fbpx
Browsing Category

Breaking News

୮ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ମାଲାମାଲ୍

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା (ଡିଏ) କେବେ ବଢ଼ିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ…

ସଂସଦ ଭବନରେ ସ୍ଥାପନା ହେବ ସେନଗୋଲ୍ ବା ରାଜଦଣ୍ଡ, ଭାରତୀୟ ସମ୍ରାଟଙ୍କ ଶକ୍ତି ଓ ଅଧିକାରର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୨୮ ତାରିଖରେ ସଂସଦ ଭବନର ଉଦଘାଟନ କରିବେ । ଏହି ଅବସରରେ ମୋଦୀ ୬୦ ହଜାର ଶ୍ରମିକକଙ୍କୁ ସମ୍ମାନିତ କରିବେ ଯେଉଁମାନେ ସଂସଦ ଭବନ ନିର୍ମାଣରେ ନିଜର ଯୋଗଦାନ…

ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ, ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଗାଡ଼ି

ନୂଆଦିଲ୍ଲୀ: ରାଜ୍ୟସଭାର ସଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କାରରେ ସାଂସଦ ଥିଲେ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ସାଂସଦଙ୍କ ଗାଡିର…

LDC, UDC, ଲାଇବ୍ରେରୀ କ୍ଲର୍କ, MTS, ଆସିଷ୍ଟାଣ୍ଟ, ଷ୍ଟେନୋ ପଦ ଖାଲି: ଜାତୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ ଜାରି ହେଲା…

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ, ଗ୍ରୁପ-ବି ଓ…

ଗୋଟିଏ ପରିବାରର ତିନି ପିଲାଙ୍କ ସମେତ ଉଦ୍ଧାର ହେଲା ପାଞ୍ଚ ମୃତଦେହ, ହତ୍ୟା ପରେ ଆତ୍ମହତ୍ୟାର ସନ୍ଦେହ

କନ୍ନୁର: କେରଳର କନ୍ନୁର ଜିଲ୍ଲାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଘରେ ଏତେ ସଂଖ୍ୟକ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।…

ଚମକ ଖେଳାଇ ଦେଲେ ସୂରଜ, ମାତ୍ର ୩ ଅଙ୍ଗୁଳିରେ ପରୀକ୍ଷା ଦେଇ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ:ସବୁ ଦୃଷ୍ଟିରୁ ସକ୍ଷମ ହୋଇ ବି ବେଳେ ବେଳେ ମଣିଷ କିଛି ନ କରି ପାରି ନିଜକୁ ଅସହାୟ ମନେ କରିଥାଏ । ଏଠି କିନ୍ତୁ ଆମେ ଏପରି ଜଣେ ଯୁବ ପ୍ରତିଭାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଦୁଇ ଗୋଡ ଓ ଗୋଟିଏ ହାତ…

ଦୁଇ ମାସରେ ୪ଟି ଚିତା ପ୍ରାଣ ହରାଇଲେଣି: କାହିଁକି ଭାରତରେ ଚିତା ମୃତ୍ୟୁବରଣ କରୁଛନ୍ତି, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ ଅବସରରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଥିଲା । କୁନୋ ଜାତୀୟ ପାର୍କକୁ ମୋଟ ୨୦ଟି…

ଓଡ଼ିଶାରେ ନିର୍ମାଣ ହେବ ସୁଖୋଇ ଇଞ୍ଜିନ, ଭାରତୀୟ ବାୟୁସେନାକୁ ଆହୁରି କରିବ ଶକ୍ତିଶାଳୀ

କୋରାପୁଟ: ସୁନାବେଡ଼ା ସ୍ଥିତ ହାଲ୍( ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍)ର ନୂତନ ଉଭାବନ ଆରମ୍ଭ କରିବାକୁ ଯାଉଛି । ଏହା ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରାଇବ । ଲଢୁଆ ବିମାନ ସୁଖୋଇ-୩୦ ଏମକେଆଇ ନିମନ୍ତେ ଲଙ୍ଗ୍…

ଏକାଠି ହେଲେ ବିରୋଧୀ: ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବକୁ ବୟକଟ ଘୋଷଣା କଲେ ୯ଟି ଦଳ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଗତ ୧୮ ତାରିଖରେ ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହେଁ…

ଅଭିନୟ ଦୁନିଆରୁ ଆସିଲା ପୁଣି ଦୁଃଖ ଖବର: ଅଭିନେତା ନିତେଶ ପାଣ୍ଡେଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନୟ ଦୁନିଆରୁ ଗୋଟିକ ପରେ ଗୋଟିଏ ଦୁଃଖ ଖବର ଆସିବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୫ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ…