Browsing Category

Breaking News

Breaking: ୨ ଲକ୍ଷ ଟଙ୍କାର ପାରା ଜବତ କଲା ପୋଲିସ, ଘର-ଘର ବୁଲି ପାରା ଚୋରି କରୁଥିଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ପାରା ଚୋର ଆତଙ୍କ । ୨ ପାରା ଚୋରଙ୍କୁ ଧରିଲା ପୋଲିସ । ଲୋକଙ୍କ ଘର ବୁଲିବୁଲି ପାରା ଚୋରି କରୁଥିଲେ ଅଭିଯୁକ୍ତ । ୨ ଲକ୍ଷର ପାରା ଜବତ କରିଛି ପୋଲିସ । ଏଥିସହ ୨ ଜଣ ଚୋରଙ୍କୁ ମଧ୍ୟ ଅଟକ ରଖିଛି…

ଗ୍ରାଉଣ୍ଡ ଜିରୋରୁ ମୁଖ୍ୟମନ୍ତ୍ରୀ କଲେ ଫସଲ ହାନିର ଆକଳନ, ଚାଷୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଚାଷୀଙ୍କ ଫସଲହାନୀର ସରଜମିନ ତଦନ୍ତ କରିଛନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲର କ୍ଷୟକ୍ଷତି କଲେ ଆକଳନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୟାଗଡ ରଣପୁରର କାଣ୍ଡପଡାରେ…

Breaking: ଧନୁଯାତ୍ରାରେ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା, ୟୁନେସ୍କୋ ମାନ୍ୟତା ପାଇଁ ଉଦ୍ୟମ କରୁଛନ୍ତି ସରକାର

ବରଗଡ଼: ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ର ଧନୁଯାତ୍ରା । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼କୋଟି । ଧନୁଯାତ୍ରାର ବୃତ୍ତଚିତ୍ର ପ୍ରସ୍ତୁତ କରିବ ଏନଏସଡି । ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା…

Breaking: ପରିବା ଚାଷ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ଗୋଲାମୁଣ୍ଡାର ଚାଷୀ, ସାରା ଦେଶ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ

ନୂଆଦିଲ୍ଲୀ: ବର୍ଷର ଶେଷ ରବିବାରରେ ମନ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଳାହାଣ୍ଡି କଥା କହିଛନ୍ତି । ପରିବା ବିପ୍ଳବ ବିଷୟ କହି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଉଦାହରଣ…

ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ଦୁଇ ଜଣ ଜୀବନ୍ତ ଉଦ୍ଧାର, ୧୭୯ ମୃତ

ନୂଆଦିଲ୍ଲୀ- ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୭୯ରେ ପହଞ୍ଚିଛି । ବିମାନଟି ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଜେଜୁ ଏୟାର ଲାଇନ୍ସର…

Breaking: ନବୀନଙ୍କ ନୂଆ ରଣନୀତି… ୪ ଜିଲ୍ଲାରେ କ୍ଷତିଗ୍ରସ୍ତ ଫସଲ ବୁଲି ଦେଖିବେ, ଚାଷୀଙ୍କୁ ଭେଟିବେ

ଭୁବନେଶ୍ୱର: ଅଦିନିଆ ବର୍ଷା କ୍ଷୟକ୍ଷତି ଦେଖିବେ ବିରୋଧୀ ଦଳ ନେତା ନବୀନ ପଟନାୟକ । ଆସନ୍ତା କାଲି ୪ ଜିଲ୍ଲା ଗସ୍ତ କରିବେ ନବୀନ । ପୁରୀ , ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରପଡ଼ାରେ ଚାଷଜମି ବୁଲି ଦେଖିବେ ।…

ନବବର୍ଷ ପାଇଁ ପୁରୀରେ କଟକଣା : ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ପୁରୀ : ଇଂରାଜୀ ନବବର୍ଷରେ  ଶ୍ରୀମନ୍ଦିର ଓ ବେଳାଭୂମିକୁ ଲକ୍ଷାଧିକ ପର୍ୟ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌…

ସୁଶାସନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର, ଗରିବ କଲ୍ୟାଣ ଉଦ୍ଦେଶ୍ୟରେ ହେବ ବ୍ଲକ ବିଭାଜନ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବ୍ଲକ ବିଭାଜନ କାର୍ଯ୍ୟ । ଏ ନେଇ ସୂଚନାଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବ୍ଲକ ବଢ଼ିବାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ସହିତ…

ବଡ଼ ଧରଣର ବିମାନ ଦୁର୍ଘଟଣା; ଲ୍ୟାଣ୍ଡିଂ ପରେ ହଠାତ ହେଲା ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ସିଓଲ: ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସ୍ଥାନୀୟ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ୍ ୧୭୫ ଯାତ୍ରୀଙ୍କ ସହ ୬ କ୍ରୁ ସଦସ୍ୟ ଥିଲେ ।…

BSNLରେ ଛଟେଇ: ଲାଗୁ ହେବ ଦ୍ୱିତୀୟ VRS, ଚାଲିଯିବ ୧୯ ହଜାର ଲୋକଙ୍କ ଚାକିରି

ନୂଆଦିଲ୍ଲୀ: ବିଏସଏନଏଲ (ଭାରତ ସଞ୍ଚାର ନିଗମ ଲିମିଟେଡ) ରେ ଛଟେଇ ହେବାକୁ ଯାଉଛି । ଖବର ଅନୁଯାୟୀ, ଏହି ସରକାରୀ କମ୍ପାନୀ ୧୯ ହଜାର ଲୋକଙ୍କୁ ଚାକିରିରୁ ବାହାର କରିବାକୁ ଚିନ୍ତା କରୁଛି । ଏଥିପାଇଁ ଦ୍ୱିତୀୟ ଭିଆରଏସ…