fbpx
Browsing Category

Breaking News

ଓଡ଼ିଶାରେ ନିର୍ମାଣ ହେବ ସୁଖୋଇ ଇଞ୍ଜିନ, ଭାରତୀୟ ବାୟୁସେନାକୁ ଆହୁରି କରିବ ଶକ୍ତିଶାଳୀ

କୋରାପୁଟ: ସୁନାବେଡ଼ା ସ୍ଥିତ ହାଲ୍( ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍)ର ନୂତନ ଉଭାବନ ଆରମ୍ଭ କରିବାକୁ ଯାଉଛି । ଏହା ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରାଇବ । ଲଢୁଆ ବିମାନ ସୁଖୋଇ-୩୦ ଏମକେଆଇ ନିମନ୍ତେ ଲଙ୍ଗ୍…

ଏକାଠି ହେଲେ ବିରୋଧୀ: ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବକୁ ବୟକଟ ଘୋଷଣା କଲେ ୯ଟି ଦଳ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଗତ ୧୮ ତାରିଖରେ ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହେଁ…

ଅଭିନୟ ଦୁନିଆରୁ ଆସିଲା ପୁଣି ଦୁଃଖ ଖବର: ଅଭିନେତା ନିତେଶ ପାଣ୍ଡେଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନୟ ଦୁନିଆରୁ ଗୋଟିକ ପରେ ଗୋଟିଏ ଦୁଃଖ ଖବର ଆସିବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୫ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ…

IPLରେ କମାଲ କଲା ଓଡ଼ିଆ ପୁଅ: ଚେନ୍ନାଇ ପହଞ୍ଚିଲା ଫାଇନାଲରେ, ଶୁଭ୍ରାଂଶୁ ଦର୍ଶକଙ୍କ ହୃଦୟରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରଥମ ଯୋଗ୍ୟତା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତତ୍ୱାଧୀନ…

ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ମିଳିବ କି କିସାନ ଯୋଜନାର ଟଙ୍କା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନାର ଲାଭ କୃଷକମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତି ଆକାରରେ…

ଭୟଙ୍କର ଦୁର୍ଘଟଣା: ଚାଲିଗଲା ୬ ଜଣଙ୍କ ଜୀବନ, ୧୧ ଜଣ ଆହତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ସାମାନ୍ୟ ଅସାବଧାନତା ହିଁ ବଡ଼ ବଡ଼ ଦୁର୍ଘଟଣାର କାରଣ ସାଜିବା ସହିତ ଅକାଳରେ ବହୁ ନିରୀହ ଜୀବନ ଚାଲିଯାଉଛି ।…

BJPର ଖେଳ ବିଗାଡ଼ିଦେଲା କର୍ଣ୍ଣାଟକ: ଆଗକୁ କଂଗ୍ରେସ ସହ ସିଧାସଳଖ ଲଢ଼େଇ, ମଧ୍ୟପ୍ରଦେଶ-ରାଜସ୍ଥାନ-ଛତିଶଗଡ଼ର ଫଳାଫଳ କାହା ସପକ୍ଷରେ ଯିବ

ନୂଆଦିଲ୍ଲୀ: ନିକଟରେ ଘୋଷଣା ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପିକୁ ଏକ ବଡ଼ ଶିକ୍ଷା ଦେଇଛି । ଦକ୍ଷିଣ ଭାରତରେ ଆଧିପତ୍ୟର ସ୍ୱପ୍ନ ଦେଖୁଥିବା ବିଜେପି ବ୍ୟାକଫୁଟକୁ…

ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୩ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’…

UPSC ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀଙ୍କ ପ୍ରଦର୍ଶନ କିପରି ରହିଛି: କିଏ କେତେ ରାଙ୍କ ପାଇଲା, ଜାଣନ୍ତୁ ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷା ୨୦୨୨ର ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି ।…

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ: ହୋମଗାର୍ଡ, ଡ୍ରାଇଭର ମୃତ

ବୌଦ୍ଧ: ପୋଲିସ ଗାଡ଼ିକୁ ଏକ ଟ୍ରକ ପିଟିବା କଥା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏକ ପ୍ରାଇଭେଟ ବୋଲେରୋରେ ପୋଲିସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ବୋଲେରୋକୁ କଟକରୁ ଭଡ଼ା କରି…