fbpx
Browsing Category

Breaking News

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।…

ବର୍ଷା, ବଜ୍ରପାତରେ ଫାଟିଗଲା ଜଗନ୍ନାଥ ମନ୍ଦିର: ଅନେକ ସ୍ଥାନରେ ଫାଟ, କ୍ଷତିଗ୍ରସ୍ତ

ସୁବର୍ଣ୍ଣପୁର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଅନେକ ଜାଗାରେ ବିଭିନ୍ନ କ୍ଷତି ଘଟୁଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ…

ରାଜନୈତିକ କାରଣରୁ ବୃଦ୍ଧି ପାଇଛି ପୁରସ୍କାର ଫେରାଇ ଦେବା ପ୍ରକ୍ରିୟା, ହତୋତ୍ସାହିତ କରିବାକୁ ସଂସଦୀୟ ସମିତିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ନୂଆଦିଲ୍ଲୀ: ସରକାରଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରୁଥିବା ବ୍ୟକ୍ତି ସମ୍ମାନ ନେବା ପୂର୍ବରୁ ନିଜର ଲିଖିତ ସହମତି ଦେବା ଉଚିତ ଓ ଏକ ପ୍ରତିଶ୍ରୁତି ପତ୍ର ଉପରେ ହସ୍ତାକ୍ଷର କରିବା ଉଚିତ । ରାଜନୈତିକ କାରଣରୁ ପୁରସ୍କାର…

୨୦୦୦ ଟଙ୍କିଆ ନୋଟକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା: ବଦଳିବ କି ସମୟସୀମା?

ନୂଆଦିଲ୍ଲୀ: ମେ’ ୧୯ ତାରିଖରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେଣୁ ଏହାକୁ ବ୍ୟାଙ୍କରେ ଜମା କରିବା ସହ ବଦଳାଇବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା…

ମଣିପୁରରେ ଇଣ୍ଟରନେଟ ଉପରୁ ବ୍ୟାନ ହଟିଲା: ଦୁଇମାସ ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ମେ ମାସ ୩ ତାରିଖରେ ମଣିପୁର ସରକାର ମୋବାଇଲ ଇଣ୍ଟରନେଟ ସେବା ଉପରେ କଟକଣା ଲାଗୁ କରିଥିଲେ । ରାଜ୍ୟରେ ମେଇତେଇ ଓ କୁକୁ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଫଳରେ ୧୪୦ ଜଣଙ୍କ ମୃତ୍ୟୁ ଘଟିବା…

ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କର ପରଲୋକ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାର ପୂର୍ବତନ ବିଧାୟକ ରମେଶ ସୋରେନ ଆଉ ନାହାନ୍ତି ।…

ଅନ୍ୟ ରାଜ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ମାତ୍ର ବିଜେପି ଶାସିତ ରାଜ୍ୟ ବିରୋଧରେ ହେଉନାହିଁ କାହିଁକି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହେଉଥିବା କେନ୍ଦ୍ର…

୨୪ ଘଣ୍ଟାରେ ବୁଡ଼ିବ ରାଜ୍ୟର ୧୨ଟି ଜିଲ୍ଲା: ପ୍ରବଳରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଆହୁରି ଘନୀଭୂତ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସମ୍ଭାବନା ସୃଷ୍ଟି କରିଛି…

ଓଡ଼ିଶା ସିଭିଲ୍‍ ସର୍ଭିସ୍‍-୨୦୨୧ ଫଳ ପ୍ରକାଶ ଉପରେ ରହିତାଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ଓଡ଼ିଶା ସିଭିଲ୍‍ ସର୍ଭିସ୍‍-୨୦୨୧ର ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ଚୟନ…

RINLରେ ଅନେକ ପଦ ଖାଲି: ଡିସେମ୍ବର ୩୧ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟିସ ଟ୍ରେନି (ଜିଏଟି), ଟେକ୍ନିସିଆନ ଆପ୍ରେଣ୍ଟିସ ଟ୍ରେନି…