉତ୍ସବରେ…

“ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଥିଲା…”, ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କୁ ଭେଟିବା ପରେ ଅଭିଜ୍ଞତା ବାଣ୍ଟିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ଫେରିବା ପରେ ଏହି ଗସ୍ତ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଷ୍ଟ୍ରେଲିଆରୁ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା ଏକ…

୪୨ ବର୍ଷ ବୟସରେ ହୃଦଘାତରେ ଦେଶର ପ୍ରସିଦ୍ଧ ବଡି ବିଲ୍ଡରଙ୍କ ଦେହାନ୍ତ, ଛୁଉଁ ନ ଥିଲେ ନିଶାଦ୍ରବ୍ୟ

ନୂଆଦିଲ୍ଲୀ:ଗତ ଦୁଇ ବର୍ଷ ଧରି ଦେଶରେ ହୃଦଘାତରେ ମୃତ୍ୟୁ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ହୃଦଘାତରେ ଯୁବକଙ୍କ ଠାରୁ ଆରମ୍ଭ କରି ମଧ୍ୟବୟସ୍କଙ୍କ ପର୍ଯ୍ୟନ୍ତ ବହୁ ଲୋକ ଅଚାନକ ମୃତ୍ୟୁବରଣ କଲେଣି । ଏପରିକି…

Aadhaar Update : ଆଧାର କାର୍ଡ ଅପଡେଟ୍ କରିବାକୁ କିଛି ଟଙ୍କା ଦେବାକୁ ପଡିବ ନାହିଁ, ଏହି ତାରିଖ ଭିତରେ କରନ୍ତୁ ଅପଡେଟ୍

ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ଟଓଊଇଓ) ଆଧାର କାର୍ଡଧାରୀଙ୍କ ପାଇଁ ସମୟ ସମୟରେ ବିଭିନ୍ନ ସୁବିଧା ଆଣିଥାଏ । ଏବେ ଏକ ନୂଆ ବ୍ୟବସ୍ଥା ଆଣିଛି, ତାହା ହେଉଛି ବିନା ଶୁଳ୍କରେ ଆଧାର ଅପଡେଟ୍…

ଆଦାନୀ ସେୟାର କିଣିବାକୁ ବ୍ୟାକୁଳ ବିଦେଶୀ ନିବେଶକ: ଫୁସକୀ ଗଲା ହିଣ୍ଡନବର୍ଗ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନିଙ୍କ ବିରୋଧରେ ହିଣ୍ଡନବର୍ଗ ଆଣିଥିବା ଅଭିଯୋଗ ଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଏହାର ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟକୁ ଆଦାନୀ ସମୁହ…

ଓଲଟିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍: ୫ ମୃତ, ୨୦ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମକୁ ଗ୍ରାମୀଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ…

ପୁଅ ହେବ ତ ଏମିତି, ଦିନ ରାତି ଏକ କରି ମୂଲ ମଜୂରି ଲାଗି ମାଙ୍କ ମନ୍ଦିର ନିର୍ମାଣ କଲେ ୩ ପୁଅ

ମହାରାଷ୍ଟ୍ର: ପିଲାମାନେ ବଡ ହୋଇଯିବା ପରେ ବାପା ମାଙ୍କୁ ଅଲଗା କରି ଦେଉଥିବାର ଚିତ୍ର ଆଜିକାଲି ପ୍ରାୟ ସମାଜରେ ଦେଖିବାକୁ ମିଳୁଥିବା ବେଳେ ଆମେ କିନ୍ତୁ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ…

PM Modi Australia Visit : ପିଏମ ମୋଦୀ ଏବଂ ଆଲବାନିଙ୍କ ଅତୁଟ ବନ୍ଧନର ସାକ୍ଷୀ ସିଡନୀ ହାରବର୍ ଏବଂ ଅପେରା ହାଉସ୍

ନୂଆଦିଲ୍ଲୀ : ପିଏମ ମୋଦୀ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଆଜିକାଲି ସମଗ୍ର ଅଷ୍ଟ୍ରେଲିଆ ଭାରତ ଏବଂ ଏହାର ପରମ୍ପରାରେ ପରିପୂର୍ଣ୍ଣ ଦେଖାଯାଉଛି। ସିଡନୀ ହାରବର୍ ଏବଂ ଅପେରା ହାଉସରେ ଏଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ…