fbpx
Browsing Category

Breaking News

ବିନା ଏସିର ଉଡାଜାହାଜରେ ଝାଳ ପୋଛିବା ପାଇଁ ଧରାଇଲେ ଟିସୁ ପେପର : ଭିଡିଓ ସେୟାର କରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ପଞ୍ଜାବର କଂଗ୍ରେସ କମିଟୀ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ଇଣ୍ଡିଗୋ ଉଡାଜାହାଜର ଏକ ଅଜବ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଚଣ୍ଡିଗଢ଼ରୁ ଜୟପୁରର ୯୦ ମିନିଟର ଯାତ୍ରା ସମୟରେ ବିମାନରେ ଏସି ହିଁ…

‘ଲୋକାଲ ଟ୍ରେନରେ ସିରିୟଲ ବୋମା ବିସ୍ଫୋରଣ ହେବ’: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମିଳିଲା ଫୋନ୍ ଧମକ

ନୂଆଦିଲ୍ଲୀ: ମୁମ୍ବାଇର ଲୋକାଲ ଟ୍ରେନରେ ସିରିୟଲ ବମ୍ ବ୍ଲାଷ୍ଟ ହେବା ନେଇ ଏକ ଧମକ ମିଳିଛି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏହି ଧମକ ଆସିଛି । ମୁମ୍ବାଇର ଲୋକାଲ ଟ୍ରେନରେ ଭୟଙ୍କର ବିସ୍ଫୋରଣ ହେବ ବୋଲି ଜଣେ ଯୁବକ…

ରାଜଧାନୀରେ ଡରାଉଛି ଡେଙ୍ଗୁ : ୨୪ ଘଣ୍ଟାରେ ୫୨ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଜାନୁଆରୀ ଠାରୁ ଏବେ ପର୍ଯ୍ୟନ୍ତ ୭୬୮ ଜଣ ଆକ୍ରଅନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ମେୟର…

JNUରେ କିପରି ମିଳେ ଅଡମିଶନ? କ’ଣ ସତରେ ୧୦ ଟଙ୍କାରେ ମିଳିଯାଏ ହଷ୍ଟେଲ ରୁମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଦେଶର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। ଏଠାରେ ଆଡମିଶନ ନେବାକୁ ଛାତ୍ରଛାତ୍ରୀମାନଙ୍କର ଧାଡି ଲାଗିଥାଏ। ଅଧ୍ୟୟନ ସହିତ, ଏହି ବିଶ୍ୱବିଦ୍ୟାଳୟ ହଷ୍ଟେଲ ଏବଂ…

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ଖୁବଶୀଘ୍ର ଆରମ୍ଭ ହେବ ଚୟନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା…

ପବଜି ଖେଳିବାକୁ ମନା କରିବାରୁ ମାଆ-ବାପାଙ୍କୁ ହତ୍ୟା କଲା ପୁଅ, ରାତିରେ ଶୋଇଥିବା ଅବସ୍ଥାରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନ୍ସି ସହରରେ ଜଣେ ଯୁବକ ନିଜ ଜନ୍ମ କଲା ମାଆ-ବାପାଙ୍କୁ ଜୀବନରୁ ମାରିଦେବା ଖବର ସାମ୍ନାକୁ ଆସିଛି । ସେ ଲୁହା ଏବଂ ଠେଙ୍ଗାରେ ପିଟିପିଟି ମାରିଦେଇଥିବା ଜଣାପଡିଛି । ପରିବାର ଲୋକଙ୍କ…

Passport ବନାଇବାକୁ ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ DigiLocker Appର ଡାଉନଲୋଡ : ଶୀଘ୍ର ହୋଇଯିବ ଆପଣଙ୍କ କାମ

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ପାସପୋର୍ଟ ଆବେଦନରେ ବଡ଼ ପରିବର୍ତ୍ତନ କରାଯାଇଛି । ଏକ ନୂତନ ପାଇପୋର୍ଟ ତିଆରି କରିବା ପାଇଁ, ବର୍ତ୍ତମାନ ଆବେଦନକାରୀଙ୍କୁ ସରକାରୀ ପ୍ଲାଟଫର୍ମରେ ଡିଜିଲକର ବ୍ୟବହାର କରି ଆବଶ୍ୟକ…

ମଣିଷ ମନର କଥା ବୁଝୁଛନ୍ତି କୁକୁର-ବିଲେଇ: ଏକାଠି ଖାଉଛନ୍ତି, ଏକାଠି ଶୋଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରବିବାର ଦିନ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରାଯାଉଛି । ଏହି ଅବସରରେ ସମସ୍ତେ ମନ ଓ ହୃଦୟରୁ ଭଲ ପାଉଥିବା ବନ୍ଧୁକୁ ମନେପକାଇଥାନ୍ତି । ଦିନକୁ ଦିନ ଆଜିର ସମାଜରେ ଘୃଣା,…

ଥମୁନି ହିଂସାକାଣ୍ଡ : ଶୋଇଥିବା ବେଳେ ଗୁଳିମାଡ଼, ୩ ମୃତ

ଇମ୍ଫାଲ : ମଣିପୁରରେ ଉଗ୍ରପନ୍ଥୀ ଚିନ୍ତା ବଢାଉଛନ୍ତି । ବିଷ୍ଣୁପୁର ଜିଲ୍ଲାରେ କୁକି ଉଗ୍ରପନ୍ଥୀମାନେ ମୈତେୟୀ ସଂପ୍ରଦାୟର ଲୋକଙ୍କ ଉପରକୁ ଶୋଇଥିବା ସମୟରେ ଗୁଳିମାଡ କରିଥିଲେ । ଉଗ୍ରପନ୍ଥୀମାନେ ମୈତେୟୀ ଲୋକଙ୍କ ୫୦ରୁ…

ଭୂମିକମ୍ପରେ ଥରିଲା ଚୀନ: ଭାଙ୍ଗିଲା ଅନେକ ଅଟ୍ଟାଳିକା, ୧୦ ଲୋକ ଆହତ

ନୂଆଦିଲ୍ଲୀ: ଚୀନର ଶାଣ୍ଡୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଡିଜୋ ସହରର ପିଙ୍ଗୁଆନ୍ କାଉଣ୍ଟିରେ ୫.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ଚୀନ ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ଦିନ…