fbpx
Browsing Category

Breaking News

ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ପ୍ରତି ୩୦ ସେକେଣ୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟୁଛି

ଆଜି ବିଶ୍ୱ ହେପାଟାଇଟିସ୍ ଦିବସ । ଯକୃତ ବା ଲିଭର୍‍ ରୋଗ ବିଷୟରେ ଲୋକମାନଙ୍କ ଭିତରେ ସଚେତନ ସୃଷ୍ଟି କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୦ ମସିହାରୁ ଏହି ଦିବସ ପାଳନକରାଯାଉଛି । ପୃଥିବୀରେ ପ୍ରତି ୩୦…

ବଦଳିବ ଦିନିକିଆ ବିଶ୍ୱକପର ଶିଡ୍ୟୁଲ! ଭାରତ-ପାକିସ୍ତାନ ମ୍ୟାଚକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରୁଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ…

ଆଇଫୋନ ଲୋଭରେ ଆଠମାସର ପୁଅକୁ ବିକିଦେଲେ ପିତାମାତା, ଦମ୍ପତ୍ତିଙ୍କ ରିଲ୍ସ ଦେଖିବା ପରେ ଖୋଲିଲା ଗୁମର, ମାଆ ହେଲା ଗିରଫ

ନୂଆଦିଲ୍ଲୀ: ଆଇଫୋନ୍ କିଣିବାର ଲୋଭରେ ପିତାମାତା ସେମାନଙ୍କର ଆଠ ମାସର ପୁଅକୁ ବିକ୍ରି କରିବା ଖବର ସାମ୍ନାକୁ ଆସିଛି। ଦମ୍ପତି ଦାମୀ ଫୋନରୁ ଏକ ସୁନ୍ଦର ରିଲ୍ ତିଆରି କରିବାକୁ ଚାହୁଁଥିଲେ। ଏହି ମାମଲା ପଶ୍ଚିମବଙ୍ଗର…

ଅଗଷ୍ଟ ୧ ରୁ ବଦଳିଯିବ ଏହି ୩ ନିୟମ , ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଚାରି ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୧ ରୁ ଟଙ୍କା ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ…

ମାନବ ଇତିହାସରେ ଜୁଲାଇ ୨୦୨୩ ସବୁଠାରୁ ଉତ୍ତପ୍ତ ମାସ, ଆସନ୍ତା ବର୍ଷ ପାଇଁ ବୈଜ୍ଞାନକଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଏହି ବର୍ଷର ଜୁଲାଇ ମାସ ଗତ ୧୦୦ ବର୍ଷ ମଧ୍ୟରେ ରେକର୍ଡ ହିଟ୍ ୱେଭର ସମ୍ମୁଖୀନ ହୋଇଛି । ଏଥି ସହିତ ନାସାର ଜଳବାୟୁ ବିଶେଷଜ୍ଞ ଗୁରୁବାର ଦିନ କହିଛନ୍ତି ଯେ, ଜୁଲାଇ ୨୦୨୩ ସମ୍ଭବତଃ ଶହ ଶହ ନୁହେଁ ବରଂ ହଜାରେ…

ହଠାତ୍ ଜୋରରେ ପବନ ହେତୁ ବୁଡିଗଲା ମୋଟର ଡଙ୍ଗା, ୩୦ ମୃତ

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନୀଲାରର ରିଜାଲ ପ୍ରାନ୍ତରେ ଥିବା ଏକ ହ୍ରଦରେ ଡଙ୍ଗାବୁଡି ଯିବା ଖବର ସାମ୍ନାକୁ ଆସିଛି । ଏଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି)…

ରାଜ୍ୟର ଡିଗ୍ରୀ କଲେଜରେ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଲାଗିବ କଟକଣା: ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ମନଇଚ୍ଛା ଖୋଲିପାରିବନି ସେଲଫ ଫାଇନାନ୍ସିଂ କୋର୍ସ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଲାଗୁହେବ କଟକଣା । ରେଗୁଲାର କୋର୍ସ ସିଟର ସର୍ବାଧିକ ୨୦…

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି ଦକ୍ଷିଣ- ଓଡିଶା ଏବଂ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୫ ଦିନ…

ମଶାଙ୍କ ଦାଉରୁ ମିଳିବ ମୁକ୍ତି, ଘରେ ଲଗାନ୍ତୁ ଏହି ୫ଟି ଗଛ

ବର୍ଷାଦିନ ଆସିବା ମାତ୍ରେ ମଶାମାନଙ୍କର ଉତ୍ପାତ ବଢିଯାଏ । ମଶାଙ୍କ ପ୍ରକୋପ ଏତେ ବୃଦ୍ଧି ପାଏ ଯେ, ରାତିରେ ଶାନ୍ତିରେ ଶୋଇବା କଷ୍ଟକର ହୋଇପଡେ । ମଶାଙ୍କ ଦ୍ୱାରା ଅନେକ ରୋଗ ମଧ୍ୟ ବିସ୍ତାର ହୁଏ । ତେଣୁ ମଶା ଘଉଡାଇବା…

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ: ୫ ୱିକେଟରେ ଟିମ୍ ଇଣ୍ଡିଆ ବିଜୟୀ

ନୂଆଦିଲ୍ଲୀ: ଭାରତ-ୱେଷ୍ଟିଇଣ୍ଡିଜ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଦିନିକଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ…