fbpx
Browsing Category

Breaking News

SBI Ecowrap Report: ୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ୩ୟ ବୃହତ୍ ଅର୍ଥନୀତି!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତର ଅର୍ଥନୀତି ଦିନକୁ ଦିନ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏହାକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କ ସମେତ ଅନ୍ୟ ବିଶ୍ୱସ୍ତରୀୟ ସଂସ୍ଥାମାନେ ନିଜର…

ପୁଣି ମହଙ୍ଗା ହେଲା ସୁନା: କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମକୁ କେତେ ଟଙ୍କା

ନୂଆଦିଲ୍ଲୀ: ଜୁଲାଇ ୨୮ ଶୁକ୍ରବାର ଦିନ Bullion Marketରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ଫ୍ୟୁଚର ବାଣିଜ୍ୟରେ ଆଜି ସୁନା ୧୮୫ ଟଙ୍କା ଏବଂ ରୂପା ୨୩ ଟଙ୍କା ବୃଦ୍ଧି ଘଟିଛି। ବର୍ତ୍ତମାନ ଷ୍ଟକ୍ ମାର୍କେଟ୍…

ICMR ସହାୟତାରେ ପ୍ରସ୍ତୁତ ହେଲା ‘କାଜୁ ସୁରକ୍ଷା’ ଆପ: ଚିହ୍ନଟ ହେବ ୨୦ ପ୍ରକାର ରୋଗ ଓ ୬୦ଟି କୀଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଜୁ ବାଦାମ ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଚାଷୀମାନେ ନିଜ ନିଜର ମୋବାଇଲ ଫୋନରେ କାଜୁ ସୁରକ୍ଷା ଆପକୁ ଇନଷ୍ଟଲ କରି ବିଭିନ୍ନ ପ୍ରକାରର ସହାୟତା ପାଇ ପାରିବେ । ଭାରତୀୟ କୃଷି…

(Video) ଭଲ ଫିଲ୍ମରେ ସୁଯୋଗ ଦେବା କହି ଅନ୍ତରଙ୍ଗ ଭିଡିଓ କରିଥିଲେ: ଅଭିନେତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ଭିଡିଓ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଜଣେ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଜଣେ ଫିଲ୍ମ ନିର୍ମାତା ହୋଇଥିବା ବେଳେ ସେ…

ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଦିଲ୍ଲୀ, କାଲି ଘର ବାହାରେ ଓ ଆଜି କଲେଜ ବାହାରେ ଲୁହା ରଡ୍ ରେ ପିଟି ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ୨୪ ଘଣ୍ଟା ଭିତରେ ଦୁଇ ଗୋଟି ହତ୍ୟା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଦିଲ୍ଲୀ ନିକଟବର୍ତ୍ତୀ ମାଲବୀୟ ନଗରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କ ହତ୍ୟା ହୋଇଯାଇଛି । ଗତକାଲି…

କେବଳ ଡାର୍କ ମୋଡରେ ଦେଖାଯିବ X.com, ଏଲନ ମସ୍କ ଟ୍ୱିଟ ଜରିଆରେ ଦେଲେ ସୂଚନା

ନୂଆଦିଲ୍ଲୀ: ଟ୍ୱିଟର ଏକ୍ସରେ ରିବ୍ରାଣ୍ଡିଙ୍ଗ ଏବେ ଜିରୋରେ ଅଛି । ଅଫିସିଆଲ ଟ୍ୱିଟର ଆକାଉଁଣ୍ଟ ବନ୍ଦ ହୋଇଯାଇଛି । ୱେବ ଏବଂ ଆଣ୍ଡ୍ରୋଏଡ ଭର୍ଜନରେ ପକ୍ଷୀକୁ ଲୋଗରୁ ହଟାଇ ଦିଆଯାଇଛି । ଲୋଗରେ କିଛି ଅନ୍ୟ ପରିବର୍ତ୍ତନ…

ମଝି ଆକାଶରେ ଭାଙ୍ଗିଲା କେବୁଲ କାର: ୧୫୦ ଫୁଟ ଉଚ୍ଚତାରେ ଝୁଲି ରହିଲେ ୧୨ ଜଣ ଯାତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନୀତାଲରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି । ଛଅ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ମୋଟ ୧୨ ଜଣ ଯାତ୍ରୀଙ୍କୁ ଏକ କେବୁଲ କାର ଯାତ୍ରା କରୁଥିଲା । ତେବେ ମଝି ଆକାଶରରେ ଅଚାନକ କେବୁଲ କାରର ଗୋଟିଏ…

ଅଙ୍ଗନବାଡ଼ିରେ ପଶି କାମୁଡ଼ିଲା ଶିଆଳ: ୪ ଶିଶୁଙ୍କ ସହିତ ୧୦ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ ଅଚାନକ ଶିଆଳ ପଶିବା ସହିତ ଆକ୍ରମଣ କରିଦେଇଥିଲେ । ଏହି ଆକ୍ରମଣ ଫଳରେ କିଛି ଛୋଟ ପିଲାଙ୍କ ସହିତ ୧୦ ଜଣ ଆହତ…

DU ଜାରି କଲା ପିଜି ଆଡମିସନର କାର୍ଯ୍ୟସୂଚୀ, ଜାଣନ୍ତୁ ଏହିସବୁ ଜରୁରୀ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟି ପିଜି ପ୍ରୋଗ୍ରାମରେ ଆବେଦନକୁ ନେଇ ବଡ଼ ଘୋଷଣା କରିଛି । DU ତରଫରୁ ସିଏସଏଏସ ପୋର୍ଟାଲରେ ପୋଷ୍ଟ ଗ୍ରାଜୁଏସନ ପ୍ରୋଗ୍ରାମ ଦାଖଲ ପାଇଁ ରେଜିଷ୍ଟ୍ରେନ ପ୍ରକ୍ରିୟା ଆରମ୍ଭ କରିଛି ।…

ଶ୍ରୀକ୍ଷେତ୍ର ଧାମରେ ଚୋରି! ଶ୍ରୀମନ୍ଦିର ପରିସରରେ ପଡ଼ି ରହିଛି ଭଙ୍ଗା ଦାନବାକ୍ସ ଓ ଲୁହାଛଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଆଜି ଏତେ ତଳକୁ ଖସି ଯାଇଛି ଯେ ଦେବାଦେବୀଙ୍କ ମନ୍ଦିରରୁ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହିଁ । ଏହା ମଧ୍ୟରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀରୁ ଆସିଛି ଏକ ବଡ଼…