fbpx
Browsing Category

Breaking News

ପୃଥିବୀ ସଙ୍ଗେ ମାଡ଼ ହେବାକୁ ଯାଉଛି ବିଶାଳ ଆଷ୍ଟ୍ରୋଏଡ଼! ନାସା କହିଲା କଣ ହେବ ଏହାର ପରିଣାମ..

ନୂଆଦିଲ୍ଲୀ: ବେଳେବେଳେ ଆଷ୍ଟ୍ରୋଏଡ଼ ପୃଥିବୀ ଆଡକୁ ଆସିବା ହେତୁ ବିପଦ ବଢିଥାଏ, ଏବଂ ବେଳେବେଳେ ଏକ ନୂତନ ତାରକା ବୈଜ୍ଞାନିକମାନଙ୍କ ଦୃଷ୍ଟିରେ ପଡିଥାଏ।ଜ୍ୟୋତିର୍ବିଜ୍ଞାନୀମାନେ ଏକ ଚେତାବନୀ ଦେଇଛନ୍ତି ଯେ, ଏକ ବିଶାଳ…

(Video) ବାବାଙ୍କ ମୁଣ୍ଡ ଉପରେ ଉଠିଛି ଗଛ, ସେଥିରେ ପାଣି ବି ଦେଉଛନ୍ତି: ଦେଖନ୍ତୁ ଏମିତି ଅଜବ କାରନାମା

ନୂଆଦିଲ୍ଲୀ: ଆପଣମାନେ ପ୍ରାୟତଃ ମାଟିରେ ବା କୌଣସି ପାତ୍ରରେ ଗଛ ଓ ଚାରା ଉଠୁଥିବାର ଦେଖିଥିବେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଆପଣଙ୍କୁ ଏକଦମ୍ ଆଶ୍ଚର୍ଯ୍ୟ କରିଦେବ । ଜଣେ…

ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ପ୍ରଥମ ରାୟ: ଓଡ଼ିଶା ହାଇକୋର୍ଟରେ ସ୍ୱର୍ଣ୍ଣିମ ଅଧ୍ୟାୟ

କଟକ: ଓଡ଼ିଶା ହାଇକୋର୍ଟ ଆଜି ପାଳନ କରୁଛି ନିଜର ୭୫ତମ ପ୍ରତିଷ୍ଠା ଦିବସ । ଏହି ପବିତ୍ର ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ତେବେ ଏହି ସ୍ୱର୍ଣ୍ଣିମ…

ଆହୁରି ଘନୀଭୂତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇଛି । ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ନିଯୁକ୍ତି ପର୍ବ: ଆଜି ୩୨୫ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ , ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସୂଚନା

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଲୋକସେବା ଭବନରେ ୩୨୫ ସ୍ନାତକୋତ୍ତର ଶିକ୍ଷକ ଏବଂ ୨୦୨୩ ମସିହା ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶାର MoU: ୫୦ ହଜାର ଯୁବକଙ୍କୁ ମିଳିବ ତାଲିମ

ଭୁବନେଶ୍ୱର: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାର ଏମଓୟୁ ସ୍ୱାକ୍ଷରିତ କରିଛନ୍ତି । ଏଥିରେ ବୈଷୟିକ କ୍ଷେତ୍ରରେ ହଜାରେ ଗବେଷକଙ୍କୁ ସୁବିଧା ଦେବା ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବରରେ ୨ଟି ସଂସ୍ଥା ସ୍ଥାପନ…

ପ୍ରଗତି ମଇଦାନ ITPO କମ୍ପ୍ଲେକ୍ସରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ, ସଂଧ୍ୟାରେ ହେବ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ ଟାରେ ପ୍ରଗତି ମଇଦାନରେ ପହଁଚିଛନ୍ତି । ସେ ଏଠାରେ ଥିବା ଆଇଟିପିଓ କମ୍ପ୍ଲେକ୍ସ ପରିସରରେ ହୋମ-ପୂଜା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଇଟିପିଓ…

ବିଶ୍ୱକପରେ ଖେଳାଯିବନି ଭାରତ-ପାକିସ୍ତାନ ମହା ମୁକାବିଲା! ଅକ୍ଟୋବର ୧୫ ବଦଳରେ ମିଳିପାରେ ନୂଆ ତାରିଖ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । ଏଥିପାଇଁ ପ୍ରତ୍ୟେକ ଦଳ ଟ୍ରଫି ହାସଲ କରିବା ପାଇଁ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏହାସହିତ କ୍ରିକେଟପ୍ରେମୀମାନେ ମଧ୍ୟ ଏହାର ମଜା ନେବା ପାଇଁ ଟିକେଟ ବୁକିଙ୍ଗ…

ଶ୍ରଦ୍ଧାଳୁଙ୍କ ବସରେ ପଶିଗଲା ସାପ: ଜୀବନ ରକ୍ଷା କରିବାକୁ ଲୋକେ କାଲେ ଚିତ୍କାର, ପରେ କନଷ୍ଟେବଳଙ୍କୁ ଦେଲେ ଧନ୍ୟବାଦ

ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲର କେଞ୍ଚିଧାମରେ ଭକ୍ତ ବୋଝେଇ ବସରେ ଏକ ବିଷାକ୍ତ ସାପ ପଶିଯାଇଛି। ଏନେଇ ବସରେ ବିଶୃଙ୍ଖଳା ଦେଖାଦେଇଛି। ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଚିତ୍କାର କରିବାକୁ ଲାଗିଛନ୍ତି। ଯାହା ପରେ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଜନ୍ତୁ ହେଲେ ଅଦଳ ବଦଳ

ଭୁବନେଶ୍ୱର : ଦୀର୍ଘ ୪୦ ବର୍ଷ ପରେ ନନ୍ଦନକାନନକୁ ଆସିଲା ନୂଆ ଅତିଥୀ । ପ୍ରାଣୀ ଉଦ୍ୟାନରେ ହେଲା ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା । ଏଠାରୁ ଦୁଇଟି ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର । ବଦଳରେ…