Browsing Category

Breaking News

ବ୍ରାଜିଲ ଯିବା ପଛରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଉଦ୍ଦେଶ୍ୟ

ଓଡିଶାଭାସ୍କର: ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଚତୁର୍ଥ ବ୍ରାଜିଲ ଗସ୍ତ ହୋଇଥିବାବେଳେ ସେଠାରେ ତାଙ୍କୁ ପାରମ୍ପରିକ…

ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର: ସରକାରଙ୍କ ଗୋଟିଏ ନିଷ୍ପତ୍ତି ପରେ ଶସ୍ତା ହେଲା ଖାଦ୍ୟ ତେଲ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଖାଦ୍ୟ ତେଲର ମୂଲ୍ୟରେ ଏକ ବଡ଼ ରିହାତି ଦେଖାଦେଇଛି। ସରକାର ୨୦୨୫ ମସିହାରେ ନୂଆ ଏବଂ ଉନ୍ନତ ଗୁଣବତ୍ତା ବିଶିଷ୍ଟ ସୋରିଷ ଫସଲ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ପରେ ଶନିବାର…

ଛାତି ଥରାଇ ଦେବ ଏହି Video ଉଡାଣ ଭରିବା ପୂର୍ବରୁ ବିମାନରେ ଲାଗିଲା ନିଆଁ ! ପ୍ରାଣ ବଞ୍ଚାଇବା ପାଇଁ ପଙ୍ଖା ଉପରୁ ଡେଇଁ ପଳାଇଲେ ଯାତ୍ରୀ,…

ସ୍ପେନର ପାଲମା ଦେ ମାଲୋର୍କା ବିମାନବନ୍ଦରରେ ଶୁକ୍ରବାର ମଧ୍ୟରାତ୍ରିରେ ଏକ ରାୟନଏୟାର ବୋଇଙ୍ଗ ୭୩୭ ବିମାନରେ ଅଗ୍ନିକାଣ୍ଡ ଆଶଙ୍କା ଯୋଗୁଁ ହଙ୍ଗାମା ସୃଷ୍ଟି ହୋଇଥିଲା। ମାଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଏହି ବିମାନଟି…

ନୀରଜ ଚୋପ୍ରା ଏନସି କ୍ଲାସିକ ୨୦୨୫ ଜିତିଲେ: ବେଙ୍ଗାଲୁରୁରେ ଭାରତୀୟ ଆଥଲେଟିକ୍ସର ଐତିହାସିକ ବିଜୟ

ବେଙ୍ଗାଲୁରୁ: ଭାରତର ସୁନାମଧନ୍ୟ ଜାଭେଲିନ ଥ୍ରୋ ତାରକା ତଥା ଦୁଇଥରର ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରା ଶନିବାର, ୫ ଜୁଲାଇ ୨୦୨୫ରେ ବେଙ୍ଗାଲୁରୁର ଶ୍ରୀ କାନ୍ତୀରବ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ନୀରଜ ଚୋପ୍ରା…

ଋଷଭ ପନ୍ତ ହେଲେ ‘ସିକ୍ସର କିଙ୍ଗ’, ରଚିଲେ ଇତିହାସ

ନୂଆଦିଲ୍ଲୀ: ଋଷଭ ପନ୍ତ ଏକ ସ୍ପେଶାଲ ଖେଳାଳି। Birminghamରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ପନ୍ତ ନିଜର ୬୫ ରନର ଇନିଂସରେ ପ୍ରଥମ ଛକା ମାରି ସ୍ପେଶାଲ କ୍ଲବରେ ସାମିଲ ହୋଇଛନ୍ତି।…

ସଂଜୟ ଭଣ୍ଡାରୀଙ୍କୁ ଭଗୋଡ଼ା ଆର୍ଥିକ ଅପରାଧୀ ଘୋଷଣା କଲେ ଦିଲ୍ଲୀ କୋର୍ଟ, ବ୍ରିଟେନରେ ରହୁଛନ୍ତି ଅସ୍ତ୍ରଶସ୍ତ୍ର ବ୍ୟବସାୟୀ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ସ୍ୱତନ୍ତ୍ର ନ୍ୟାୟାଳୟ ଶନିବାର ବ୍ରିଟେନରେ ରହୁଥିବା ଅସ୍ତ୍ର ବ୍ୟବସାୟୀ ସଂଜୟ ଭଣ୍ଡାରୀଙ୍କୁ ଭଗୋଡ଼ା ଆର୍ଥିକ ଅପରାଧୀ (Fugitive Economic Offender) ଭାବେ ଘୋଷଣା କରିଛି। ଏହି ନିଷ୍ପତ୍ତି…

ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଗୁଁ ଚିନ୍ତାରେ ଘରୋଇ ବସ୍‌ ମାଲିକ ସଂଘ: ଆର୍ଥିକ କ୍ଷତି ଦୁଃଖରେ କହିଦେଲେ ବଡ କଥା

ଭୁବନେଶ୍ୱର: ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହେବା ପରେ ଘରୋଇ ବସ୍‌ ମାଲିକ ସଂଘ ଗଭୀର ଚିନ୍ତାରେ ରହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନା, ଯାହା ପୂର୍ବରୁ ଚାଲିଥିବା ଲକ୍ଷ୍ମୀ ବସ୍‌ ଯୋଜନାର ଏକ…

ଗାଭାସ୍କରଙ୍କ ୫୪ ବର୍ଷର ପୁରୁଣା ମହାରେକର୍ଡକୁ ଭାଙ୍ଗିଦେଲେ ଶୁଭମନ ଗିଲ୍‌, ପୁଣି ଶତକ ମାରି ରଚିଲେ ଇତିହାସ

ନୂଆଦିଲ୍ଲୀ: ଅଧିନାୟକ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିବା ଶୁଭମନ ଗିଲଙ୍କ ବ୍ୟାଟରୁ ଖାଲି ରନ ବର୍ଷା ହେଉଛି। ପ୍ରଥମେ ସେ ଲିଡ୍ସ ଟେଷ୍ଟରେ ଶତକ ହାସଲ କରିଥିଲେ। ତା'ପରେ ସେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ…

ଦିଲ୍ଲୀ ମଲ୍‌ ଅଗ୍ନିକାଣ୍ଡରେ ଚାଲିଗଲା UPSC ଆଶାୟୀଙ୍କ ମୃତ୍ୟୁ: ଶେଷ ବାର୍ତ୍ତାରେ ଭାଇଙ୍କୁ କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀର କାରୋଲ ବାଗ ଅଞ୍ଚଳରେ ଥିବା ବିଶାଲ ମେଗା ମାର୍ଟରେ ଶୁକ୍ରବାର ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ବର୍ଷୀୟ UPSC ପ୍ରାର୍ଥୀ କୁମାର ଧୀରେନ୍ଦ୍ର ପ୍ରତାପଙ୍କର ଦୁଃଖଦ ମୃତ୍ୟୁ ହୋଇଛି।…

୭ ତାରିଖରେ ଲୋକମାନଙ୍କ ଅସୁବିଧା ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି। ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ। ଦିନ ୧୦ଟା ୩୦ରେ ଆରମ୍ଭ ହେବ ଶୁଣାଣି। ପୂର୍ବରୁ ପଞ୍ଜିକରଣ ହୋଇଥିବା…