fbpx
Browsing Category

Breaking News

ଶେୟାର ମାର୍କେଟରେ ଭୟଙ୍କର ସୁନାମୀ: ନିବେଶକ ହରାଇଲେ ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଶେୟାର ବଜାରରେ ଏକ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି । ସେନସେକ୍ସ ଓ ନୀଫ୍ଟିରେ ଭୟଙ୍କର ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ୧୦୦ ଅଙ୍କରୁ ଖସି ୬୫,୫୦୦ ତଳେ ରହିଥିବା ବେଳେ ନୀଫ୍ଟିରେ ମଧ୍ୟ ୩୦୦…

ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ସାରା ରାଜ୍ୟରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୋଚିଂ ସଂସ୍ଥାରେ କ୍ଲାସ ବନ୍ଦ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ଶିକ୍ଷକ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢ଼ାଇ ଅଧିକ ଅର୍ଥ ଉପାର୍ଜନ କରୁଥିବା ଦେଖାଯାଉଛି । ସହରର ଗଳିକନ୍ଦିରେ ଛତୁ ଫୁଟିଲା ପରି କୋଚିଂ ସେଣ୍ଟର ଖୋଲୁଥିବାରୁ ଛାତ୍ରଛାତ୍ରୀମାନେ…

ନିଖୋଜ ଶୁଆକୁ ଖୋଜିଦେଲେ ମିଳିବ ୧୦,୦୦୦ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ଛକ ବଜାର ଓ ଅଟୋରେ ଲାଗିଛି ପୋଷ୍ଟର । ପୋଷା ଶୁଆକୁ ଫେରି ପାଇବାକୁ ମାଲିକର ଆକୁଳ ନିବେଦନ । ଯିଏ ଶୁଆକୁ ଖୋଜିଦେବ ତାକୁ ମିଳିବ ନଗଦ ଦଶ ହଜାର ଟଙ୍କାର ପୁରସ୍କାର । ହଁ , ଦର୍ଶକ ବନ୍ଧୁ ମଧ୍ୟପ୍ରଦେଶର…

ଲକ୍ଷାଧିକ ଲୋକଙ୍କ ରୋଜଗାର ଛଡ଼ାଇନେବ AI: ସବୁଠୁ ଅଧିକ ବିପଦରେ ଏହି ୪ଟି ଚାକିରି, ଆପଣ ଏହି ଫିଲ୍ଡରେ କରୁନାହାଁନ୍ତି ତ’ କାମ ?

ନୂଆଦିଲ୍ଲୀ : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏକ ରୋମାଞ୍ଚକର କ୍ଷେତ୍ର, କିନ୍ତୁ ଆଗାମୀ ସମୟରେ ଏହା ମଣିଷଙ୍କ ଚାକିରି ପାଇଁ ଏକ ବଡ଼ ବିପଦ ହୋଇପାରେ । କିଛି ସମୟ ପୂର୍ବରୁ ଏକ କମ୍ପାନୀର ପ୍ରତିଷ୍ଠାତା ଏହାର ୯୦%…

ଇଶାନ-ସାମସନ ନୁହେଁ, ବିଶ୍ୱକପରେ ଏହି ଖେଳାଳି କରିବେ ୱିକେଟ କିପିଙ୍ଗ! ଡେବ୍ୟୁରେ ଥିଲା ଶତକ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଏବେ ପ୍ରସ୍ତୁତ ପ୍ଲେଇଙ୍ଗ ୧୧ ଚୟନ କରୁଛି ଟିମ ଇଣ୍ଡିଆ । ଏହି ଦଳରେ ରୋହିତ, ବିରାଟଙ୍କ ସମେତ ହାର୍ଦ୍ଦିକ, ଜାଡେଜା ଏବଂ ବୁମରାହ ତଥା ଅନ୍ୟ କିଛି ଖେଳାଳିଙ୍କ ସ୍ଥାନ…

Big Breaking; ଡମଣା ଛକରେ ଭୟଙ୍କର ସିରିଜ ଦୁର୍ଘଟଣା: ୪ଟି କାର-ବାଇକ ମଧ୍ୟରେ ଧକ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ମାମଲା ବୃଦ୍ଧି ପାଇଚାଲିଛି । ଏହାସହିତ ଗତ ୩ ଦିନରୁ ଲଗାଣ ବର୍ଷା ଯୋଗୁଁ ଦୁର୍ଘଟଣାର ସମ୍ଭାବନା ଆହୁରି ବୃଦ୍ଧି ପାଇଥିବା ଦେଖାଯାଇଛି । ତେବେ ଆଜି…

ଖୁସିଖବର! ଏଣିକି ଅନଲାଇନରେ ରେଳ କର୍ମଚାରୀଙ୍କୁ ମିଳିବ ଛୁଟି, ଗୋଟିଏ ଆପରେ ସହଜରେ ହେବ ସବୁ କାମ

ନୂଆଦିଲ୍ଲୀ: ସାରା ଦେଶରେ ରେଳ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ କର୍ମଚାରୀମାନଙ୍କୁ ଛୁଟି ପାଇଁ ବସ୍ କିମ୍ବା ଅଧିକାରୀଙ୍କୁ ନିବେଦନ କରିବାକୁ ପଡିବ ନାହିଁ । କର୍ମଚାରୀମାନେ ବର୍ତ୍ତମାନ ଅନଲାଇନ୍ ଆବେଦନ…

(Video) ଭୟଙ୍କର ଦୃଶ୍ୟ; ପାହାଡ଼ ଉପରେ ଖସିପଡ଼ିଲା ବିଶାଳ ପଥର: ଦୁଇ ଖଣ୍ଡ ହୋଇଗଲା ଟ୍ରେନ

ଏକ ଛୋଟ ବିରତୀ ପରେ ପୁଣି ଇରେ ଟ୍ରେନ ଦୁର୍ଘଟଣା ମାମଲା ସାମନାକୂ ଆସିଛି । ପୁଣି ଥରେ ଟ୍ରେନ ଉପରେ ପଡ଼ିଛି ଏକ ବିରାଟ ବିପଦ । ତାଳଚେରରୁ ସସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି  ପାହାଡ଼ିଆ…

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଲୋକସଭାରେ ଦାବି ଉପସ୍ଥାପନ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଲୋକସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବିଧାନର ଧାରା ୩୭୭ ଅନୁସାରେ ବରଗଡ଼ ଜିଲ୍ଲାର ପଦ୍ମପୁରକୁ ଅଲଗା ଜିଲ୍ଲାର ମାନ୍ୟତା ଦେବା…

ଚଳିତ ସପ୍ତାହରେ ଏସସିବିରେ କାର୍ଯ୍ୟକ୍ଷମ ହେବ ‘Milk Bank: କ୍ଷୀର ସଂଗ୍ରହ ଅଭିଯାନକୁ ସଫଳ କରାଇବେ ପ୍ରସୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବିରେ ବହୁ ପ୍ରତୀକ୍ଷିତ ମିଲ୍କ ବ୍ୟାଙ୍କ ବା ମା’ କ୍ଷୀର ଭଣ୍ଡାର ଚଳିତ ସପ୍ତାହରେ କାର୍ଯ୍ୟକ୍ଷମ ହେବ । ପାଖାପାଖି ଅଢ଼େଇ ବର୍ଷ ତଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁସାନରେ…